ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ମାଟ୍ରିକ ପରୀକ୍ଷାର୍ଥୀଙ୍କ ମୁଣ୍ଡ ଉପରେ ଚଢ଼ିଗଲା ଟ୍ରକ: ରାସ୍ତାରୋକ

ସୁନ୍ଦରଗଡ଼: ଆଜି ଭୋର୍ ୫ଟାରେ ସୁନ୍ଦରଗଡ଼- ହେମଗିର ରାସ୍ତା ଚକ୍ରାମାଲ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ବାଇକରେ ଯାଉଥିବା ଜଣେ ମାଟ୍ରିକ ପରୀକ୍ଷାର୍ଥୀଙ୍କୁ ବିପରୀତ...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ବରପଦା ଇଂଜିନିୟରିଂ କଲେଜରେ ଅନିୟମିତତା ଅଭିଯୋଗ: ବିକାଶ ମଞ୍ଚ ପକ୍ଷରୁ ୧୨ ଘଣ୍ଟିଆ...

ଭଦ୍ରକ: ଭଦ୍ରକ ଜିଲ୍ଲା ବରପଦା ଇଂଜିନିୟରିଂ କଲେଜରେ ଦୁର୍ନୀତି ଅଭିଯୋଗରେ ବରପଦା ବିକାଶ ମଞ୍ଚ ପକ୍ଷରୁ ବନ୍ଦ ପାଳନ କରାଯାଉଛି। ସକାଳ ୬ରୁ ସଂଧ୍ୟା ୬ଟା ଯାଏ...
କଳା ଓ ସଂସ୍କୃତି ଲାଇଫ୍ ଷ୍ଟାଇଲ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ବାଦନ ଓ ଗାୟନ ଅଭ୍ୟାସ ମସ୍ତିଷ୍କ ପାଇଁ ଉପକାରୀ

କୌଣସି ବାଦ୍ୟଯନ୍ତ୍ର ବଜାଇବା କିମ୍ବା ଗୀତ ଗାଇବା ଆମ ମସ୍ତିଷ୍କକୁ ବହୁଦିନ ଯାଏ ସୁସ୍ଥ ରଖିଥାଏ ବୋଲି ଏକ ନୂଆ ଗବେଷଣାରୁ ଜଣାପଡ଼ିଛି। ବିଶେଷ କରି ୪୦...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ: ଏଥର ମଧ୍ୟ ପାଳି କରି ପାଠପଢ଼ା‌

ଭୁବନେଶ୍ବର: ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ପ୍ରତିଷ୍ଠାକୁ ୭ ବର୍ଷ ବିତିଲାଣି। ତଥାପି କ୍ୟାମ୍ପସର ବିକାଶ ହୋଇପାରୁ ନାହିଁ। ଏବେ ବି ଗୋଟିଏ କ୍ୟାମ୍ପସରେ ଚାଲିଛି ୪ଟି ପାଠ୍ୟକ୍ରମର...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

କେନ୍ଦ୍ର ଶିକ୍ଷାମନ୍ତ୍ରୀଙ୍କ ରାଜ୍ୟରେ ଏଭଳି ସ୍ଥିତି: କେନ୍ଦ୍ରୀୟ ବିଦ୍ୟାଳୟରେ ନାହାନ୍ତି ୬୦% ଶିକ୍ଷକ

ଭୁବନେଶ୍ବର : ଓଡ଼ିଶାରେ କେନ୍ଦ୍ରୀୟ ବିଦ୍ୟାଳୟ(କେଭି) ସଂଖ୍ୟା ବଢ଼ୁଛି। ଗୋଟିଏ ଗୋଟିଏ ଜିଲ୍ଲାରେ ଏକାଧିକ କେନ୍ଦ୍ରୀୟ ବିଦ୍ୟାଳୟ ଖୋଲାଯାଉଛି। ମାତ୍ର ସୁଦୃଢ଼ ହୋଇପାରୁନି ଭିତ୍ତିଭୂମି। କେଉଁଠି ପଢ଼ାଇବାକୁ...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ସବୁ କଲେଜ କ୍ୟାମ୍ପସ୍‌ରେ ହେବ ପାଚେରି

ଭୁବନେଶ୍ବର : ରାଜ୍ୟର ସମସ୍ତ କଲେଜ କ୍ୟାମ୍ପସରେ ପାଚେରି ବାଧ୍ୟତାମୂଳକ। ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଇ ଏଦିଗରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କ...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦର ଘୋଷଣା: ଫେବ୍ରୁଆରି ୨୦ରୁ ମାର୍ଚ୍ଚ ୪ ଯାଏ...

କଟକ: ଘୋଷଣା  ହେଲା ମାଟ୍ରିକ୍ ପରୀକ୍ଷାର ତାରିଖ। ଏହା ୨୦୨୪  ଫେବ୍ରୁଆରି ୨୦ରୁ ଆରମ୍ଭ ହେବ। ମାର୍ଚ୍ଚ ୪ ତାରିଖ ଚାଲିବ ପରୀକ୍ଷା। ମାଟ୍ରିକ ସହ ମଧ୍ୟମା,...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଯୁକ୍ତ୨ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଆଜି: ୩୨ କେନ୍ଦ୍ରରେ ହଜ‌ାରେ ପରୀକ୍ଷାର୍ଥୀ

ଭୁବନେଶ୍ବର: ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକ ବିଭାଗ ଇନ୍‌ଷ୍ଟାଣ୍ଟ ପରୀକ୍ଷା ଜୁଲାଇ ୧୩ ଓ ୧୪...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

କେମିତି ଚାଲିବ ନୂଆ ବିଶ୍ବବିଦ୍ୟାଳୟ: ମୁରବି ନାହାନ୍ତି କି ଅଧ୍ୟାପକ

ଭୁବନେଶ୍ବର: ରାଜ୍ୟରେ ୩ଟି ନୂତନ ବିଶ୍ବବିଦ୍ୟାଳୟରେ ଚଳିତବର୍ଷଠାରୁ ପାଠପଢ଼ା ହେବାକୁ ଯାଉଛି। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଘୋଷଣା ମୁତାବକ କୋରାପୁଟର ବିକ୍ରମ ଦେବ ସ୍ବୟଂଶାସିତ ମହାବିଦ୍ୟାଳୟ, କେନ୍ଦୁଝରର...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଦଶମରେ ପ୍ରଥମ, ଦ୍ବାଦଶରେ ଫେଲ୍‌: ନାମକରା କଲେଜରେ ବଢ଼ୁଛି ଫେଲ୍‌ ହାର

ଭୁବନେଶ୍ବର: ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଛନ୍ତି। ୬୦%ରୁ ଅଧିକ ନମ୍ବର ରଖି ଭଲ ବିଦ୍ୟାଳୟରେ ପଢ଼ିବାକୁ ସିଟ୍‌ ପାଉଛନ୍ତି। ମାତ୍ର ଦୁଇବର୍ଷ ଧରି...