ଅପରାଧ ରାଜ୍ୟ

ଟୁରିଷ୍ଟ ପରମିଟ୍‌ରେ ନାଇଟ୍‌କୋଚ୍‌; ପରିବହନ ବିଭାଗର ଚଢ଼ଉ ଜୋରଦାର୍, ୧୨ଗାଡ଼ି ଜବତ କଲାଣି...

ଭୁବନେଶ୍ବର : ରାଜ୍ୟ ଭିତରେ ଓ ବାହାର ରଜ୍ୟକୁ ବସ୍‌ ଚଳାଇବାକୁ ବସ୍‌ ମାଲିକମାନେ ଟୁରିଷ୍ଟ ପରମିଟ୍‌ ନେଇଛନ୍ତି। କିନ୍ତୁ ଏଥିରେ ରାଜ୍ୟ ଭିତରେ ଏବଂ ରାଜ୍ୟ...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ପ୍ରକାଶ ପାଇବ ପ୍ଲସ୍ -ଥ୍ରୀ ପ୍ରଥମ ମେଧା ତାଲିକା, ୭ରୁ ନାମଲେଖା ଆରମ୍ଭ

ଭୁବନେଶ୍ୱର ୦୭।୦୯ : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜ ଓ ବିଶ୍ୱବିଦ୍ୟାଳୟର ଯୁକ୍ତ ତିନି ତଥା ସ୍ନାତକ (ୟୁଜି) ପାଠ୍ୟକ୍ରମରେ ନାମ ଲେଖିବା ପାଇଁ ବୁଧବାର ପ୍ରଥମ...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି

୭ କିମି ଚାଲିଲେ ୨୦୦ ଛାତ୍ରଛାତ୍ରୀ: ପ୍ରଶାସନ ବାଧା ଦେବାରୁ ଜାତୀୟ ରାଜପଥ...

କଳାବାଡ଼ିଆ: ଶିକ୍ଷକ ଅଭାବ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସମସ୍ୟାର ସମାଧାନ ଦାବିରେ ଆଜି ଏକ ମୟୂରଭଞ୍ଜର ଏକ ଏକଲବ୍ୟ ବିଦ୍ୟାଳୟର ଛାତ୍ରଛାତ୍ରୀ ଆଜି ଭିନ୍ନ ପଦକ୍ଷେପ ନେଇଛନ୍ତି।...
ଧର୍ମ ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜିଠାରୁ ମା’ ବିରଜାଙ୍କ ଶାରଦୀୟ ଦୁର୍ଗୋତ୍ସବ

ଯାଜପୁରସଦର: ମା’ ବିରଜାଙ୍କ ଦୁର୍ଗୋତ୍ସବ ଆସନ୍ତାକାଲି ଠାରୁ ଆରମ୍ଭ ହେବ। ଆସନ୍ତାକାଲି ସୁନିଆ ଅବସରରେ ମା’ଙ୍କର ବନଯାଗ ଯାତ୍ରା ହେବ। ଆସନ୍ତା ୧୭ ତାରିଖ ମୂଳାଷ୍ଟମୀରେ ମା’...
ଅପରାଧ ରାଜ୍ୟ

ନାବାଳିକା ଦୁଷ୍କର୍ମ ମାମଲା: ଦୋଷୀକୁ ୨୦ ବର୍ଷ ଜେଲ୍‌ ଦଣ୍ଡ

ବ୍ରହ୍ମପୁର: ନାବାଳିକା ଦୁର୍ଷ୍କମ ମାମଲା‌ରେ ଆଜି ଜଣେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ ହୋଇଥିବା ବେଳେ ତାକୁ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ହୋଇଥିବା ଜଣାପଡ଼ିଛି। ଅଭିଯୁକ୍ତ ଜଣକ ହେଲା...
ଅପରାଧ ରାଜ୍ୟ

ରହସ୍ୟମୟ ନନ୍ଦ କିଶୋର ନିଖୋଜ ଘଟଣା: ଶୋଇରହିଛି ଅଜଗର, ପେଟ ଫୁଲା କମୁଛି

କଟକ: ନିଖୋଜ ନନ୍ଦକିଶୋର ବେହେରାଙ୍କ ଗାଡ଼ି, ଚପଲ ଓ ପୋଷାକ ଯେଉଁଠୁ ଉଦ୍ଧାର ହୋଇଛି, ସେହି ସ୍ଥାନର ଖୁବ୍ ନିକଟରେ ଆଜି ବି ଏକ ବିରାଟ ଅଜଗର...
ରାଜ୍ୟ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ତୃତୀୟ ଡୋଜ୍‌ ଟିକା ନେବାକୁ ଅମଙ୍ଗ! ନେଇଛନ୍ତି ମାତ୍ର ୩,୪୩,୧୨୭ ଜଣ

ରାଉରକେଲା: କୋଭିଡ୍‌ ଟିକା ନେବାକୁ ରାଜ୍ୟ ସରକାରଙ୍କଠାରୁ ଆରମ୍ଭକରି ଜିଲ୍ଲା ପ୍ରଶାସନ ପର୍ଯ୍ୟନ୍ତ; ବାରମ୍ବାର ନିବେଦନ କରାଯାଉଛି। କିନ୍ତୁ ଜନସାଧାରଣ ଚିରାଚରିତ ଅବହେଳା ଜାରି ରଖିଛନ୍ତି। ସମୟ...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଭୁବନେଶ୍ବରରେ ଖୋଲିବ ‘କଥିତ ଓ ଆଦିବାସୀ ଭାଷା, ସାହିତ୍ୟ କେନ୍ଦ୍ର’: ସଂଗ୍ରହାଳୟ ପରିସରରେ...

ଭୁବନେଶ୍ବର: କେନ୍ଦ୍ର ସାହିତ୍ୟ ଅକାଦେମି ଅଧୀନ ‘କଥିତ ଓ ଆଦିବାସୀ ଭାଷାସାହିତ୍ୟ କେନ୍ଦ୍ର’ର ଏକ ଶାଖା ଭୁବନେଶ୍ବରରେ ଖୋଲିବ। ନୂଆଦିଲ୍ଲୀ ପରେ କୌଣସି ରାଜ୍ୟରେ ଏହା ‌ହେବ...
ଅପରାଧ ରାଜ୍ୟ

ସୈତାନ ସାଜିଲା ପୁଅ, ସମ୍ପତ୍ତି ପାଇଁ ମାଆକୁ ମାରିଦେଲା

ଭଞ୍ଜନଗର ୦୭।୦୯: ମାଆକୁ ମାରିଦେଲା ପୁଅ। ସମ୍ପତ୍ତି ପାଇଁ ସଇତାନ୍ ସାଜିଲା ଘରର ଏକ ମାତ୍ର ପୁଅ। ଟଙ୍କା ପାଇଁ ମାଆର ତଣ୍ଟି ଚିପି ହତ୍ୟା କରିଛି...
ଅପରାଧ ରାଜ୍ୟ

ପ୍ୟାକ୍ସ ସାର ଉଠାଇଲେନି; ଚାଷୀଙ୍କୁ ଲୁଟୁଛନ୍ତି ଡିଲର୍‌, ବେପାରୀ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଖରିଫ୍‌ ଚାଷ ଏବେ ଜୋର୍‌ ଧରିଛି। ଗତ ମାସରେ ହୋଇଥିବା ଲଘୁଚାପ ବର୍ଷା ପରେ ଚାଷ କାର୍ଯ୍ୟ ଆଗେଇଛି। କ୍ଷେତ୍ରରେ ଧାନଗଛ ବଢ଼ିବା...