ଅଘୋଷିତ ବିଦ୍ୟୁତ୍କାଟ ପ୍ରତିବାଦ: ମନ୍ତ୍ରୀଙ୍କ ଘର ଆଗରେ ଲଣ୍ଠଣ ଟାଙ୍ଗିଲେ
ଭୁବନେଶ୍ବର/ବାଙ୍କୀ : ଅଘୋଷିତ ବିଦ୍ୟୁତକାଟ୍ ପ୍ରତିବାଦରେ ବାଙ୍କୀରୁ ଭୁବନେଶ୍ୱରକୁ ଲଣ୍ଠନ ଧରି ସାଇକେଲ୍ରେ ଶୋଭାଯାତ୍ରାରେ ଆସିଥିବା ଯୁବକମାନେ ସୋମବାର ଅପରାହ୍ନରେ ଶକ୍ତିମନ୍ତ୍ରୀ ପ୍ରତାପ କେଶରୀ ଦେବଙ୍କ ସରକାରୀ...









