ରାଜ୍ୟ

୨୪ରେ ଓଡ଼ିଶାରେ ପରିବର୍ତ୍ତନ ହେବ: ବିଶ୍ବେଶ୍ବର ଟୁଡୁ

ଭଦ୍ରକ: ଭଦ୍ରକରେ ବୁଧବାର ବିଜେପିର ବିଶାଳ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି। ନିଜର ହଜାର ହଜାର ସମର୍ଥକଙ୍କ ଗହଣରେ ଏକ ବିଶାଳ ଶୋଭାଯାତ୍ରାରେ ଆସି  ସହୀଦ୍ ଭଗତ୍...
ରାଜ୍ୟ

୧୯ ଯାଏ ହାଲୁକା ବର୍ଷା

ଭୁବନେଶ୍ବର: ଜାନୁଆରି ୧୭ରୁ ୧୯ ତାରିଖ ମଧ୍ୟରେ ଉପକୂଳ, ଉତ୍ତର ଓ ଦକ୍ଷିଣ ଓଡ଼ିଶାର କେତେକ ସ୍ଥାନରେ ହାଲୁକା ବର୍ଷା ହୋଇପାରେ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ...
ରାଜ୍ୟ

ବେଲୁ ରାସ୍ତାରେ ମଦ ମାଫିଆ: ଢେଙ୍କାନାଳ ଆମ୍ବପଳାସ ପାଲଟିଛି କାରବାରର ପେଣ୍ଠ

କଟକ: ଦେଶୀ ମଦର ଚୋରା କାରବାର ଏବେ ଚିନ୍ତା ବଢାଇଲାଣି। ଯେଉଁ ଢଙ୍ଗରେ ନବେ ଦଶକରେ ସୁରେନ୍ଦ୍ରନାଥ ଦାସ ଓରଫ ବେଲୁ ଦେଶୀ ମଦର ଚୋରା କାରବାର...
ରାଜ୍ୟ

ସଙ୍କଟରେ ପକ୍ଷୀ ବଂଶ: ଦେଶର ୧୭୮, ଓଡ଼ିଶା‌ର ୧୯ ପ୍ରଜାତି ପ୍ରତି ବିପଦ

ଭୁବନେଶ୍ବର: ଜଳବାୟୁ ପରିବର୍ତ୍ତନ ହେଉ ଅଥବା ସହରୀକରଣର ପ୍ରଭାବ। ପକ୍ଷୀଙ୍କ ପାଇଁ ବିପଦ ବଢ଼ି ବଢ଼ି ଚାଲିଛି। ଦିନେ ସକାଳ ହେବା କ୍ଷଣି ପକ୍ଷୀଙ୍କ କଳରବରେ ଉଛୁଳି...
ରାଜ୍ୟ

ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ: ଆଜି ଲୋକାର୍ପଣ

ପୁରୀ: ଆସନ୍ତାକାଲିର ସୂର୍ଯ୍ୟୋଦୟ ସହ ଶ୍ରୀକ୍ଷେତ୍ର ଇତିହାସରେ ଯୋଡ଼ି ହୋଇଯିବ ଆଉ ଏକ ସ୍ବର୍ଣ୍ଣିମ ଅଧ୍ୟାୟ।। ସମୟ ସାକ୍ଷୀ ହେବାକୁ ଯାଉଛି ଶ୍ରୀମନ୍ଦିର ଚୌହଦୀ ସୌନ୍ଦର୍ଯ୍ୟୀକରଣର ଅନନ୍ୟ...
ରାଜ୍ୟ

ରମେଶ ସାଏଙ୍କ ଉପରେ କାର୍ଯ୍ୟାନୁ‌ଷ୍ଠାନ ଖଣ୍ଡା!

ଅନୁଗୁଳ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସହ ସଭାରେ ବସିଲେ। ଅଥଚ ରାଜ୍ୟ ସରକାରଙ୍କ ଦୁଇ କ୍ୟାବିନେଟ୍‌ ମନ୍ତ୍ରୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ ବି କଲେନି। ଏହାକୁ ନେଇ...
ରାଜ୍ୟ

ମକାପୁଟରୁ ହଟିବ ମୁଖ୍ୟଡମ୍ପିଂ ୟାର୍ଡ: ସରିଲା ଡ୍ରୋନ ସର୍ଭେ

ଜୟପୁର: ସହରର ୨୮ଟି ୱାର୍ଡରୁ ସଂଗ୍ରୃହିତ ହେଉଥିବା ସୁଖିଲା ଓକଂଚା ମଇଳା, ଆବର୍ଜନା ଆଦିକୁ ମକାପୁଟ ମୁଖ୍ୟଡମ୍ପିଂୟାର୍ଡ,ଗୋଡିଆଧୋବା ସାହି, କୁମ୍ଭାରସାହି ନିକଟରେ ଥିବା ଡମ୍ପିଂୟାର୍ଡରେ  ପକାଯାଉଛି। ନ୍ୟାସନାଲ...
ରାଜ୍ୟ

ବସନ୍ତ କୁମାରୀ ପଟ୍ଟନାୟକଙ୍କ ଜନ୍ମଶତବାର୍ଷିକୀ ଆଲୋଚନାଚକ୍ର

କଟକ: କେନ୍ଦ୍ର ସାହିତ୍ୟ ଅକାଦେମି ଓ ଉତ୍କଳ ସାହିତ୍ୟ ସମାଜର ମିଳିତ ଆନୁକୂଲ୍ୟରେ ବସନ୍ତ କୁମାରୀ ପଟ୍ଟନାୟକଙ୍କ ଜନ୍ମ ଶତବାର୍ଷିକୀ ଆଲୋଚନାଚକ୍ର ଶତାବ୍ଦୀ ଭବନଠାରେ ଅନୁଷ୍ଠିତ ହୋଇଛି।...
ରାଜ୍ୟ

ମୟୂରଭଞ୍ଜରେ ପାରଦ ତଳମୁହାଁ: ଘନକୁହୁଡ଼ି ଓ ଶୀତରେ ଜନଜୀବନ ଅସ୍ତବ୍ୟସ୍ତ

ବାରିପଦା: ବଣପାହାଡ଼ ଘେରା ମୟୂରଭଞ୍ଜ ଜିଲ୍ଲାରେ ସପ୍ତାହେ ହେଲା ଅସହ୍ୟ ଶୀତ ଲହରି ଲାଗି ରହିଛି। ଦିନତମାମ କୋହଲା ପାଗ ସାଙ୍ଗକୁ ରାତିରେ ହାଡ଼ଭଙ୍ଗା ଜାଡ଼ ଜନଜୀବନକୁ...
ରାଜ୍ୟ

ଏକଲବ୍ୟ ଆଦର୍ଶ ବିଦ୍ୟାଳୟ: ସୁନ୍ଦରଗଡ଼ରେ ୧୬ରୁ ୪ଟି କାର୍ଯ୍ୟକ୍ଷମ, ଜାଗା ବିବାଦରୁ ବିଳମ୍ବ

ରାଉରକେଲା: କେନ୍ଦ୍ର ଆଦିବାସୀ ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶାକୁ ୬୩ଟି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ପାଇଁ ଅର୍ଥ ମଞ୍ଜୁର ହୋଇଛି। ଏଥିମଧ୍ୟରୁ ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ରହିଛି...