ଅପରାଧ ରାଜ୍ୟ

ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ: ଦୁଇ ଶିଶୁ ଗୁରୁତର

ବାଳିଆପାଳ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ବାଳିଆପାଳ ବ୍ଲକ ମଧୁପୁରା ଗ୍ରାମରେ ପାଚେରି ପଡ଼ି ୪ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ବେଳେ ୨ଜଣ ଶିଶୁ ଗୁରୁତର...
ଅପରାଧ ରାଜ୍ୟ

ବିଭତ୍ସ ହତ୍ୟା, କଟୁରୀରେ ହାଣି ଅଲଗା କରିଦେଲା ମୁଣ୍ଡ ଆଉ ଗଣ୍ଡି

ବଡ଼ବିଲ ୨୦।୦୮ : କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ବସନ୍ତପୁର ମାଝୀସାହିରେ ବିଭତ୍ସ ହତ୍ୟା । କଟୁରୀରେ ହାଣି ମୁଣ୍ଡ ଗଣ୍ଡି ଅଲଗା କରିଦେଲା ହତ୍ୟାକାରୀ ।...
ଅପରାଧ ରାଜ୍ୟ

ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ୨ ଶିଶୁକନ୍ୟା ମୃତ: ଅଳ୍ପକେ ବର୍ତ୍ତିଲେ ବାପାମାଆ

ବିଶୋଇ: ମୟୂରଭଞ୍ଜ ଜିଲ୍ଲାରେ କାନ୍ଥ ପଡ଼ି ଦୁଇଜଣଙ୍କ ପ୍ରାଣହାନି ଘଟିଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁଯାୟୀ, ମୟୂରଭଞ୍ଜ ଜିଲ୍ଲାର ବିଶୋଈ ବ୍ଲକ୍ ଲୁହାକନି ପଞ୍ଚାୟତ ଭୋଳବେଡାଗାଁରେ...
ଅପରାଧ ରାଜ୍ୟ

ନଦୀରେ ଭାସୁଛି ଯୁବକଙ୍କ ମୃତଦେହ, ଗୁରୁବାରଠୁ ନିଖୋଜ ଥିଲେ କୈଳାସ

ସୋରୋ୧୯/୦୮: ନଦୀରେ ଯୁବକର ମୃତ ଦେହ ଉଦ୍ଧାର । ପୋଲିସର ତନାଘନା । ଖଇରା ବ୍ଲକ କୋଚିଆକୋଇଲି ଗ୍ରାମର ସୁରେନ୍ଦ୍ର ଦାସଙ୍କ ପୁଅ କୈଳାସ ଦାସ ଗତକାଲି...
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ରାଜ୍ୟରେ ଉପର ତଳ ଦୈନିକ ସଂକ୍ରମଣ, ୨୪ ଘଣ୍ଟାରେ ଚିହ୍ନଟ ହେଲେ ୩୮୫...

ଭୁବନେଶ୍ୱର ୧୯।୦୮: ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୮୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ...
ଅପରାଧ ରାଜ୍ୟ

ମାତିଲେ ଲାଲବାହିନୀ, ଇନଫର୍ମର ସନ୍ଦେହରେ ହତ୍ୟା ପରେ ଛାଡି ଚାଲିଗଲେ ପୋଷ୍ଟର

ନୂଆପଡା ୧୯/୦୮: ନୂଆପଡା ଜିଲ୍ଲା କୋମନା ଥାନା ସୁନାବେଡା ଅଭୟାରଣ୍ୟ ଭିତରେ ଥିବା ଢୋକୁନପାନି ଗାଁ ପାଖରେ ଅଘଟଣ । ପୋଲିସ ଇନଫରମର ସନ୍ଦେହରେ ଜଣକୁ ହତ୍ୟା...
ଅପରାଧ ରାଜ୍ୟ

ସାଲୁଙ୍କି ନଦୀରୁ ଗଳିତ ମୃତଦେହ ଉଦ୍ଧାର, ହତ୍ୟା ନା ବନ୍ୟାରେ ଭାସି ମୃତ୍ୟୁ...

ବୌଦ୍ଧ ୧୮।୮: ସାଲୁଙ୍କି ନଦୀରୁ ଏକ ଗଳିତ ଶବ ଉଦ୍ଧାର । ବୌଦ୍ଧ ବଘିଆପଡା ଫାଣ୍ଡି ଅନ୍ତର୍ଗତ କୁରୁକୁଚ୍ ଗ୍ରାମ ସାଲୁଙ୍କି ନଦୀକୂଳରୁ ଏକ ଗଳିତ ମୃତଦେହ...
ଅପରାଧ ରାଜ୍ୟ

ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା, ତିନି ଦିନ ତଳେ ଘରୁ ଉଠାଇନେଥିଲେ ୨...

ରାଉରକେଲା ୧୮।୦୮: ନାବାଳିକାଙ୍କୁ ଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ । ସୁନ୍ଦରଗଡ଼ କୋଇଡା ଥାନା ସେଗ ସାହି ଜଙ୍ଗଲରୁ ମୃତଦେହ ଠାବ ହୋଇଛି । କୋଇଡ଼ା ଥାନା...
ଅପରାଧ ରାଜ୍ୟ

ଦନ୍ତା ହାତୀକୁ ଗୁଳିମାଡ଼ ! ଅସୁସ୍ଥ ହୋଇ ଜଙ୍ଗଲରେ ବୁଲୁଛି

ଆଠଗଡ଼ ୧୮।୦୮: ଜଙ୍ଗଲରେ ବୁଲୁଛି ଅସୁସ୍ଥ ଦନ୍ତା । ହାତୀଟିକୁ ଗୁଳିମାରିଥିବା ସନ୍ଦେହ କରାଯାଉଛି । କଟକ ଜିଲ୍ଲା ନରସିଂହପୁର ଚତରାପଦା ସଂରକ୍ଷିତ ଜଙ୍ଗଲର ଘଟିଛି ଘଟଣା...