ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜଳବାୟୁ ସଚେତନତା ପାଇଁ ବୃଦ୍ଧଙ୍କ ୪,୨୫୦ କିମି ପଦଯାତ୍ରା

ଲଣ୍ଡନ : ଜଳବାୟୁ ପରିବର୍ତ୍ତନକୁ ରୋକିବା ନିମନ୍ତେ କାର୍ବନ-କ୍ୟାପ୍ଚର ଉପରେ ଜନସଚେତନତା ସୃଷ୍ଟି ପାଇଁ ଲଣ୍ଡନର ଜନୈକ ୬୦ ବର୍ଷୀୟ ବୃଦ୍ଧ ଲଣ୍ଡନରୁ ଇସ୍ତାନବୁଲ ପର୍ଯ୍ୟନ୍ତ ୪,୨୫୦...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଟ୍ରାକ୍‌ରେ ପୁଣି ଦୌଡ଼ିଲା କରମଣ୍ଡଳ

ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ୪ ଦିନ ପରେ ଆଜି ଟ୍ରାକ୍‌ରେ ଗଡ଼ିଛି କରମଣ୍ଡଳ ସୁପରଫାଷ୍ଟ ଏକ୍ସପ୍ରେସ୍‌। ମଙ୍ଗଳବାର ମଧ୍ୟାହ୍ନ ୧୨ଟା ୫ରେ ବାହାନଗା ଦେଇ କୋଲକାତା...
ରାଜ୍ୟ ସ୍ପେଶାଲ ରିପୋର୍ଟ

ବାଲେଶ୍ବର ରୁଟ୍‌ରେ ସ୍ବାଭାବିକ ହେଲା ରେଳ ଚଳାଚଳ, ‘ଜୟ ଜଗନ୍ନାଥ’ ଧ୍ବନି ସହ...

ବାଲେଶ୍ବର : ସୋମବାର ସକାଳ ପ୍ରାୟ ୯ଟା ୨୦ ମିନିଟ୍‌। କରମଣ୍ଡଳ ଦୁର୍ଘଟଣା ଯୋଗୁଁ ଧ୍ବସ୍ତବିଧ୍ବସ୍ତ ବାହାନଗା ଷ୍ଟେସନ ୟାର୍ଡ‌ରେ ପ୍ରବେଶ କଲା ହାୱଡ଼ା-ପୁରୀ ବନ୍ଦେ ଭାରତ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଆରମ୍ଭରୁ ଧୋକା ଦେଲା ମୌସୁମୀ, କେରଳ କେବେ ଛୁଇଁବ କହିପାରୁନାହାନ୍ତି

ଭୁବନେଶ୍ବର : ଏଥର ଦକ୍ଷିଣ-ପଶ୍ଚିମ ମୌସୁମୀ ବିଳମ୍ବରେ କେରଳ ଛୁଇଁବ। ଏଥିସହ ଜୁନ୍‌ରେ ମୌସୁମୀର ଦୁର୍ବଳ ପ୍ରଦର୍ଶନ ଜାରି ରହିବ। ଜୁନ୍‌ରେ ସାରା ଦେଶ ତଥା ଓଡ଼ିଶାରେ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଅଭିନେତା ଗୁଫି ପେଣ୍ଟଲଙ୍କ ପରଲୋକ: ମହାଭାରତରେ ଶକୁନି ମାମା ଭୂମିକାରେ ଅଭିନୟ କରିଥିଲେ

ମୁମ୍ବାଇ: ବିଶିଷ୍ଟ ଅଭିନେତା ଗୁଫି ପେଣ୍ଟଲଙ୍କର ଆଜି ମୁମ୍ବାଇଠାରେ ପରଲୋକ ହୋଇଯାଇଛି। ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ବି. ଆର୍‌. ଚୋପ୍ରାଙ୍କ ପ୍ରସିଦ୍ଧ ଟିଭି ଧାରାବାହିକ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଆଣ୍ଟିଲିଆ ବୋମା ଆତଙ୍କ ମାମଲା: ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା ପାଇଁ ପ୍ରଦୀପ ଶର୍ମାଙ୍କୁ...

ମୁମ୍ବାଇ : ଅସୁସ୍ଥ ସ୍ତ୍ରୀଙ୍କୁ ଭେଟିବା ପାଇଁ ଆଣ୍ଟିଲିଆ ବୋମା ଆତଙ୍କ ଓ ମନସୁଖ ହିରନ ହତ୍ୟା ମାମଲାରେ ଗିରଫ ହୋଇଥିବା ମୁମ୍ବାଇର ପୂର୍ବତନ ପୁଲିସ ଅଧିକାରୀ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାହୁଲଙ୍କୁ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀଙ୍କ ‘ଗୋ ବ୍ୟାକ୍‌’ ସ୍ଲୋଗାନ

ନୂଆଦିଲ୍ଲୀ : ୬ ଦିନିଆ ଆମେରିକା ଗସ୍ତରେ ଥିବା କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ନ୍ୟୁୟର୍କ ଗସ୍ତ ସମୟରେ ତାଙ୍କୁ ଦର୍ଶକଙ୍କ ଗହଣରୁ ମିଶ୍ରିତ ପ୍ରତିକ୍ରିୟା ମିଳିଥିଲା।...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କବଚ ପାଇଁ ମଞ୍ଜୁର ଅର୍ଥରୁ ଟଙ୍କାଟିଏ ବି ଖର୍ଚ୍ଚ ହୋଇନି

ନୂଆଦିଲ୍ଲୀ: ବାଲେଶ୍ବରର ବାହାନଗାରେ ସଂଘଟିତ ଭୟଙ୍କର ଟ୍ରେନ୍ ଦୁର୍ଘଟଣା ପରିପ୍ରେକ୍ଷୀରେ ଦୁର୍ଘଟଣା-ନିରୋଧୀ କବଚ ବ୍ୟବସ୍ଥା କାର୍ଯ୍ୟକାରୀ କରାଯାଇ ନ ଥିବା ନେଇ ପ୍ରଶ୍ନ ଉଠିଛି। ବର୍ତ୍ତମାନ ମିଳିଥିବା...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଗାନ୍ଧୀ, ନେହରୁ ଏନ୍‌ଆର୍‌ଆଇ ଥିଲେ: ରାହୁଲ

ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି କହିଛନ୍ତି ଯେ, ଆଧୁନିକ ଭାରତର ରୂପକାରମାନେ ସମସ୍ତେ ପ୍ରବାସୀ ଭାରତୀୟ (ଏନ୍‌ଆର୍‌ଆଇ) ଥିଲେ ଏବଂ ବହିର୍ଜଗତ ପ୍ରତି ସେମାନେ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ବିଚାର ବିଭାଗୀୟ ଅଧିକାରୀଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ରଦ୍ଦ

ନୂଆଦିଲ୍ଲୀ : ଓଡ଼ିଶାର ଜଣେ ଅବସରପ୍ରାପ୍ତ ବିଚାର ବିଭାଗୀୟ ଅଧିକାରୀଙ୍କ ବିରୋଧରେ ଦାଏର ଚାର୍ଜସିଟକୁ ସୁପ୍ରିମକୋର୍ଟ ରଦ୍ଦ କରିଦେଇଛନ୍ତି। ଏହି ମାମଲାର ବିଚାର କରି ସୁପ୍ରିମକୋର୍ଟ ବିଚାରପତି...