ବିକ୍ରି ହେବ ୩୪ କୋଟିର ଜଳବିଦ୍ୟୁତ୍ ପ୍ରକଳ୍ପ: ଗମ୍ଫାେକାଣ୍ଡାସ୍ଥିତ ପ୍ରକଳ୍ପକୁ ବିକ୍ରି ପାଇଁ...
କାଲିମେଳା: କାଲିମେଳା ବ୍ଲକ୍ ଗମ୍ଫାକୋଣ୍ଡାସ୍ଥିତ ଜଳ ବିଦ୍ୟୁତ୍ ପ୍ରକଳ୍ପ ବିକ୍ରି କରିଦେବାକୁ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି। ରାଜ୍ୟ ବାହାର କଂପାନିକୁ ଯନ୍ତ୍ରାଂଶ ବିକ୍ରି ପାଇଁ...









