ବୀରମହାରାଜପୁରରେ ବନ୍ୟା ପରିସ୍ଥିତି: ଖୋଲିଲା ଠେଙ୍ଗୋ ଡ୍ୟାମ୍ର ୬ ଗେଟ୍, ୨୮୮ ଜଣଙ୍କୁ...
ବୀରମହାରାଜପୁର: ଲଗାଣ ବର୍ଷାରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ୍ରେ ଜୀବନଯାତ୍ରା ବ୍ୟାହତ ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ବ୍ଲକ୍ରେ ସର୍ବାଧିକ ୨୭୨ମିମି ବର୍ଷା ରେକର୍ଡ କରାଯାଇଛି।...









