ରାଜ୍ୟ ସ୍ପେଶାଲ ରିପୋର୍ଟ

ମୁଖ୍ୟମନ୍ତ୍ରୀ ଓଡ଼ିଆ ଯୁବକଙ୍କୁ ଭୁଆଁ ବୁଲାଉଛନ୍ତି: ଇରାଶିଷ

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ବାଃ ବାଃ ନେବା ଲାଗି ଯୁବକଙ୍କୁ ରୋଜଗାର ଯୋଗାଉଥିବା କଥା କହୁଛନ୍ତି, କିନ୍ତୁ ବାସ୍ତବରେ ବେରୋଜଗାରରେ ଓଡ଼ିଶାର ସ୍ଥିତି ଅତ୍ୟନ୍ତ ଦୟନୀୟ। ଏନ୍‌ସିଆର୍‌ବି ୨୦୧୫-୨୦...
ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ରୁଷ୍‌ ପର୍ଯ୍ୟଟକଙ୍କ ମୃତ୍ୟୁ ଘଟଣା: ସାଧାରଣ ପାସ୍‌ପୋର୍ଟ ବ୍ୟବହାର କରିଥିଲେ ଆନ୍ଥେଭ

ରାୟଗଡ଼ା: ରୁଷ୍‌ ପର୍ଯ୍ୟଟକ ପାଭେଲ୍ ଆନ୍ଥେଭ, ଭ୍ଲାଦ୍‌ମିର୍ ବିଦାନୋଭ ସାଧାରଣ ପାସ୍‌ପୋର୍ଟରେ ଭାରତ ଭ୍ରମଣରେ ଆସିଥିଲେ। ଆନ୍ଥେଭ ଜଣେ ସାଂସଦ ହୋଇଥିବାରୁ ତାଙ୍କୁ ନିଶ୍ଚିତ ଡିପ୍ଲୋମାଟିକ୍‌ ପାସ୍‌ପୋର୍ଟ...
ରାଜ୍ୟ

ବାସନ୍ଦ ପାଇଁ ପଡ଼ିରହିଲା ମହିଳାଙ୍କ ଶବ: ଶାଶୂ, ଶ୍ବଶୁର ବି ଛୁଇଁଲେନି

ବଲାଙ୍ଗୀର/ଦେଓଗାଁ: ଜାତି ସମାନ, ହେଲେ ଉପଜାତି ଭିନ୍ନ। ଏଥିପାଇଁ ୩ବର୍ଷ ଧରି ଏକ ଦମ୍ପତି ବାସନ୍ଦ ଭଳି ସାମାଜିକ କଟକଣା ଭୋଗୁଥିବା ବେଳେ ପତ୍ନୀଙ୍କର ମୃତ୍ୟୁ ହୋଇଯାଇଛି।...
ଅପରାଧ ରାଜ୍ୟ

ପୁଅର ଶବ ଗାଁକୁ ନ ଆଣିବାରୁ ମା’ ବାସନ୍ଦ: ମାସେ ହେଲା ଦୁଇପୁଅ...

ଆନନ୍ଦପୁର: ଭେଣ୍ଡିଆ ପୁଅର ମୃତ୍ୟୁପରେ ପାଖରେ ଟଙ୍କା ନଥିବାରୁ ଶବକୁ ଘରକୁ ଆଣିପାରିଲେ ନାହିଁ ବିଧବା ମା’ । କଟକ ମହାନଗର ନିଗମ କର୍ତ୍ତୃପକ୍ଷ ଶବଦାହ କଲେ।...
ରାଜ୍ୟ ସ୍ପେଶାଲ ରିପୋର୍ଟ

ବୁଷ୍ଟର ଡୋଜ୍ ନେଉଛନ୍ତି ହଜାରରୁ କମ୍

ଭୁବନେଶ୍ବର: ରାଜ୍ୟରେ ବୁଷ୍ଟର ଡୋଜ୍ ହାର ୪୦ ପ୍ରତିଶତ ରହିଛି। କେନ୍ଦ୍ର ସରକାରଙ୍କ ପକ୍ଷରୁ ମାଗଣାରେ ଦିଆଯାଉଥିବା ପ୍ରିକସନ୍ ଡୋଜ୍ ଟିକା ଗତ ନଭେମ୍ବର ମାସରୁ ବନ୍ଦ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଉତ୍ତରପ୍ରଦେଶରେ ‘ଭାରତ ଯୋଡ଼ୋ ଯାତ୍ରା’: ସ୍ବାଗତ କଲେ ପ୍ରିୟଙ୍କା

ଲକ୍ଷ୍ନୌ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧି ଉତ୍ତରପ୍ରଦେଶରେ ‘ଭାରତ ଯୋଡ଼ୋ ଯାତ୍ରା’କୁ ସ୍ବାଗତ କରିଛନ୍ତି। ୯ ଦିନର ଖ୍ରିଷ୍ଟମାସ ଏବଂ ନୂଆବର୍ଷ ବିରତି ପରେ ଆଜି...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଅଙ୍ଗନବାଡ଼ି କର୍ମୀଙ୍କ ବିଶାଳ ଶୋଭାଯାତ୍ରା: ମୁଖ୍ୟମନ୍ତ୍ରୀ, ମୁଖ୍ୟ ସଚିବଙ୍କୁ ଭେଟିଲେ ପ୍ରତିନିଧି

ଭୁବନେଶ୍ବର: ୮ଦଫା ଦାବିରେ ଦୀର୍ଘ ୪୫ଦିନ ଧରି ଲୋୟର୍‌ ପିଏମ୍‌ଜିରେ ଧାରଣାରେ ବସିଥିବା ଅଙ୍ଗନବାଡ଼ି କର୍ମୀମାନେ ଆଜି ରାଜଧାନୀରେ ସେମାନଙ୍କ ଶକ୍ତି ପ୍ରଦର୍ଶନ କରିଛନ୍ତି। ଲୋୟର୍‌ ପିଏମ୍‌ଜିରୁ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଜାତୀୟ କଳା ଉତ୍ସବ ଉଦ୍‌ଘାଟିତ; ଶିକ୍ଷା ସହ କଳା, ସାହିତ୍ୟ ଓ ସଂସ୍କୃତିର...

ଭୁବନେଶ୍ବର: ଆମ ଦେଶର ଶିକ୍ଷା ବ୍ୟବସ୍ଥା‌‌ ସହ କଳା ଓ ସଂସ୍କୃତିର ନିବିଡ଼ ସଂପର୍କ ରହିଛି। କଳା, ସାହିତ୍ୟ ଓ ସଂସ୍କୃତି ଶିକ୍ଷାର ଏକ ଅବିଚ୍ଛେଦ୍ୟ ଅଙ୍ଗ।...
ରାଜନୀତି ରାଜ୍ୟ

‘ଆଗାମୀ ନିର୍ବାଚନରେ ଦୁଇ ସୂତ୍ରୀ ଫର୍ମୁଲା’

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଏବେଠୁ ସମସ୍ତ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଲେଣି। ବିଜେଡି ସଂଗଠନକୁ ସୁଦୃଢ କରିବାରେ ଲାଗି ପଡ଼ିଥିବା ବେଳେ ବିଜେପି...
ଅପରାଧ ରାଜ୍ୟ

କଲେଜ ଛାତ୍ରୀଙ୍କୁ ଅପହରଣ କରି ଫିଙ୍ଗିଦେଲେ: ହାତ-ଗୋଡ଼-ମୁହଁ ବନ୍ଧା ଅବସ୍ଥାରେ ଉଦ୍ଧାର

ସାଲେପୁର: ସାଲେପୁରରେ ଜଣେ କଲେଜ ଛାତ୍ରୀଙ୍କୁ ଦୁର୍ବୃତ୍ତମାନେ ଅପହରଣ ଉଦ୍ୟମ କରିଛନ୍ତି। ଦିନ ଦ୍ବିପହରରେ ଏଭଳି ଏକ ଘଟଣା ଘଟିଥିବା ବେଳେ ଛାତ୍ରୀଙ୍କୁ ଚିତ୍ରୋତ୍ପଳା ନଦୀପଠାରେ ଥିବା...