ରାଜ୍ୟ ସ୍ପେଶାଲ ରିପୋର୍ଟ

୯୫ର ରାଜ୍‌ : ଶାସ୍ତ୍ରାନୁମୋଦିତ ଦିନଚର୍ଯ୍ୟା ରଖିଛି ସୁସ୍ଥ, ଡାକ୍ତରଖାନା ମାଟି ମାଡ଼ିନାହାନ୍ତି

ନିମାପଡ଼ା : ସନ୍ତୁଳିତ ଖାଦ୍ୟ ଓ ସମୟାନୁବର୍ତ୍ତୀ ଜୀବନ ଯୋଗୁ ସେ ଅତିକ୍ରମ କରିଛନ୍ତି ୧୦୦ଟି ବସନ୍ତ। ଦେହ ଖରାପ ହୋଇଛି, କିନ୍ତୁ କେବେ ଡାକ୍ତରଖାନା ମାଟି...
ରାଜ୍ୟ ସ୍ପେଶାଲ ରିପୋର୍ଟ

୪୨ ବର୍ଷର ପୁରୁଣା ଅନୁଷ୍ଠାନ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର: ବଢୁଛନ୍ତି ରୋଗୀ;...

କଟକ : ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ପ୍ରତିଷ୍ଠାନରେ ଗଲା ୬ ବର୍ଷରେ ଚିକିତ୍ସିତ ହୋଇଥିବା ରୋଗୀ ସଂଖ୍ୟା ୪ ଲକ୍ଷ ଟପିଛି। ଏବଂ ସେହି...
ରାଜ୍ୟ ସ୍ପେଶାଲ ରିପୋର୍ଟ

କୋଟିଆରେ ଆନ୍ଧ୍ର ଲୋକସତ୍ତା ପାର୍ଟି: ସରକାରଙ୍କ ପରେ ଏବେ ଦଳ

କୋରାପୁଟ/ପଟାଙ୍ଗି : କୋଟିଆ ଅକ୍ତିଆର ପାଇଁ କେବଳ ଆନ୍ଧ୍ରର ଶାସକ ଦଳ କିମ୍ବା ପ୍ରଶାସନ ନୁହଁ, ଏବେ ରାଜନୈତିକ ଦଳ ଗୁଡ଼ିକ ମଧ୍ୟ ତତ୍ପର ହେଲେଣି। କୌଣସି...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଅନୁମୋଦନ ନ ଥାଇ ଖର୍ଚ୍ଚ ହୋଇଛି ସରକାରୀ ଅର୍ଥ

କଟକ: ଟାଙ୍ଗୀ-ଚୌଦ୍ବାର ବ୍ଲକ୍‌ର ପ୍ରସ୍ତାବିତ ନୂଆପାଟଣା ନ‌ାକଚୁଣି ପାଟ ଇକୋ ଟୁରିଜିମ୍‌ ପ୍ରକଳ୍ପକୁ ଧକ୍କା ଲାଗିଛି। ବେଆଇନ ଭାବେ ଚିହ୍ନଟ କରାନଯାଇ ନାକଚୁଣି ପାଟକୁ ଖୋଲାଯାଉଥିବା ସଂପର୍କରେ ରୁଜୁ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଅସ୍ଥିର ନେତୃତ୍ବ ସଜାଡ଼ି ପାରୁନି ଟ୍ରାଫିକ୍‌ ବ୍ୟବସ୍ଥା

ଭୁବନେଶ୍ବର: ରାଜଧାନୀରେ ଟ୍ରାଫିକ୍‌ ପରିଚାଳନାକୁ ବ୍ୟବସ୍ଥିତ କରିବାକୁ ବ୍ୟାପକ ପରିବର୍ତ୍ତନ କରାଯାଉଛି। ଟ୍ରାଫିକ୍‌ ପୋଷ୍ଟଠାରୁ ଆରମ୍ଭ କରି ସିଗ୍‌ନାଲ ପର୍ଯ୍ୟନ୍ତ ଭିତ୍ତିଭୂମିର ନବୀକରଣ କରାଯାଉଛି। ଅମାନିଆଙ୍କୁ ସାବାଡ୍‌...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଧାମନଗରରେ ଚାଞ୍ଚଲ୍ୟ: ସ୍ତ୍ରୀକୁ ହାଣିବା ପରେ ଆତ୍ମହତ୍ୟା କଲା ସ୍ବାମୀ

ଧାମନଗର: ସ୍ତ୍ରୀକୁ କଟୁରିରେ ହାଣି ହତ୍ୟା କରିବା ପରେ ଆତ୍ମହତ୍ୟା କରିଛି ସ୍ବାମୀ। ଭଦ୍ରକ ଜିଲ୍ଲା ଧାମନଗର ମୌଲାନାସାହିରେ ଘଟିଛି ଏଭଳି ଅଭାବନୀୟ ଘଟଣା। ସୂଚନା ଅନୁଯାୟୀ...
ଅପରାଧ ରାଜ୍ୟ

ବାଲିଘାଟ ପାଇଁ ଗୁଳି, ଜେସିବି ପୋଡ଼ି

ନିଶ୍ଚିନ୍ତକୋଇଲି : ବାଲିଘାଟକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ମଧ୍ୟରେ ବିବାଦ ଉଗ୍ରରୂପ ନେଇଛି। ଶନିବାର ବିଳମ୍ବିତ ରାତିରେ ଏକ ଗୋଷ୍ଠୀର କିଛି ଯୁବକ ଫାଙ୍କା ଗୁଳି...
ରାଜ୍ୟ

ସ୍ବାମୀଙ୍କ ମୃତ୍ୟୁର ଘଣ୍ଟାଏ ମଧ୍ୟରେ ପତ୍ନୀ ମୃତ: ଗୋଟିଏ ଜୁଇରେ ଜଳିଲା ମରଶରୀର

ପିପିଲି : ଡକାଡକି ହୋଇ ଆରପାରିକି ଚାଲିଗଲେ ସ୍ବାମୀ, ସ୍ତ୍ରୀ। ସ୍ବାମୀଙ୍କ ମୃତ୍ୟୁର ପ୍ରାୟ ୧ ଘଣ୍ଟା ମଧ୍ୟରେ ସ୍ତ୍ରୀଙ୍କର ମୃତ୍ୟୁ ଘଟିଲା। ଗୋଟିଏ ଜୁଇରେ ଜଳିଲା...
ରାଜ୍ୟ ସ୍ପେଶାଲ ରିପୋର୍ଟ

ନାମଲେଖା ପୂର୍ବରୁ ରାଜ୍ୟ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୬୭ ଯୁକ୍ତ୨ କଲେଜରେ କଟକଣା

ଭୁବନେଶ୍ବର : ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଏକାଦଶ ଶ୍ରେଣୀରେ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ତା’ପୂର୍ବରୁ ରାଜ୍ୟର ୬୭ଟି ଯୁକ୍ତ୨ କଲେଜରେ ନାମଲେଖା‌ ଉପରେ ରାଜ୍ୟ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ: କର୍ମଚାରୀଙ୍କ ତାଲିକା ମାଗିଲା ରାଜସ୍ବ ବିଭାଗ

ଭୁବନେଶ୍ବର : ମେ ୨୦୨୪ରେ ଲୋକସଭା ଓ ରାଜ୍ୟ ବିଧାନସଭାର ନିର୍ବାଚିତ ପ୍ରତିନିଧିଙ୍କ କାର୍ଯ୍ୟକାଳ ଶେଷ ହେବ। ତେଣୁ ଏହା ପୂର୍ବରୁ ଯେକୌଣସି ମୁହୂର୍ତ୍ତରେ ସାଧାରଣ ନିର୍ବାଚନ...