ବାଟବଣା ‘ଅନ୍ବେଷା’ ଯୋଜନା: ପିଲାଙ୍କ ପଢ଼ା ଖର୍ଚ୍ଚ ୪.୧୯ କୋଟି, ମାର୍କ ରଖୁଛନ୍ତି...
ରାଉରକେଲା: ଆଦିବାସୀ ଅଧ୍ୟୁଷିତ ସୁନ୍ଦରଗଡ଼ ଜିଲ୍ଲାରେ ସଂପୂର୍ଣ୍ଣ ବିଫଳ ହୋଇଛି ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଇଂରାଜି ସ୍କୁଲରେ ପଢ଼ାଇବାର ଯୋଜନା ‘ଅନ୍ବେଷା’। ଏହି ଯୋଜନାରେ ୪ର୍ଥରୁ ୧୦ ଶ୍ରେଣୀ...
