ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ସାରଙ୍ଗଡ ଗ୍ରାମରେ ପାରଦ ୩.୮ଡିଗ୍ରୀ , ତୁଷାର ପାତ ଦେଖିବାକୁ ମିଳୁଛି ।

ସାରଙ୍ଗଡ ଗ୍ରାମରେ ପାରଦ ୩.୮ଡିଗ୍ରୀ , ତୁଷାର ପାତ ଦେଖିବାକୁ ମିଳୁଛି । କନ୍ଧମାଳ- ଓଡ଼ିଶାର କାଶ୍ମୀର କହୁଥିବା କନ୍ଧମାଳ ଜିଲ୍ଲାର ଦାରିଂବାଡ଼ି ରେ ପାରଦ ୪.୫...
କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଫୁ’, ଦାନଦକ୍ଷିଣା କବଳରୁ ମୁକ୍ତ ହୋଇପାରିନି ଶ୍ରୀମନ୍ଦିର

ପୁରୀ: ଶ୍ରୀମନ୍ଦିର ଭିତରେ ଆଦାୟ ହୋଇପାରିବନି ଦାନଦକ୍ଷିଣା। ତିନିବର୍ଷ ତଳେ ଏହି ନିର୍ଦ୍ଦେଶ ଦେଇଥିଲେ ସର୍ବୋଚ୍ଚ ନ୍ୟାୟାଳୟ। ଏହି ଆଦେଶର ଅନୁପାଳନ ପାଇଁ ବି ଶ୍ରୀମନ୍ଦିର ପ୍ରଶାସନକୁ...
ରାଜ୍ୟ ସ୍ୱାସ୍ଥ୍ୟ

ଏସସିବି ମେଡିକାଲରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ: ଆଉଟଡୋର ରୋଗୀ ସେବା ବ୍ୟାହତ

କଟକ: ଏସସିବି ମେଡିକାଲଠାରେ ପିଜି ଛାତ୍ରଛାତ୍ରୀଙ୍କ ଆନ୍ଦୋଳନ ଚାଲିଛି। ନିଟ୍ ପିଜି କାଉନସେଲିଂରେ ଅହେତୁକ ବିଳମ୍ବକୁ ପ୍ରତିବାଦ କରି ଫୋରଡାସ ଓ ଫିଆମାକୁ ସମର୍ଥନ କରି ପିଜି...
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ ।

ମୁଖ୍ୟମନ୍ତ୍ରୀ କଳାକାର ସହାୟତା ଯୋଜନା ପାଇଁ କଳାକାର ଚୟନ ପ୍ରକ୍ରିୟା ଆରମ୍ଭ । କନ୍ଧମାଳ ଜ଼ିଲ୍ଲା କ. ନୂଆଗାଁ ରାଜୀବଗାନ୍ଧୀ ସେବାକେନ୍ଦ୍ର ପରିସରରେ ମୁଖ୍ୟମନ୍ତ୍ରୀ କଳାକାର ସହାୟତା...
ରାଜ୍ୟ ସ୍ୱାସ୍ଥ୍ୟ

ଓଡ଼ିଶାକୁ ଘାରିଲା ଓମିକ୍ରନ ଭୟ: ଭୁବନେଶ୍ୱରର ଦୁଇଟି ସ୍ଥାନକୁ Containment Zone ଘୋଷଣା

ଭୁବନେଶ୍ୱର: ଗତକାଲି ରାଜ୍ୟରୁ ନୂଆ ଭାରିଆଣ୍ଟ ଓମିକ୍ରନର ଦୁଇଟି ମାମଲା ଚିହ୍ନଟ ହେବା ପରେ ଏକ ପ୍ରକାର ଆଶଙ୍କା ବଢ଼ିଯାଇଛି । ତେଣୁ ରାଜଧାନୀ ଭୁବନେଶ୍ୱରରେ ସରକାର...
ରାଜ୍ୟ ସ୍ୱାସ୍ଥ୍ୟ

ଓମିକ୍ରନ ପାଇଁ ୫ଟି ବିଷୟକୁୁ ଗୁରୁତ୍ୱ, ନୂଆବର୍ଷରେ ଆସିପାରେ ଗାଇଡଲାଇନ୍

ଭୁବନେଶ୍ୱର:ଓଡ଼ିଶାରେ ଓମିକ୍ରନର ୨ଟି ମାମଲା ଚିହ୍ନଟ ପରେ ରାଜ୍ୟ ସରକାର ତତ୍ପରତା ଦେଖାଇଛନ୍ତି । ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଓମିକ୍ରନ ମୁକାବିଲା ପାଇଁ ବସିଥିବା ସମୀକ୍ଷା ବୈଠକ...
ରାଜ୍ୟ ସ୍ୱାସ୍ଥ୍ୟ

ପରିସ୍ଥିତିକୁ ସହଜ ଭାବେ ନିଅନ୍ତୁ ନାହିଁ, ସଂକ୍ରମଣ ରୋକିବାରେ ସମାଜର ବଡ଼ ଦାୟିତ୍ୱ

ଭୁବନେଶ୍ୱର ୨୨।୧୨: ପରିସ୍ଥିତିକୁ ଆମେ ସହଜଭାବରେ ନିଅନ୍ତୁ ନାହିଁ । ସଂକ୍ରମଣ ରୋକିବାକୁ କମ୍ୟୁନିଟିର ବଡ଼ ଦାୟିତ୍ୱ ରହିଛି । ସମସ୍ତେ ସହଯୋଗରେ ହାତ ବଢାଇଲେ ସଂକ୍ରମଣକୁ...
ପର୍ଯ୍ୟଟନ ରାଜ୍ୟ

ଭିତରକନିକାରେ ଭିଡ଼: ୧୧୨ ବୋଟ୍‌ରେ ବୁଲିଲେ ୧୪୫୫ ପର୍ଯ୍ୟଟକ

ରାଜନଗର: ବିଶ୍ୱପ୍ରସିଦ୍ଧ ଭିତରକନିକାରେ ଏବେ ପିକନିକ୍ ଋତୁ ଆରମ୍ଭ ହୋଇଯାଇଛି। ପ୍ରକୃତିପ୍ରେମୀ ପର୍ଯ୍ୟଟକଙ୍କ ଭିତରକନିକାକୁ ସୁଅ ଛୁଟିଛି। ପର୍ଯ୍ୟଟକମାନେ ଜଳପଥରେ ଭିତରକନିକାର ଶୋଭା ଉପଭୋଗ କରିବାକୁ ଅଧିକ...