ଅପରାଧ ରାଜ୍ୟ

ଡାହାଣୀ ସନ୍ଦେହ, ଠେଙ୍ଗାରେ ପିଟି ପିଟି ବୃଦ୍ଧାଙ୍କୁ ମାରିଦେଲେ ପଡୋଶୀ

ରାଇରଙ୍ଗପୁର ୧୭।୦୭ : ଡାହାଣୀ ସନ୍ଦେହରେ ବୃଦ୍ଧାଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା । ମୟୁରଭଞ୍ଜ ଜିଲ୍ଲା ଜାମଦା ଥାନା ବଡ଼ାମତଳିଆ ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ...
ଅପରାଧ ରାଜ୍ୟ

ଗାଧୋଇବାକୁ ଯାଇଥିଲେ ମହିଳା, ପାଣିର ସୁଅରେ ଭାସିଗଲେ ଧୀରମଣୀ

ବୌଦ୍ଧ ୧୭।୦୭: ବୌଦ୍ଧ ଗିରାସୀଙ୍ଗା ଗାଁରେ ଅଘଟଣ । ସାଲୁଙ୍ଖି ନଦୀରେ ଗାଧୋଇବାକୁ ଯାଇ ମହିଳା ନିଖୋଜ । ଅଗ୍ନିଶମ ବାହିନୀ ଏବଂ ଓଡ୍ରାଫ୍‌ ଟିମ୍‌ ପକ୍ଷରୁ...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଗୃହରେ ଉଠିଲା ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗ, କାର୍ଯ୍ୟାନୁଷ୍ଠାନ ଦାବି କଲେ ବିରୋଧୀ ଦଳ...

ଭୁବନେଶ୍ୱର ୧୬/୦୭: ଶୂନ୍ୟକାଳରେ ଉଠିଲା ସମ୍ବଲପୁର ବିଶ୍ଵବିଦ୍ୟାଳୟରୁ ପ୍ରଶ୍ନ ପତ୍ର ଲିକ ଘଟଣା । ରାଜ୍ୟ ସରକାର କହୁଛନ୍ତି ଆମେ ସବୁ ଥୀରେ ବିଶ୍ୱସ୍ତରୀୟ । କିନ୍ତୁ...
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଶୂନ୍ୟକାଳରେ ଉଠିଲା କାଶିପୁର ଝାଡ଼ାବାନ୍ତି ପ୍ରସଙ୍ଗ, ଘଟଣା ଦୁଃଖଦାୟକ କହିଲେ କଂଗ୍ରେସ ବିଧାୟକ

ଭୁବନେଶ୍ୱର ୧୬/୦୭: ରାୟଗଡା ଜିଲ୍ଲା କାଶିପୁରରେ ଝାଡ଼ାବାନ୍ତି ପ୍ରସଙ୍ଗ । ଶୂନ୍ୟକାଳରେ ପ୍ରସଙ୍ଗ ଉଠାଇଲେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । ନରସିଂହ କହିଲେ...
ଅପରାଧ ରାଜ୍ୟ

ରୁଚି ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ, କାରଣ ଅସ୍ପଷ୍ଟ

କଟକ ୧୬/୦୭: କଟକ ଖପୁରିଆରେ ବଡ ଧରଣର ଅଗ୍ନିକାଣ୍ଡ । ରୁଚି ଫ୍ୟାକ୍ଟ୍ରିରେ ବଡ ଧରଣର ଅଗ୍ନିକାଣ୍ଡ ହୋଇଛି । ପ୍ରାୟ ବିଳମ୍ୱିତ ରାତିରେ ଏହି ଅଗ୍ନିକାଣ୍ଡ...
ଅପରାଧ ରାଜ୍ୟ

ଜଟଣୀ ତହସିଲ ତରଫରୁ ଖଣିରେ ଚଢାଉ: ୯ଟି ହାଇୱା ଓ ଦୁଇଟି ଟ୍ରାକ୍ଟର,...

ଜଟଣୀ ୧୬/୦୭: ଜଟଣୀ ତହସିଲ ତରଫରୁ ଖଣିରେ ଚଢାଉ । ବିଶେଷ ସୂତ୍ରରୁ ଖବର ପାଇ ଗତକାଲି ରାତିରେ ଭୁବନେଶ୍ୱର ଉପଜିଲ୍ଲାପାଳଙ୍କ ସ୍ପେଶାଲ ସ୍କ୍ୱାଡ ଓ ଜଟଣୀ...
ଅପରାଧ ରାଜ୍ୟ

ଅସୁରକ୍ଷିତ ରାଜଧାନୀ, ମାତିଛନ୍ତି ଲୁଟେରା: ରାତି ଅଧରେ ଘରେ ପଶି କରୁଛନ୍ତି ଲୁଟ୍‌ପାଟ୍,...

ଭୁବନେଶ୍ୱର ୧୬/୦୭: ରାଜଧାନୀରେ ମାତିଛନ୍ତି ଲୁଙ୍ଗି ଗାମୁଛା ବେଶଧାରୀ ଗ୍ୟାଙ୍ଗ । ଶ୍ରମିକ ବେଶରେ ଆସୁଛନ୍ତି ଘରେ ପଶି ଲୁଟୁଛନ୍ତି । ସିସିଟିଭି କଏଦ ହେଲା ଗ୍ୟାଙ୍ଗର...
ଅପରାଧ ରାଜ୍ୟ

ପାଣିନାଳକୁ ନେଇ ମରଣାନ୍ତକ ଆକ୍ରମଣ; ୬ ଗୁରୁତର

ଜଗତସିଂହପୁର ୧୫/୦୭: ପାଇପ ପାଣି ଆସିବାକୁ ନେଇ ପଡୋଶୀଙ୍କ ମାରଣାତ୍ମକ ଆକ୍ରମଣର ଶୀକାର ହୋଇ ୬ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ ଶୁକ୍ରବାର ଭୋର ସମୟରେ...
ଅପରାଧ ରାଜ୍ୟ

ନିମ୍ନମାନର ରାସ୍ତା କାମ ଅଭିଯୋଗ; ଦବି ଯାଉଛି ରାସ୍ତା, ଫଡ଼ା ଫଡ଼ା ଉଠୁଛି...

ଉମରକୋଟ ୧୫/୦୭: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକର ବରିଗୁଡାଠାରୁ ଦେଓବନ୍ଧ ପର୍ଯ୍ୟନ୍ତ ୩ କିମି ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଥିଲା। ଫଳରେ ମାସେ ପୂର୍ବରୁ ନୂଆ...
ଅପରାଧ ରାଜ୍ୟ

ମଦଭାଟି ନିକଟରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା କରି ଫିଙ୍ଗି ଦେଇଥିବା ଅଭିଯୋଗ...

କଳାହାଣ୍ଡି ୧୫।୭: କଳାହାଣ୍ଡି ଜିଲ୍ଲା କେସିଙ୍ଗା ମଦଭାଟି ନିକଟରୁ ଜଣେ ବ୍ୟକ୍ତିଙ୍କ ଗଳିତ ମୃତଦେହ ଉଦ୍ଧାର । ମୃତ ବ୍ୟକ୍ତି ଜଣଙ୍କ କେସିଙ୍ଗା ଥାନା ଅଞ୍ଚଳର ଭୂଷଣ...