ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁପିରେ ସବୁ ବିଭାଗକୁ କେବଳ ଇଭି କିଣିବାକୁ ନିର୍ଦ୍ଦେଶ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

 

ଉତ୍ତର ପ୍ରଦେଶ (ୟୁପି) ସରକାରଙ୍କ ସବୁ ବିଭାଗରେ କେବଳ ବିଦ୍ୟୁତ ଯାନ (ଇଭି) ଚାଲିବ। ଆସନ୍ତା ୨୦୩୦ ସୁଦ୍ଧା ବର୍ତ୍ତମାନ ଚାଲୁଥିବା ଗାଡ଼ିକୁ ବଦଳାଯାଇ ଇଭି ଗାଡ଼ି ଚଳାଇବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି। ଏହି ଲକ୍ଷ୍ୟ ହାସଲ ପାଇଁ ବିନା ଟେଣ୍ଡରରେ ଇଭି କିଣିବା ଲାଗି ବିଭାଗଗୁଡ଼ିକୁ ସରକାର ଅନୁମତି ପ୍ରଦାନ କରିଛନ୍ତି। ଆବଶ୍ୟକ ପଡ଼ିଲେ ଗାଡ଼ିକୁ ଅଧିକତମ ସୀମାଠାରୁ ଅଧିକ ରାଶି ଦେଇ ଇଭି କିଣାଯାଇ ପାରିବ। ମୁଖ୍ୟ ସଚିବ ଡିଏସ ମିଶ୍ରାଙ୍କ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶ ଜାରି ହୋଇଛି।ପେଟ୍ରୋଲ ଓ ଡିଜେଲ ଗାଡ଼ି ତୁଳନାରେ ଏବେ ଇଭି ମୂଲ୍ୟ ଅଧିକ ରହିଛି। କିନ୍ତୁ ଏହି ଗାଡ଼ି ଚଲାଇବା ଫଳରେ ପେଟ୍ରୋଲ ଓ ଡିଜେଲ ବାବଦରେ ହେଉଥିବା ଖର୍ଚ୍ଚ ହେବନାହିଁ। ତେଣୁ ଇଭି କ୍ରୟ ବାବଦ ଅଧିକ ଖର୍ଚ୍ଚକୁ ଏଥିରେ ଭରଣା କରାଯାଇପାରିବ। ୨୦୩୦ ମସିହା ସୁଦ୍ଧା ଯଦି ସରକାର ସବୁ ବିଭାଗରେ କେବଳ ଇଭି ଚଳାଇବା ଲକ୍ଷ୍ୟ ହାସଲ କରିପାରନ୍ତି ତା’ହେଲେ ଦେଶରେ ଏ କ୍ଷେତ୍ରରେ ୟୁପି ପ୍ରଥମ ରାଜ୍ୟ‌ ହୋଇପାରିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ