ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହାଜତରେ ୨ ମହିଳାଙ୍କୁ ଯୌନ ନିର୍ଯାତନା: ୬ ଆନ୍ଧ୍ର ପୁଲିସଙ୍କ ବିରୋଧରେ ମାମଲା...

ହାଇଦ୍ରାବାଦ  : ହାଜତରେ ୨ ଜଣ ମହିଳାଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ଆନ୍ଧ୍ରପ୍ର‌ଦେଶରେ ଜଣେ ଏସ୍‌ଆଇଙ୍କ ସମେତ ୬ ଜଣଙ୍କ ବିରୋଧରେ ମାମଲା ରୁଜୁ ହୋଇଛି।...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅବଧି ୨୦୨୬ ପର୍ଯ୍ୟନ୍ତ ବୃଦ୍ଧି

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲର କାର୍ଯ୍ୟକାଳକୁ ଆଜି କେନ୍ଦ୍ର ସରକାର ଏପ୍ରିଲ ୧୩, ୨୦୨୬...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପତଞ୍ଜଳି ଯୋଗପୀଠରେ ଯୋଗ ଦିବସ: ୨୦ ହଜାର ଯୋଗ ସାଧକଙ୍କ ଅଂଶଗ୍ରହଣ

ହରିଦ୍ବାର : ପତଞ୍ଜଳି ଯୋଗପୀଠ-୨ର ୱେଲ୍‌ନେସ୍ କେନ୍ଦ୍ରର ପଡ଼ିଆରେ ନବମ ଆନ୍ତର୍ଜାତିକ ଯୋଗ ଦିବସ ପାଳନ କରାଯାଇଛି। ବାବା ରାମଦେବ ଓ ଆଚାର୍ଯ୍ୟ ବାଲକୃଷ୍ଣଙ୍କ ସହ ୨୦...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଯୁଦ୍ଧ-ପ୍ରଭାବିତ ଭାରତୀୟ ଛାତ୍ରଙ୍କର ଦ୍ବିତୀୟ ଇନିଂସ: ୧୦ ପ୍ରତିଶତ ଛାତ୍ର ୟୁକ୍ରେନ୍ ଫେରିଛନ୍ତି

ନୂଆଦିଲ୍ଲୀ : ୨୦୨୨ ଫେବ୍ରୁଆରିରେ ରୁଷ୍ ଆକ୍ରମଣ କରିବା ପୂର୍ବରୁ ୟୁକ୍ରେନ୍‌ରେ ପଢ଼ୁଥିବା ୨୩,୫୧୫ ଛାତ୍ରଙ୍କ ମଧ୍ୟରୁ ପ୍ରାୟ ଅଧାଅଧି ରୁଷ୍, ଜର୍ଜିଆ, ଉଜବେକିସ୍ତାନ, କାଜାଖସ୍ତାନ ଓ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ହ୍ବାଇଟ୍‌ ହାଉସ୍‌ ଷ୍ଟେଟ୍‌ ଡିନର୍‌ରେ କ’ଣ ଖାଇବେ ନିରାମିଷାଶୀ ପ୍ରଧାନମନ୍ତ୍ରୀ ମୋଦୀ

ୱାସିଂଟନ୍‌: ସମ୍ମାନଜନକ ‘ଷ୍ଟେଟ୍‌ ଭିଜିଟ୍‌’ରେ ହ୍ବାଇଟ୍‌ ହାଉସ୍‌କୁ ଆମନ୍ତ୍ରିତ ହୋଇଥିବା ପ୍ରଧାନମନ୍ତ୍ରୀ ମ‌ୋଦୀ ଓ ଅନ୍ୟାନ୍ୟ ଅତିଥିଙ୍କୁ ଆଜି ହ୍ବାଇଟ୍‌ ହାଉସ୍‌ର ସାଉଥ୍‌ ଲନ୍‌ରେ ‘ଷ୍ଟେଟ୍‌ ଡିନର୍‌’ରେ...
ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ- ଭୁବନେଶ୍ୱରରେ ପ୍ରାକ୍ ମୌସୁମୀ ବର୍ଷା: ଟୁଇନସିଟିବାସୀ ଆଶ୍ୱସ୍ତ

ଭୁବନେଶ୍ବର: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରୁ ଟୁଇନସିଟିବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ସକାଳେ କଟକ ଓ ଭୁବନେଶ୍ବରରେ ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ହେତୁ ଛଟପଟ ହେଉଥିଲେ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଲିଙ୍ଗ ପରିବର୍ତ୍ତନ କରିବେ ବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ

କୋଲ୍‌କାତା: ଲିଙ୍ଗ ପରିବର୍ତ୍ତନ ଅସ୍ତ୍ରୋପଚାର କରାଇ ପଶ୍ଚିମବଙ୍ଗର ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟଙ୍କ ଝିଅ ‘ସୁଚେତନା’ରୁ ‘ସୁଚେତନ’ ହେବାକୁ ନିଷ୍ପତ୍ତି ନେଇଥିବା କଥା ‘ଇଣ୍ଡିଆ ଟୁଡେ’ ରିପୋର୍ଟ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରେସ୍ତୋରାଁରେ ‘ଏଲ୍‌ପିଜି’ ଗ୍ୟାସ୍‌ ଲିକ୍‌ ଯୋଗୁଁ ବିସ୍ଫୋରଣ: ୩୧ ମୃତ

ବେଜିଙ୍ଗ୍: ବୁଧବାର ରାତିରେ ଉତ୍ତରପଶ୍ଚିମ ଚୀନ୍‌ର ନିଙ୍ଗ୍‌ସିଆ ଅଞ୍ଚଳରେ ଥିବା ୟିନ୍‌ଚୁଆନ୍‌ ନଗରୀର ଗୋଟାଏ ରେସ୍ତୋରାଁରେ ବିସ୍ଫୋରଣ ଘଟିବାରୁ ଅନ୍ୟୂନ ୩୧ଜଣ ଲୋକ ମରିଯାଇଥିବା କଥା ଆଜି...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଲେ ବାଇଡେନ୍‌ ଦମ୍ପତି; ‘ଫାଷ୍ଟ୍‌ ଲେଡି’ ଜିଲ୍‌ଙ୍କୁ...

ୱାସିଂଟନ୍‌: ବୁଧବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ୍‌ ଓ ‘ଫାଷ୍ଟ୍‌ ଲେଡି’ ଜିଲ୍‌ ବାଇଡେନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହ୍ବାଇଟ୍‌ ହାଉସ୍‌କୁ ପାଛୋଟି ନେଇଛନ୍ତି।...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁଷ୍କର୍ମ ଅଭିଯୋଗ ଆସିବାପରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଲା ମାଓ ସଙ୍ଗଠନ

ମାଲକାନଗିରି: ଦୁଷ୍କର୍ମ ଅଭିଯୋଗ ଆସିବାପରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଲା ମାଓ ସଙ୍ଗଠନ। ମାଓ ନେତା ମାନୁ ଦୁଗାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଛତିଶଗଡ଼ କାଙ୍କେର...