ଦୁର୍ଦ୍ଦାନ୍ତ ମାଓବାଦୀ ସମାୟ ମାଡ୍କାମର ଆତ୍ମସମର୍ପଣ: ଓଡ଼ିଶା, ଛତିଶଗଡ଼ରେ ୫୭ରୁ ଊର୍ଦ୍ଧ୍ବ ମାମଲା
ଫୁଲବାଣୀ: କେକେବିଏନ୍ ମାଓ ଡିଭିଜନର ବରିଷ୍ଠ କ୍ୟାଡର୍ ଦୁର୍ଦ୍ଦାନ୍ତ ମାଓବାଦୀ ସମାୟ ମାଡ୍କାମ ଆଜି କନ୍ଧମାଳ ଏସ୍ପିଙ୍କ ନିକଟରେ ଆତ୍ମସମର୍ପଣ କରିଛି। ଦକ୍ଷିଣାଞ୍ଚଳ ପୁଲିସ ଡିଆଇଜି ଜୟନାରାୟଣ...









