ଆଜିଠୁ ଓଡବ୍ଲ୍ୟୁଏଲ୍ ରୋମାଞ୍ଚ: ମହିଳା ଫୁଟ୍ବଲ୍ ମେଳାରେ ୬ ଦଳ, ୨୮ ଦିନିଆ...
ଭୁବନେଶ୍ବର: କରୋନା କଟକଣା ପାଇଁ ଓଡ଼ିଶା କ୍ରୀଡ଼ାର ପ୍ରମୁଖ ପେଣ୍ଠସ୍ଥଳୀ ‘କଳିଙ୍ଗ ଷ୍ଟାଡିୟମ୍’ ଏକପ୍ରକାର ଖାଖାଁ ହୋଇଯାଇଥିଲା। ଜାତୀୟ, ଅନ୍ତର୍ଜାତୀୟ ପ୍ରତିଯୋଗିତାର ନିୟମିତ ଆୟୋଜନ ପାଇଁ ସଦାସର୍ବଦା...