ରାଜ୍ୟ ସ୍ପେଶାଲ ରିପୋର୍ଟ

ହାଇକୋର୍ଟର ପ୍ଲାଟିନମ ଜୁବୁଲି: ନ୍ୟାୟ ଓ ନିରପେକ୍ଷତାର ୭୫ ବର୍ଷ

୧୯୪୮, ଜୁଲାଇ ୨୬ ତାରିଖ। ରାଜ୍ୟର ନ୍ୟାୟିକ ଇତିହାସରେ ସ୍ବର୍ଣ୍ଣାକ୍ଷରରେ ଲେଖି ହୋଇଯାଇଥିଲା ଏକ ଦିନ। ଏହି ଦିନ ଓଡ଼ିଶାରେ ସ୍ଥାପନ ହୋଇଥିଲା ଏକ ସ୍ବତନ୍ତ୍ର ହାଇକୋର୍ଟ।...
ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ ଚଣ୍ଡୀମନ୍ଦିରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ: ଅଧିଷ୍ଠାତ୍ରୀ ଦେବୀଙ୍କ ଦର୍ଶନ କଲେ

କଟକ: କଟକ ଚଣ୍ଡୀମନ୍ଦିରରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ସଡ଼କ ପଥରେ ଯାଇ କଟକରେ ପହଞ୍ଚିଲେ ସେ। ସ୍ୱତନ୍ତ୍ର କାରକେଡର ସହ ରାଷ୍ଟ୍ରପତି କଟକ ଆସିଥିବାବେଳେ ପ୍ରଥମେ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଦେବଗଡ଼ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କଲା ବିଜେଡି

ଭୁବନେଶ୍ୱର: ଦେବଗଡ଼ ବିଧାୟକ ସୁବାସ ପାଣିଗ୍ରାହୀ ତାଙ୍କ ବିଧାୟକ ଅନୁଦାନ ପାଣ୍ଠିରେ ଜଣେ ବିଜେପି କର୍ମୀଙ୍କ ଘରର ପାଚେରି ନିର୍ମାଣ କରିବା ଘଟଣାକୁ ନେଇ ବିଧାୟକଙ୍କୁ ଭର୍ତ୍ସନା...
ରାଜ୍ୟ ସ୍ପେଶାଲ ରିପୋର୍ଟ

ନାଲ୍‌କୋକୁ ‘ପାଉଁଶ ଅଡ଼ୁଆ’, ସିପିପି ପ୍ଲାଣ୍ଟ୍‌କୁ ବନ୍ଦ କରିବାକୁ ସୁପାରିସ

ନାଲକୋନଗର : ଗୋଟିଏ ପଟେ କୋଇଲା ସଂକଟ ନବରତ୍ନ କମ୍ପାନି ନାଲ୍‌କୋର ମୁଣ୍ଡବିନ୍ଧାର କାରଣ ପାଲଟିଥିବା ବେଳେ ଅନ୍ୟପଟେ ପ୍ରଦୂଷଣ ପ୍ରସଙ୍ଗରେ ଅଡ଼ୁଆରେ ପକାଇଛି ରାଜ୍ୟ ପ୍ରଦୂଷଣ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଆସିକା ବିଧାନସଭା କ୍ଷେତ୍ର: ବିଧାୟିକା ବିରୋଧୀ ମେଳି ଜାରି, ବିଜେଡିରୁ ଡଜନେ ଆଶାୟୀ

ବ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ବିଧାନସଭା ନିର୍ବାଚନମଣ୍ଡଳୀରୁ ଗତ ତିନିଟି ନିର୍ବାଚନରେ ବିଜେଡି ହ୍ୟାଟ୍ରିକ୍ ସଫଳତା ପାଇଛି। ଦଳ ଗଠନ ହେବା ପରେ ୨୦୦୦ ମସିହାରେ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ ବାସନ୍ଦ, କଙ୍ଗାରୁ କୋର୍ଟ ଦ୍ବାରା ଦଣ୍ଡ ଘୋଷଣା

ପ୍ରତାପୁର : ଦୁର୍ନୀତି ବିରୋଧରେ ମୁହଁ ଖୋଲିବାରୁ କଙ୍ଗାରୁ କୋର୍ଟ ଚଳାଇଥିବା ସ୍ଥାନୀୟ ନେତା, ଟାଉଟର୍‌ ଓ ତଥାକଥିତ ମୁଖିଆଙ୍କ ରୋଷର ଶିକାର ହୋଇଛନ୍ତି ଗଞ୍ଜାମ ଜିଲ୍ଲା...
ରାଜ୍ୟ ସ୍ପେଶାଲ ରିପୋର୍ଟ

‘ସ୍ଥାୟୀ ସମାଧାନ ନ ହେବା ଯାଏଁ ବନ୍ଦ ରହିବ ମାର୍କେଟ ବିଲ୍ଡିଂ’

ଭୁବନେଶ୍ବର: ମାର୍କେଟ୍‌ ବିଲ୍ଡିଂକୁ ନେଇ ବିବାଦ ଥମୁ ନାହିଁ। ସମାଧାନ ଆଶାରେ ବ୍ୟବସାୟୀ ସଂଘ ଚରମ ନିଷ୍ପତ୍ତି ନେଉନଥିବା ବେଳେ ବିଏମ୍‌ସି ବି ସମାଧାନ ପାଇଁ ତ୍ବରିତ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ବ୍ରଜରାଜନଗର ନିର୍ବାଚନମଣ୍ଡଳୀ: ସମସ୍ୟା ଓ ନେତୃତ୍ବ ବଦଳାଇପାରେ ଭବିଷ୍ୟତ

ଝାରସୁଗୁଡ଼ା : ସାଧାରଣ ନିର୍ବାଚନ ପାଖେଇ ଆସୁଥିବାବେଳେ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ନିର୍ବାଚନମଣ୍ଡଳୀରେ ସମସ୍ୟାକୁ ନେଇ ଅସନ୍ତୋଷ ଦାନା ବାନ୍ଧୁଛି। ତେବେ, ଲୋକଙ୍କୁ ଆଶ୍ବାସନା ଦେବାକୁ ଏଠି...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଇଟିଆଇରେ ପିଲା ହେଉନାହାନ୍ତି, ପ୍ରଥମ ପର୍ଯ୍ୟାୟ ପରେ ୮୦.୬୮% ସିଟ୍‌ ଖାଲି

ଭୁବନେଶ୍ବର : ଓଡ଼ିଶା ସରକାରଙ୍କ ଫୋକସ୍‌ରେ ଦକ୍ଷତା ବିକାଶ ପାଠ୍ୟକ୍ରମ। ଆଇଟିଆଇ, ଡିପ୍ଲୋମାରେ ଶିକ୍ଷା ଗ୍ରହଣ କରି ଅଳ୍ପ ସମୟ ମଧ୍ୟରେ ପିଲାମାନେ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଛତ୍ରପୁର ନିର୍ବାଚନମଣ୍ଡଳୀ: ଦୁଇ ଏନ୍‌ଏସି ବିଜେପି କବ୍‌ଜାରେ, ବିଜେଡି ପାଇଁ ଅଗ୍ନିପରୀକ୍ଷା ବେଳ

ବ୍ରହ୍ମପୁର : ଦିନ ଥିଲା, ଛତ୍ରପୁର ନିର୍ବାଚନମଣ୍ଡଳୀ ସିପିଆଇର ଗଡ଼ ଭାବେ ପରଚିତ ଥିଲା। କିନ୍ତୁ ଗତ ୨୦୧୪ରୁ ଛତ୍ରପୁର ଆସନରୁ ବିଜେଡି ବାନା ଉଡ଼ୁଛି। କିନ୍ତୁ...