ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ମୋଦୀଙ୍କ ସାକ୍ଷାତକାର: ବିଶ୍ବ ଫୋରମ୍ରେ ଭାରତକୁ ଯୋଗ୍ୟ ସ୍ଥାନ...
ନୂଆଦିଲ୍ଲୀ: ଆମେରିକାକୁ ରାଷ୍ଟ୍ରୀୟ ଗସ୍ତରେ ଯିବା ପୂର୍ବରୁ ୱାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲକୁ ସାକ୍ଷାତ୍କାର ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି, ବିଶ୍ବରେ ଭାରତ ତା’ର ଉପଯୁକ୍ତ ସ୍ଥାନ...









