ରାଜ୍ୟ ସ୍ପେଶାଲ ରିପୋର୍ଟ

ଧାନଚାଷକୁ ଚାଷୀଙ୍କ ନା: ବର୍ଷା ଅଭାବ, ଜଳସେଚନର ଅସୁବିଧାରୁ ଅଣଧାନ ପ୍ରତି କରୁଛନ୍ତି...

ରାୟଗଡ଼ା: ଜିଲ୍ଲାରେ ଚଳିତ ବର୍ଷ ଧାନ ଚାଷକୁ ପ୍ରାଧାନ୍ୟ ନଦେଇ କପା ଓ ମିଲେଟ ଚାଷକୁ ଅଧିକ ପ୍ରାଧାନ୍ୟ ଦେଉଛି ଚାଷୀ। ବର୍ଷା ଅଭାବ ସହ ଜଳସେଚନର...
ରାଜ୍ୟ ସ୍ପେଶାଲ ରିପୋର୍ଟ

ପଦ୍ମବେଶ ହେବେ ଠାକୁରେ: ସୋଲରେ ବେଶ ପ୍ରସ୍ତୁତ କରୁଛନ୍ତି ୫ ଶିଳ୍ପୀ

ପୁରୀ: ପଦ୍ମ ବେଶରେ ଦର୍ଶନ ଦେବେ ଭାବ ବିନୋଦିଆ। ପଦ୍ମରେ ଝଟକିବ ଶ୍ରୀମୁଖ। ରତ୍ନ ସିଂହାସନରେ ଆସନ୍ତା ୧୦ ତାରିଖରେ ଅନୁଷ୍ଠିତ ହେବ ଶ୍ରୀଜିଉଙ୍କ ପଦ୍ମମୁଖ ବେଶ।...
ରାଜ୍ୟ ସ୍ପେଶାଲ ରିପୋର୍ଟ

ନିର୍ବାଚନ ଲଢିବେନି ସୁନୀତା ବିଶ୍ବାଳ

ଭୁବନେଶ୍ବର: ଆଉ ନିର୍ବାଚନ ଲଢିବେ ନାହିଁ ପୂର୍ବତନ ମୁଖ୍ୟମନ୍ତ୍ରୀ ହେମାନନ୍ଦ ବିଶ୍ବାଳଙ୍କ ଝିଅ ସୁନୀତା ବିଶ୍ବାଳ। ୨୦୧୯ ମସିହା ନିର୍ବାଚନରେ ସେ ସୁନ୍ଦରଗଡ ଲୋକସଭା ଆସନରୁ ବିଜେଡିରୁ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ବିଜେପିକୁ ବାହୁଡ଼ିଲେ ରବୀନ୍ଦ୍ର ପଟ୍ଟଯୋଷୀ: ଧର୍ମଗଡ଼ ରାଜନୀତି କଡ଼ ଲେଉଟାଇଲା‌

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା କଂଗ୍ରେସ ଉପସଭାପତି ରବୀନ୍ଦ୍ର ପଟ୍ଟଯୋଷୀ ହାତ ଛାଡ଼ି ପୁଣି ବିଜେପିକୁ ବାହୁଡିବା ପରେ ଧର୍ମଗଡ଼ ନିର୍ବାଚନମଣ୍ଡଳୀରେ ରାଜନୀତି ଜୋର୍‌ ଧରିବାରେ ଲାଗିଛି। ଶ୍ରୀ...
ରାଜ୍ୟ ସ୍ପେଶାଲ ରିପୋର୍ଟ

୧୬ ଉପ-ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପିତ: ମାଗଣା ଡାଏଲିସିସ୍‌ ପାଇଁ ବର୍ଷକୁ...

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ଜରିଆରେ ୧୬ଟି ଉପ-ଜିଲ୍ଲାସ୍ତରୀୟ ଡାକ୍ତରଖାନାରେ ଡାଏଲିସିସ୍ କେନ୍ଦ୍ର ଲୋକାର୍ପଣ କରିଛନ୍ତି। ରାଜ୍ୟରେ ୫-ଟି ଉପକ୍ରମରେ ଉପ-ଜିଲ୍ଲାସ୍ତରରେ ସମୁଦାୟ ୩୨ଟି...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଦିନକ ପରେ ଇତିହାସ

ଓଡିଆ ଭାଷା ଓ ଭାଷା ବିଜ୍ଞାନରେ ଅନନ୍ୟ ଅବଦାନ ପାଇଁ ଡକ୍ଟର ଦେବୀପ୍ରସନ୍ନ ପଟ୍ଟନାୟକଙ୍କୁ ଜୀବନବ୍ୟାପୀ ସାଧନା ପୁରସ୍କାରରେ ସମ୍ବର୍ଦ୍ଧିତ କରାଯିବ।ଏତଦ୍‌ବ୍ୟତୀତ ଜ୍ଞାନପୀଠ ପୁରସ୍କାର ବିଜେତା, ପଦ୍ମପୁରସ୍କାର...
ରାଜ୍ୟ ସ୍ପେଶାଲ ରିପୋର୍ଟ

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ ପ୍ରସ୍ତୁତି ବୈଠକ: ଡ୍ରୋନ୍ ଉଡ଼ିବା ଉପରେ କଟକଣା

ଭୁବନେଶ୍ବର: ଆସନ୍ତା ୩ତାରିଖରେ (ଶନିବାର) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିନିକିଆ ସମ୍ବଲପୁର ଗସ୍ତରେ ଆସିବେ। ପ୍ରଧାନମନ୍ତ୍ରୀ ୩ତାରିଖ ପୂର୍ବାହ୍ନରେ ନୂଆଦିଲ୍ଲୀ ବିମାନବନ୍ଦରରୁ ବାୟୁ ‌େସନା ବିମାନରେ ଆସି...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଲୋକଙ୍କୁ ମୌଳିକ ସୁବିଧା ଦେବାରେ ରାଜ୍ୟ ସରକାର ବିଫଳ; ୨ ଲୋକସଭା, ୧୨...

ଚନ୍ଦ୍ରପୁର: କୋରାପୁଟ ସାଂସଦ ସପ୍ତଗିରି ଉଲାକା ସମ୍ବାଦକୁ ସାକ୍ଷାତ ଦେଇ ଚଳିତ ନିର୍ବାଚନରେ କିପରି କଂଗ୍ରେସ ବିଜୟୀ ହେବ ସେନେଇ ତାଂକର ପୂର୍ବ ପ୍ରସ୍ତୁତିକୁ ବଖାଣିଥିଲେ। ଗତ...
ରାଜ୍ୟ ସ୍ପେଶାଲ ରିପୋର୍ଟ

୧୪ ନୁହେଁ, ୬ରେ ଓଡ଼ିଶା ଆସିବେ ରାହୁଲ: ରାଉରକେଲା, ସୁନ୍ଦରଗଡ଼ ଓ ଝାରସୁଗୁଡ଼ା...

ଭୁବନେଶ୍ବର: ଆସନ୍ତାମାସ ୬ ତାରିଖ ସଂଧ୍ୟାରେ ଓଡ଼ିଶାରେ ପହଞ୍ଚିବ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା। ପୂର୍ବରୁ ଏଥିପାଇଁ ୧୪ ତାରିଖ ଧାର୍ଯ୍ୟ ହୋଇଥିଲା। ଏବେ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହୋଇପାରେ

ଭୁବନେଶ୍ବର: ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ଉତ୍ତର ଅଭ୍ୟନ୍ତରୀଣ ଓ ଉତ୍ତର ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଶୁକ୍ରବାର ସକାଳ ସୁଦ୍ଧା ସୁନ୍ଦରଗଡ଼,...