ସ୍ୱାସ୍ଥ୍ୟ

ଏପ୍ରିଲ୍‌ ୨୬ ପର୍ଯ୍ୟନ୍ତ କୋଭିଡ୍‌-୧୯ ଲକ୍‌ଡାଉନ୍‌ ଘୋଷଣା କରିବ ପୁଡୁଚେରୀ

ପୁଡୁଚେରୀ: ଦେଶରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ବାତାବରଣରେ କେନ୍ଦ୍ରଶାସିତ ଅଞ୍ଚଳ ପୁଡୁଚେରୀ ଏପ୍ରିଲ୍‌ ୨୬ ତାରିଖ ପର୍ଯ୍ୟନ୍ତ ‘ଲକ୍‌ଡାଉନ୍‌’ ଘୋଷଣା କରିବ ବୋଲି ବୁଧବାର ଦିନ...
ଦେଶ ବିଦେଶ ସ୍ୱାସ୍ଥ୍ୟ

ସ୍ଥିତି ସଙ୍ଗୀନ : ୨୪ ଘଣ୍ଟାରେ ଦେଶରେ ୨ ଲକ୍ଷ ୫୯ ହଜାରରୁ...

ନୂଆଦିଲ୍ଲୀ ୨୦।୦୪: ସ୍ଥିତି ଅସମ୍ଭାଳ । ରେକର୍ଡ କରିଛି କରୋନା । ଦେଶରେ କରୋନା ସଂକ୍ରମଣ ହହୁ ହୋଇ ବଢିଚାଲିଛି। ଦୈନିକ ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି...
ରାଜ୍ୟ ସ୍ୱାସ୍ଥ୍ୟ

ମେ’ ତୃତୀୟ ସପ୍ତାହରେ ପିକ୍‌ରେ ଥିବ କରୋନା, ଓଡିଶାରେ ଦୈନିକ ବାହାରିବ ୧୦...

ଭୁବନେଶ୍ୱର,୨୦/୦୪: ଆଗକୁ ଆହୁରି ଭୟଙ୍କର ହେବ କରୋନା । ଆଉ ୪/୬ ସପ୍ତାହ ଅର୍ଥାତ ମେ’ ମାସ ତୃତୀୟ ସପ୍ତାହ ବେଳକୁ ଓଡିଶାରେ ଦୈନିକ ୧୦ ହଜାରରୁ...
ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ୱାସ୍ଥ୍ୟ

କରୋନା ପାଇଁ ବାତିଲ୍‌ ହେଲା ଆଇସିଏସ୍‌ଇ ଦଶମ ପରୀକ୍ଷା

ନୂଆଦିଲ୍ଲୀ: ଦେଶରେ କରୋନା ସ୍ଥିତି ଭୟଙ୍କର ହୋଇ ଚାଲିଥିବା କାରଣରୁ ଆଇସିଏସ୍‌ଇ ଦଶମ ପରୀକ୍ଷାକୁ ବାତିଲ୍‌ କରିଛି କାଉନ୍‌ସିଲ୍‌ ଫର୍‌ ଦ ଇଣ୍ଡିଆନ୍‌ ସାର୍ଟିଫିକେଟ୍‌ ଏକ୍‌ଜାମିନେସନ୍ସ(ସିଆଇଏସ୍‌ସିଇ) ବୋର୍ଡ।...
ଦେଶ ବିଦେଶ ସ୍ୱାସ୍ଥ୍ୟ

ଚିକିତ୍ସକଙ୍କ ମହା ଆବିଷ୍କାର: ଦୃଷ୍ଟିଶକ୍ତି ମିଳିବା ହେବ ସହଜ

ନୂଆଦିଲ୍ଲୀ ୧୯/୦୪: ଅନୁସନ୍ଧାନକାରୀମାନେ ଖରାପ ହୋଇଥିବା ଆଖିକୁ ଭଲ କରିବା ପାଇଁ ଏକ ସରଳ ପଦ୍ଧତି ପ୍ରସ୍ତୁତ କରିଛନ୍ତି ଏବଂ ବିଶେଷଜ୍ଞମାନେ କହିଛନ୍ତି ଯେ ଏହି ଆଖି...
ରାଜ୍ୟ ସ୍ୱାସ୍ଥ୍ୟ

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ପାଇଁ କେତେ ବେଡ୍‌ ରହିଛି? ଜାଣନ୍ତୁ କେଉଁଠି କେତେ...

ଭୁବନେଶ୍ବର: ରାଜ୍ୟରେ ହୁ ହୁ ହୋଇ ବଢୁଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । କୋଭିଡ୍ ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି । ରାଜ୍ୟରେ କୋଭିଡ...
ଦେଶ ବିଦେଶ ସ୍ୱାସ୍ଥ୍ୟ

ଟିକାକରଣକୁ ନେଇ ମୋଦୀଙ୍କୁ ମନମୋହନ ସିଂହଙ୍କ ଚିଠି, ଦେଲେ ୫ ପରାମର୍ଶ

ନୂଆଦିଲ୍ଲୀ ୧୮/୪: ଦେଶରେ କରୋନା ସଂକ୍ରମଣ ସ୍ଥିତି ସାଂଘାତିକ। ଦୈନିକ ସଂକ୍ରମଣ ଅଢ଼େଇ ଲକ୍ଷ ପାର କରିଥିବା ବେଳେ ମୃତକଙ୍କ ସଂଖ୍ୟ ୧୫୦୦ ଅତିକ୍ରମ କରିଛି। ପ୍ରଧାନମନ୍ତ୍ରୀ...
ଦେଶ ବିଦେଶ ସ୍ୱାସ୍ଥ୍ୟ

ରେଳବାଇ ପ୍ରସ୍ତୁତ କଲା ୪ ହଜାର କୋଭିଡ୍ କୋଚ୍: ମହାରାଷ୍ଟ୍ର ଓ ଦିଲ୍ଲୀରୁ...

ନୂଆଦିଲ୍ଲୀ ୧୮/୦୪ : ଦେଶରେ ବୃଦ୍ଧି ପାଉଥିବା କରୋନା ମାମଲା ମଧ୍ୟରେ ରେଳବାଇ ପୁଣିଥରେ ନିଜର କୋଭିଡ କୋଚ ରୋଗୀଙ୍କ ପାଇଁ ପ୍ରସ୍ତୁତ କରିଛି। ରେଳବାଇ ପାଖରେ...
ଦେଶ ବିଦେଶ ସ୍ୱାସ୍ଥ୍ୟ

କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପ୍ରବାହ ମୁକାବିଲା ପାଇଁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ...

ନୂଆଦିଲ୍ଲୀ: ଦେଶରେ କୋଭିଡ୍‌-୧୯ ମହାମାରୀର ଦ୍ୱିତୀୟ ପ୍ରବାହ ଦ୍ରୁତ ବୃଦ୍ଧି ପାଉଥିବାରୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ସହଯୋଗ କରିବା ନିମନ୍ତେ ଭାରତ ସରକାରଙ୍କର କେତେକ ମନ୍ତ୍ରାଳୟ...
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ନିୟମ ଉଲ୍ଲଂଘନ କରି ସିଲ୍ ହେଲା ସୁନ୍ଦରଗଡ଼ର କୁନାଲ ପେଟ୍ରୋଲ ପମ୍ପ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ କରୋନା ସଂକ୍ରମଣ ଥମିବାର ନା ନେଉ ନାହିଁ। ଆଜି ସଂକ୍ରମିତଙ୍କ ସଂଖ୍ୟା ୩୪୦ ରହିଛି। ଏ ସ୍ଥିତିକୁ ନିୟନ୍ତ୍ରଣରେ ଆଣିବାକୁ ଗତ ଦୁଇଦିନ...