ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦାବିଦାର ନଥିବା ଜମାରାଶି ପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ ହେବ

ନୂଆଦିଲ୍ଲୀ : ବ୍ୟାଙ୍କରେ ଯେଉଁ ଦାବିଦାର ନଥିବା ଜମାରାଶି ପଡ଼ିରହିଛି ସେଥିପାଇଁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରିବା ନିମନ୍ତେ ଉଚ୍ଚ କ୍ଷମତା ସମ୍ପନ୍ନ ଆର୍ଥିକ ସ୍ଥିରତା ଓ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଈଶନିନ୍ଦା ପାଇଁ ଇରାନରେ ୨ ଜଣଙ୍କୁ ମୃତ୍ୟୁଦଣ୍ଡ, ମାନବାଧିକାର ଗୋଷ୍ଠୀଙ୍କ ନିନ୍ଦା

ତେହେରାନ : ସୋମବାର ଇରାନରେ ଦୁଇଜଣଙ୍କୁ ବିରଳ ଈଶନିନ୍ଦା (ବ୍ଲାସଫେମି) ଅଭିଯୋଗରେ ଦୋଷୀ ସାବ୍ୟସ୍ତ କରି ମୃତ୍ୟୁଦଣ୍ଡ ଦିଆଯାଇଛି। ମୃତ୍ୟୁଦଣ୍ଡ ପାଇଁ ଇରାନ ବିଶ୍ବରେ କୁଖ୍ୟାତ। ଏକ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

୫୦ ଟଙ୍କାରୁ କମ୍ ଦାମ୍‌ର ସେଓ ଆମଦାନି ନିଷିଦ୍ଧ

ନୂଆଦିଲ୍ଲୀ : ଇରାନରୁ କମ୍ ଦାମ୍‌ରେ ବିପୁଳ ପରିମାଣର ସେଓ ଆମଦାନି ହେଉଥିବାରୁ ତାହା କାଶ୍ମୀର ସେଓ ଦାମ୍‌କୁ ପ୍ରଭାବିତ କରୁଛି। ଏହାକୁ ନଜରରେ ରଖି କେଜି...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହଜ୍‌ କୋଟା ଫେରାଇଲା ପାକିସ୍ତାନ, ୭୫ ବର୍ଷରେ ପ୍ରଥମ ଘଟଣା

ଇସଲାମାବାଦ : ଘୋର ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ପାକିସ୍ତାନ ଚଳିତ ବର୍ଷ ସାଉଦି ଆରବକୁ ହଜ କୋଟା ଫେରାଇଛି। ଗତ ୭୫ ବର୍ଷ ମଧ୍ୟରେ...
ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ତାମିଲନାଡୁ ଦ୍ବାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରମିକଙ୍କ ଝିଅର ସଫଳତା, ୬୦୦ରୁ ୬୦୦ ନମ୍ବର...

ନୂଆଦିଲ୍ଲୀ : ସୋମବାର ଦିନ ତାମିଲନାଡୁ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକ‌ାଶ ପାଇଛି। ଏସ୍‌ ନନ୍ଦିନୀ ନାମକ ଜଣେ ଛାତ୍ରୀ ପୂରା ୬୦୦ରୁ ୬୦୦ ନମ୍ବର...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆତଙ୍କବାଦ ଷଡ଼ଯନ୍ତ୍ର ମାମଲାରେ ଜମ୍ମୁ-କଶ୍ମୀରର ବିଭିନ୍ନ ସ୍ଥାନରେ ଏନ୍‌ଆଇଏ ପକ୍ଷରୁ ଚଢ଼ାଉ

ନୂଆଦିଲ୍ଳୀ: ଜାମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ପକ୍ଷରୁ ଚଢ଼ାଉ ହୋଇଛି। କିଛି ଅ‌ାତଙ୍କବାଦୀ ଗୋଷ୍ଠୀ ସେମାନଙ୍କ ପାକିସ୍ତାନୀ କମାଣ୍ଡର୍‌ଙ୍କ ନିର୍ଦ୍ଦେଶରେ ଦେଶରେ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଓଲିଉଡ୍‌ରେ କାଷ୍ଟିଂ କାଉଚ୍‌! ଅଭିନୟ ପାଇଁ ରାତି ବିତାଇବା ସର୍ତ୍ତ

ଭୁବନେଶ୍ବର: ଓଲିଉଡ୍‌ରେ ପୁଣି କାଷ୍ଟିଂକାଉଚ୍‌। ଜଣେ ସିନେ-ନିର୍ଦ୍ଦେଶକଙ୍କ ବିରୋଧରେ ଏଭଳି ସାଂଘାତିକ ଅଭିଯୋଗ ଏବେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ ହଇଚଇ ସୃଷ୍ଟି କରିଛି। ଗଣମାଧ୍ୟମରେ ଖୁଲମ୍‌ଖୁଲା ଅଭିଯୋଗ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ପଶ୍ଚିମରେ ତାତି, ଉପକୂଳରେ ଗୁଳୁଗୁଳି

ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟରେ ପୁଣି ବଢ଼ିଛି ଗ୍ରୀଷ୍ମ ପ୍ରକୋପ। ସୋମବାର ଦିନ ପ୍ରଚଣ୍ଡ ଖରା ଓ ଗରମ ଗୁଳୁଗୁଳିରେ ସନ୍ତୁଳି ହୋଇଥିଲା...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୈନିକ ଆହାର ଖାଉଛନ୍ତି ୧ ଲକ୍ଷ, ତାହା ବି ନିଅଣ୍ଟ

ଭୁବନେଶ୍ବର : ରାଜ୍ୟରେ ପ୍ରତିଦିନ ୧ ଲକ୍ଷ ଲୋକ ୫ ଟଙ୍କାର ‘ଆହାର’ ଖାଦ୍ୟ ଖାଉଛନ୍ତି। କିନ୍ତୁ ତାହା ବି ନିଅଣ୍ଟ ପଡ଼ୁଛି। ବଢୁଥିବା ଆବଶ୍ୟକତାକୁ ଦୃଷ୍ଟିରେ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍କଳ ବିଶ୍ବବିଦ୍ୟାଳୟ ସେଲ୍ଫ ଫାଇନାନ୍ସିଂ ନାମଲେଖା, ସାମ୍‌ସରୁ ଓହରିଲେ କର୍ତ୍ତୃପକ୍ଷ

ଭୁବନେଶ୍ବର: ୨୦୨୩-୨୪ ଶିକ୍ଷାବର୍ଷରେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକର ପିଜି (ସ୍ନାତକୋତ୍ତର) ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ପିଜି ପ୍ରବେଶିକା ପରୀକ୍ଷା (ସିପିଇଟି) ଅନୁଷ୍ଠିତ ହେବ। ଏନେଇ ଆବେଦନ...