ବେଜିଂରେ ସଂକ୍ରମଣ ଅଣାୟତ୍ତ: ହସ୍ପିଟାଲ୍ରେ ବେଡ୍ ନାହିଁ, ଷ୍ଟ୍ରେଚରରେ ରୋଗୀଙ୍କୁ ଚିକିତ୍ସା
ନୂଆଦିଲ୍ଲୀ: ଚୀନ୍ରେ କରୋନା ସଂକ୍ରମଣ ଅତି ସାଂଘାତିକ ଭାବେ ବଢ଼ିଚାଲିଛି। ବେଜିଂ ସ୍ଥିତି ଅତି ଜଟିଳ ରହିଛି। ବେଜିଂରେ ହସ୍ପିଟାଲ୍ଗୁଡ଼ିକରେ ଆଉ ବେଡ୍ ମିଳୁନି। ଲୋକମାନେ ହସ୍ପିଟାଲ୍...









