ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

୨୦୨୦ ଲାଗି ସାହିତ୍ୟ ଅକାଦେମୀ ପୁରସ୍କାର ଘୋଷିତ, ଓଡ଼ିଆ ସମେତ ୪ ଭାଷାର...

ନୂଆଦିଲ୍ଲୀ: ୨୦୨୦ର ସମ୍ମାନଜନକ କେନ୍ଦ୍ର ସାହିତ୍ୟ ଅକାଦେମୀ ପୁରସ୍କାର ଆଜି ଘୋଷଣା କରାଯାଇଛି। ଏଥର ୨୦ଟି ଭାଷାରେ ୨୦ ଜଣ ଲେଖକଙ୍କୁ ପୁରସ୍କାର ପାଇଁ ଚୟନ କରାଯାଇଥିବାର...
କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

୬ ମାସ ପାଣି ଭିତରେ ଓ ୬ ମାସ ବାହାରେ ରହୁଥିବା ଏକମାତ୍ର...

ଶିମଲା ୦୯/୦୩ : ହିମାଚଳ ପ୍ରଦେଶରେ ଅନେକ ଅଦ୍ଭୁତ ତୀର୍ଥସ୍ଥଳୀ ଅଛି ଯାହା ରହସ୍ୟମୟ। ଏମିତି ଏକ ତୀର୍ଥସ୍ଥାନ କାଙ୍ଗଡାର ମଣ୍ଡ ଅଞ୍ଚଳ ଦେଇ ଯାଉଥିବା ପୋଙ୍ଗ...
ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚେସ୍‌ର ଇତିବୃତ୍ତ

ସାପ-ଶିଡ଼ି ଭଳି ଚେସ୍‌ ବା ସତର˚ଜ ଖେଳର ଉତ୍ପତ୍ତି ମଧୢ ଏଇ ଭାରତରେ। ‘ରାମାୟଣ’ ମହାକାବ୍ୟରେ ଏହି ଖେଳର ଉଲ୍ଲେଖ ରହିଛି। ପତ୍ନୀ ମନ୍ଦୋଦରୀଙ୍କ ମନୋର˚ଜନ ପାଇଁ...
ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜାତୀୟ ସାଇକ୍ଲିଂରେ ସ୍ବସ୍ତିଙ୍କୁ ସ୍ବର୍ଣ୍ଣ

ଭୁବନେଶ୍ବର: ମହାରାଷ୍ଟ୍ରର ନବୀମୁମ୍ବାଇଠାରେ ଚଳିତମାସ ୫ରୁ ୮ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିବା ୨୫ତମ ଜାତୀୟ କନିଷ୍ଠ ରୋଡ୍ ସାଇକ୍ଲିଂ ପ୍ରତିଯୋଗିତାରେ ରାଉରକେଲା ଝିଅ ସ୍ବସ୍ତି ସିଂହ...
ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ରଖିଥିବା ଅଭିଯୁକ୍ତର ଫଟୋ ସିସିଟିଭିରେ କଏଦ୍:...

ମୁମ୍ବାଇ ୦୯/୦୩ : ଉଦ୍ୟୋଗପତି ମୁକେଶ ଅମ୍ବାନୀଙ୍କ ଘର ବାହାରେ ବିସ୍ଫୋରକ ଷଡଯନ୍ତ୍ର ମାମଲାରେ ନୂଆ ଖୁଲାସା ହୋଇଛି। ସୂଚନା ଅନୁଯାୟୀ, ଯିଏ ଗାଡିରେ ବିସ୍ଫୋରକ ରଖି...
ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭଦ୍ରକ ସ୍ୱଂୟ ଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟର ଶିଳାନ୍ୟାସ,୧୫କୋଟି ବ୍ୟୟରେ ନିର୍ମିତ...

ଭଦ୍ରକ ୦୯।୦୩ : ଭଦ୍ରକ ସ୍ୱୟଂ ଶାସିତ ମହାବିଦ୍ୟାଳୟର ବିଭିନ୍ନ ଉନ୍ନତିକରଣ କାର୍ଯ୍ୟ ପାଇଁ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ । ୧୫କୋଟି ବ୍ୟୟ ଅଟକଳରେ ବିଭିନ୍ନ ପ୍ରକଳ୍ପର...
ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ଅନ୍ତର୍ଜାତୀୟ ମହିଳା ଦିବସ: ମଇଦାନରେ ମହକ

ଭୁବନେଶ୍ବର: ତୀବ୍ର ପ୍ରତିଦ୍ବନ୍ଦ୍ବିତାପୂର୍ଣ୍ଣ ଏବଂ ନିରନ୍ତର ଉତ୍ଥାନ ପତନ ଭରା ଜାତୀୟ ତଥା ଅନ୍ତର୍ଜାତୀୟ କ୍ରୀଡ଼ା ଦୃଶ୍ୟପଟ୍ଟରେ ଅନେକ ଓଡ଼ିଆ ମହିଳା ନିଜ ଅଭୁଲା ଓ ଅନନ୍ୟ...
ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

କ୍ରିକେଟ ପରେ ପଶୁପାଳନରେ ମଧ୍ୟ ଆଗରେ ଧୋନୀ, ପାଇଲେ ସର୍ବଶ୍ରେଷ୍ଠ ଗୋପାଳକ ପୁରସ୍କାର

ରାଞ୍ଚୀ,୦୭/୦୩: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ସର୍ବଶ୍ରେଷ୍ଠ ଫିନିସର୍ ଅଟନ୍ତି । ଏବେ ସେ ସର୍ବଶ୍ରେଷ୍ଠ ପଶୁପାଳକ ମଧ୍ୟ ହୋଇଛନ୍ତି ।...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଆମେରିକାରେ ଚିନ୍ତା ବଢ଼ାଇଲା କରୋନା ଭାଇରସର ନୂଆ ରୂପ: ବୈଜ୍ଞାନିକଙ୍କ ଡର, ଭ୍ୟାକସିନ୍...

ଓରେଗାନ ୦୭/୦୩ : କରୋନା ଭାଇରସକୁ ନେଇ ପ୍ରତିଦିନ ନୂଆ ନୂଆ ଚିନ୍ତା ସାମ୍ନାକୁ ଆସୁଛି। ନିକଟରେ ଆମେରିକା ଓରେଗାନରେ ବ୍ରିଟେନରୁ ଚିହ୍ନଟ ହୋଇଥିବା ଭାଇରସର ନୂଆ...
ଦେଶ ବିଦେଶ ରାଜ୍ୟ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଆଜି ଛଟପଟ କରିବ ଖରା, ଅସ୍ତବ୍ୟସ୍ତ କରିବ ଭୟଙ୍କର ଅତି ବାଇଗଣୀ ରଶ୍ମୀ

ଭୁବନେଶ୍ୱର,୦୭/୦୩: ରବିବାର ପ୍ରବଳ ଗରମ ଅନୁଭୂତ ହେବ । ନିର୍ଘାତ ଖରା ଜନଜୀବନକୁ ଅସ୍ତବ୍ୟସ୍ତ କରିପକାଇବ । ଦିନ ୧୨ଟାରୁ ୩ଟା ପର୍ଯ୍ୟନ୍ତ ତାତିର ଜ୍ୱାଳା ଅସହ୍ୟ...