ଏବେ ଚାଷୀ କାନ୍ଦୁଛି, ଆଗକୁ କାନ୍ଦିବେ ଖାଉଟି: ସଂରକ୍ଷଣ ବ୍ୟବସ୍ଥା ନାହିଁ, ପିଆଜର...
ସିନ୍ଧେକେଲା,(ଅନିଲ ତ୍ରିପାଠୀ): ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ଉପଖଣ୍ଡ ବଙ୍ଗୋମୁଣ୍ଡା ବ୍ଲକ୍ ଅଞ୍ଚଳରେ ଏବେ ପିଆଜର ଅଭାବୀ ବିକ୍ରି ହେଉଥିବା ଦେଖିବାକୁ ମିଳୁଛି। ସଂରକ୍ଷଣ ବ୍ୟବସ୍ଥା ନଥିବାରୁ ଚାଷୀମାନେ...









