ଅପରାଧ ରାଜ୍ୟ କଳାମାଟି ନିକଟରେ ଟ୍ରକ ଧକ୍କା ରେ ଚାରି ଗୋରୁ ମୃତ, ଦୁଇ ଆହତ ଦେବଗଡ ୦୪/୦୬: ଶୁକ୍ରବାର ରାତି ସମୟରେ ଦେବଗଡ ଆଦର୍ଶ ଥାନା ଅନ୍ତର୍ଗତ ୪୯ ନମ୍ବର ଜାତୀୟ ରାଜପଥର କଳାମାଟି ନିକଟରେ ଟ୍ରକ ଧକ୍କାରେ ଚାରି ଗୋରୁର ମୃତ୍ୟୁ... BY NewsLaxmi7 June 4, 2022 0 Comment
ଅପରାଧ ରାଜ୍ୟ ଚାନ୍ଦିପୁର ରୋଡ଼ରେ ଯୁବକଙ୍କୁ ନିର୍ମମ ହତ୍ୟା, ବେକ-ପିଠି-ହାତକୁ ହାଣି ପକାଇଲେ ଦୁର୍ବୃତ୍ତ ବାଲେଶ୍ୱର ୦୪।୦୬: ପୁଣି ଅଶାନ୍ତ ବାଲେଶ୍ୱର । ଯୁବକଙ୍କୁ ଅତି ନିର୍ମମ ଭାବରେ ହତ୍ୟା । ବେକ, ହାତ, ପିଠିକୁ ହାଣି ପକାଇଲେ ଦୁର୍ବୃତ୍ତ । ବାଲେଶ୍ୱର... BY NewsLaxmi7 June 4, 2022 0 Comment
ଅପରାଧ ରାଜ୍ୟ ପାକିସ୍ତାନ: ବିପଦରେ ଇମ୍ରାନ ଖାନଙ୍କ ଜୀବନ, ଶହବାଜ ସରକାର ପ୍ରତ୍ୟାହାର କଲେ ସୁରକ୍ଷା ଇସ୍ଲାମାବାଦ ୪।୬: ସଂକଟଗ୍ରସ୍ତ ପାକିସ୍ତାନର ଶହବାଜ ଶରିଫ ସରକାର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ସୁରକ୍ଷା ପ୍ରତ୍ୟାହାର କରିନେଇଛନ୍ତି। ଏହାକୁ ନେଇ ଏବେ ପାକିସ୍ତାନରେ ରାଜନୀତି ଆରମ୍ଭ... BY NewsLaxmi7 June 4, 2022 0 Comment
ଅପରାଧ ରାଜ୍ୟ ରିଲ୍ସରେ ଫଲୋର୍ସ ବଢିବାରୁ ଆଟାକ୍ : ଯୁବକ ଗୁରୁତର, ୩ ଅଟକ ଭୁବନେଶ୍ୱର ୦୪।୦୬ : ରିଲସ୍ ରେ ଫଲୋୟର୍ସଙ୍କ ସଂଖ୍ୟା ବଢ଼ିଲା ବୋଲି ଯୁବକକୁ ଖଣ୍ଡାରେ ସଂଘବଦ୍ଧ ଆକ୍ରମଣ। ରାଜଧାନୀ ଭୁବନେଶ୍ବରରୁ ଏଭଳି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ... BY NewsLaxmi7 June 4, 2022 0 Comment
ଅପରାଧ ରାଜ୍ୟ ଜଙ୍ଗଲକୁ ଛେଳି ଚରାଇବାକୁ ଯାଇଥିବା ବେଳେ ଦନ୍ତା ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ ସୋର ୪।୬: ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ । ବାଲେଶ୍ଵର ଜିଲ୍ଲା ଖଇରା ଥାନା କଇଥଗଡିଆ ଗ୍ରାମରେ ହାତୀ ଆକ୍ରମଣରେ ମହିଳାଙ୍କର ମୃତ୍ୟୁ ହୋଇଛି । ସୂଚନାଯୋଗ୍ୟ... BY NewsLaxmi7 June 4, 2022 0 Comment
ଅପରାଧ ରାଜ୍ୟ କ୍ରାଇମ୍ ପେଟ୍ରୋଲ୍ ଦେଖି ଲୁଟିଲେ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ, ପ୍ରେମିକ ସହ... କଟକ, ୦୪/୦୬: କ୍ରାଇମପେଟ୍ରୋଲ ଦେଖି ଲୁଟ କରି ଗିରଫ ହେଲେ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା ଏଜେଣ୍ଟ । ମହିଳାଙ୍କ ସହ ତାଙ୍କ ପ୍ରେମିକ ଓ ଅନ୍ୟ... BY NewsLaxmi7 June 4, 2022 0 Comment
ଅପରାଧ ରାଜ୍ୟ ପରିବହନ ନିୟମ ଉଲଂଘନ ପଡିଲା ମହଙ୍ଗା, ୨ ଲକ୍ଷ ୬୩ ହଜାର ଟଙ୍କା... ଭୁବନେଶ୍ବର ୪।୬: ପରିବହନ ନିୟମ ନ ମାନିବା ପଡିଲା ମହଙ୍ଗା । ନିୟମ ଉଲ୍ଲଂଘନ କରି ତଣ୍ଡ ଗଣିଲେ ଗାଡି ଡ୍ରାଇଭର । ୨ ଲକ୍ଷ ୬୩... BY NewsLaxmi7 June 4, 2022 0 Comment
ରାଜ୍ୟ ସ୍ୱାସ୍ଥ୍ୟ ସଂକ୍ରମଣ ନେଇ ସଜାଗ ରହିବାକୁ ସ୍ୱାସ୍ଥ୍ୟ ବିଭାଗର ପରାମର୍ଶ, ନିର୍ଦ୍ଦେଶକ କହିଲେ ଦରକାର... ଭୁବନେଶ୍ୱର ୦୪/୦୬: ଯେଉଁଠି ସଂକ୍ରମଣ ବଢୁଛି ସେଠାରେ କେନ୍ଦ୍ର ସରକାର ପ୍ରିକସନ ନେବାକୁ ତାଗିତ କରିଛନ୍ତି । ଯେହେତୁ ୫ ଟି ରାଜ୍ୟରେ ସଂକ୍ରମଣ ବଢୁଛି ।... BY NewsLaxmi7 June 4, 2022 0 Comment
ଅପରାଧ ରାଜ୍ୟ ବେଆଇନ୍ ମଦ ଭାଟିରେ ଚଢାଉ, ୯ ଗିରଫ ପାଟଣା ୦୪।୦୬ : ବେଆଇନ୍ ମଦ ଭାଟି ଉପରେ ଚଢାଉ । କେନ୍ଦୁଝର ଜିଲ୍ଲା ପାଟଣା ଅବକାରୀ ବିଭାଗ ପକ୍ଷରୁ ପାଟଣା ଓ ଘଟଗାଁ ଥାନା ଅଞ୍ଚଳରେ... BY NewsLaxmi7 June 4, 2022 0 Comment
ଅପରାଧ ରାଜ୍ୟ ଥମୁନି ଚୋରା କାରବାର, ତମାଣ୍ଡୋରୁ ଜବତ ହେଲା ୧୦ କ୍ୱିଣ୍ଟାଲ୍ ଗଞ୍ଜେଇ ଜବତ ଭୁବନେଶ୍ୱର ୦୪।୦୬ : ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ ବେଳେ ମାଡିବସିଲା ଏସ୍ଟିଏଫ୍ । ଜାତୀୟ ରାଜପଥ ୧୬ ତମାଣ୍ଡୋ ନିକଟରୁ ବିପୁଳ ପରିମାଣର ଗଞ୍ଜେଇ ହୋଇଛି... BY NewsLaxmi7 June 4, 2022 0 Comment