ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ନୂଆ ଭିଡିଓରେ ଅମୃତପାଲ ସିଂହର ବୟାନ: ‘ମୁଁ ପଳାତକ ନୁହେଁ…ଶୀଘ୍ର ସାମ୍ନାକୁ ଆସିବି’

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ନୂଆଦିଲ୍ଲୀ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହ କିଛିଦିନ ବ୍ୟବଧାନରେ ତା’ର ଦ୍ବିତୀୟ ଭିଡ଼ିଓ ଜାରି କରିଛି। ଏଥିରେ ସେ ପଳାତକ ନୁହେଁ ଏବଂ ଶୀଘ୍ର ସାମ୍ନାକୁ ଆସିବ ବୋଲି କହିଛି। ଭିଡିଓଟି ଏକ ୟୁଟ୍ୟୁବ୍ ଚାନେଲରୁ ଲାଇଭ୍-ଷ୍ଟ୍ରିମିଂ ହୋଇଥିଲା। ଏଥିରେ ସେ କହିବାର ଶୁଣାଯାଉଛି: ମୁଁ ପଳାତକ ନୁହେଁ, ବିଦ୍ରୋହୀ। ମୁଁ କୁଆଡ଼େ ପଳାଇଯାଇ ନାହିଁ। ମୁଁ ଖୁବ୍‌ଶୀଘ୍ର ଦୁନିଆ ଆଗରେ ହାଜର ହେବି। ମୁଁ ସରକାରଙ୍କୁ ଡରେ ନାହିଁ। ଆପଣ ଯାହା ଇଚ୍ଛା କରନ୍ତୁ।

ଅମୃତପାଲ ପୁଣି କହିଛି, ମୋତେ କିଏ ବାଡ଼େଇବ, ତାକୁ ମୁଁ ଡରିନି। ସେ ତାଙ୍କ ପରିବାର ଲୋକଙ୍କୁ ଦୃଢ଼ ରହିବା ପାଇଁ ପରାମର୍ଶ ଦେଇ ଛି ଯେ ସେ ଯେଉଁ ପଥ ଧରିଛି, ତାହା କଣ୍ଟକମୟ। ସେ ମଧ୍ୟ ଅକଲ ତଖତର ଜାଠେଦାର (ମୁଖ୍ୟ)ଙ୍କୁ ସମ୍ପ୍ରଦାୟର ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିବା ପାଇଁ ସରବତ ଖାଲସା (ଶିଖ୍ ସମ୍ମିଳନୀ) ଡାକିବାକୁ କହିଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ