ଅପରାଧ ରାଜ୍ୟ ‘୧୧ ଜଣ ଓକିଲଙ୍କୁ ପୁଲିସ ନୃଶଂସ ଭାବେ ପିଟିଛି’ ସମ୍ବଲପୁର : ଗିରଫ ଓକିଲମାନଙ୍କ ସହିତ ପୁଲିସ ଅମାନବୀୟ ଆଚରଣ ପ୍ରଦର୍ଶନ କରିଛି। ଗିରଫ ୧୧ ଓକିଲଙ୍କୁ ନୃଶଂସ ଭାବେ ବାଡ଼େଇଛି। କେତେକ ଓକିଲଙ୍କ ଶରୀରରୁ ଏପର୍ଯ୍ୟନ୍ତ... BY NewsLaxmi7 December 20, 2022 0 Comment
ଅପରାଧ ରାଜ୍ୟ ପୁଲିସ ଇନଫର୍ମର ସନ୍ଦେହରେ ଠିକାଦାରଙ୍କୁ ହତ୍ୟା ପରେ କନ୍ଧମାଳରେ କମ୍ବିଂ ଜୋର୍ଦାର ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ମାଓଦମନ ଅଭିଯାନରେ ପୁଲିସ ଯେତେ କଠୋର ହେଉଛି, ରହି ରହି ମାଓବାଦୀ ତାର ଭୟଙ୍କର ଜବାବ ଦେଉଛି। ଗତକାଲି ସ୍ପଷ୍ଟ ଦିବାଲୋକରେ... BY NewsLaxmi7 December 20, 2022 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ନାରାୟଣପାଟଣାରୁ ୧୨ବର୍ଷ ପରେ ହଟିଲେ ବିଏସ୍ଏଫ୍ ଯବାନ ନାରାୟଣପାଟଣା : ୧୨ ବର୍ଷ ଧରି କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍କୁ ସୁରକ୍ଷା ଦେଇ ଆସିଥିବା ବିଏସ୍ଏଫ୍ ଯବାନ ଏଠାରୁ କ୍ୟାମ୍ପ ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ କରି... BY NewsLaxmi7 December 20, 2022 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ଫେରିଲା ଜାଡ଼, ଜି. ଉଦୟଗିରି ସବୁଠୁ ଥଣ୍ଡା ଭୁବନେଶ୍ବର : ଦୀର୍ଘ ଦିନର ବ୍ୟବଧାନ ପରେ ରାଜ୍ୟକୁ ଶୀତ ଫେରିଛି। ସର୍ବନିମ୍ନ ତାପମାତ୍ରା ଜି. ଉଦୟଗିରିଠାରେ ୭ଡିଗ୍ରି ରେକର୍ଡ ହୋଇଛି। ସେହିଭଳି କିରେଇରେ ୮ଡିଗ୍ରି ଓ... BY NewsLaxmi7 December 19, 2022 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ନଡ଼ିଆ ଗଛରେ ଅଜଣା ରୋଗ ପିପିଲି : ନଡ଼ିଆ ଗଛରେ ଅଜଣା ରୋଗ। ଛୋଟ ଛୋଟ ଧଳା ଉଡ଼ା ପୋକ ନଡ଼ିଆପତ୍ରକୁ ଖାଇବା ଫଳରେ ପ୍ରଥମେ ଗଛର ପତ୍ର ଧଳା ଓ ପରେ... BY NewsLaxmi7 December 19, 2022 0 Comment
ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ଆଜିଠୁ ଏଲ୍ଆରପି ଚୂଡ଼ାନ୍ତ ପରୀକ୍ଷା ଭୁବନେଶ୍ବର : ରାଜ୍ୟର ସରକାରୀ ଓ ଅନୁଦାନପ୍ରାପ୍ତ ବିଦ୍ୟାଳୟର ତୃତୀୟରୁ ନବମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଚାଲିଥିବା ଏଲ୍ଆରପି(ଲର୍ଣ୍ଣିଂ ରିକଭରି ପ୍ରୋଗ୍ରାମ)ର ଚୂଡ଼ାନ୍ତ ପରୀକ୍ଷା ସୋମବାରଠାରୁ... BY NewsLaxmi7 December 19, 2022 0 Comment
ଅପରାଧ ରାଜ୍ୟ ଇଟାମାଟି କୃଷ୍ଣପ୍ରସାଦରେ ଗୁଳିକାଣ୍ଡ: ଜଣେ ମୃତ ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଅଧୀନ କୃଷ୍ଣପ୍ରସାଦରେ ଗୁଳିକାଣ୍ଡରେ ଜଣଙ୍କର ମୃତ୍ୟୁ ଘଟିଛି। ଜମିଜମା ବିବାଦ ତଥା ଅନ୍ୟାନ୍ୟ କିଛି କାରଣରୁ ପୂର୍ବ ଶତ୍ରୁତାକୁ ନେଇ... BY NewsLaxmi7 December 19, 2022 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ବେକରେ ଜାଭ୍ଲିନ୍ ପଶିବା ଘଟଣା: ସୁସ୍ଥ ହେଉଛନ୍ତି ସଦାନନ୍ଦ ବଲାଙ୍ଗୀର : ଧୀରେଧୀରେ ସୁସ୍ଥ ହେଉଛନ୍ତି ଆଗଲପୁର ସରକାରୀ ପଞ୍ଚାୟତ ବାଳକ ହାଇସ୍କୁଲ ଛାତ୍ର ସଦାନନ୍ଦ ମେହେର। ସ୍କୁଲ୍ ବାର୍ଷିକ କ୍ରୀଡ଼ା ସମୟରେ ଜଣେ ଛାତ୍ର ଜାଭ୍ଲିନ୍... BY NewsLaxmi7 December 19, 2022 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ଶିମିଳିପାଳରେ ଶୀତର ଲହରି: ସର୍ବନିମ୍ନ ତାପମାତ୍ରା ୭ ଡିଗ୍ରି ଭୁବନେଶ୍ବର /ଯଶୀପୁର: କିଛି ଦିନର ବ୍ୟବଧାନ ପରେ ପୁଣି ମୟୂରଭଞ୍ଜ ଜିଲ୍ଲାର ଶିମିଳିପାଳରେ ଶୀତର ପ୍ରକୋପ ଦେଖିବାକୁ ମିଳିଛି। ଯଶୀପୁର ବ୍ଲକ୍ ଅନ୍ତର୍ଗତ ନଅଣା ଓ ଅଗରବରା... BY NewsLaxmi7 December 19, 2022 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ୩ ମାସର ଶିଶୁକୁ ମା’ର ବିକ୍ରି ଉଦ୍ୟମ ହାଟଡିହି : ‘ପିଲା ନେବ ପିଲା…!’ ଘରଘର ବୁଲି ଏହିଭଳି କହିବା ସହିତ ଜଣେ ଅସହାୟ ମା’ ନିଜର ୩ମାସର ଶିଶୁକନ୍ୟାକୁ ବିକ୍ରି କରିବା ପାଇଁ ଉଦ୍ୟମ... BY NewsLaxmi7 December 19, 2022 0 Comment