ରାଜ୍ୟ

ପିଏମ୍‌ଏଜିୱାଇ ସର୍ଭେରେ ଭୟଙ୍କର ଚିତ୍ର: ୩୭୧ଗାଁର ୭,୬୮୨ ପିଲା ସ୍କୁଲ ବାହାରେ

ଭୁବନେଶ୍ବର : ଓଡ଼ିଶାରେ ଅଧାରୁ ପାଠ ଛାଡ଼ୁଛନ୍ତି ପିଲା। ଆର୍ଥିକ ସ୍ଥିତି ହେଉ କିମ୍ବା ଅଳ୍ପ ବୟସରେ ରୋଜଗାର କରିବାକୁ ପିଲାମାନେ ପାଠପଢ଼ାରୁ ଦୂରେଇ ଯାଉଛନ୍ତି। ଅଭିଭାବକଙ୍କୁ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଆଜି ମହାପ୍ରଭୁଙ୍କ ଆଡ଼ପ ମଣ୍ଡପ ବିଜେ

ପୁରୀ : ମଙ୍ଗଳବାରଠାରୁ ନବଦିନାତ୍ମକ ଶ୍ରୀଗୁଣ୍ଡିଚା ଯାତ୍ରାରେ ବାହାରିଥିବା ଚତୁର୍ଦ୍ଧା ବିଗ୍ରହ ବୁଧବାର ପୂର୍ବାହ୍ନ ସୁଦ୍ଧା ଶ୍ରୀଗୁଣ୍ଡିଚା ମନ୍ଦିରଠାରେ ପହଞ୍ଚିଛନ୍ତି। ମଙ୍ଗଳବାରଠାରୁ ବଡ଼ଦାଣ୍ଡରେ ଅଟକି ରହିଥିବା ମହାପ୍ରଭୁ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଶରଧାବାଲିରେ ଗହଳିଚହଳି : ଭକ୍ତ ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ

ପୁରୀ: ଶରଧାବାଲିରେ ତିନିଟି ଯାକ ରଥ ପହଞ୍ଚିବା ପରେ ଶ୍ରୀଗୁଣ୍ଡିଚା ମନ୍ଦିରମୁହାଁ ହୋଇଛନ୍ତି ଭକ୍ତ। ଚଳଚଞ୍ଚଳ ହୋଇଛି ଶରଧାବାଲି। ମେଡିକାଲ୍‌ ଛକରୁ ଶ୍ରୀଗୁଣ୍ଡିଚା ମନ୍ଦିର ପର୍ଯ୍ୟନ୍ତ ଲାଗିଛି...
ରାଜ୍ୟ

ଛିଡ଼ା ହୋଇଥିବା ଟ୍ରକକୁ ପଛରୁ ପିଟିଲା ଇଆରଭି ଭ୍ୟାନ: ମହିଳା ଏସଆଇଙ୍କ ସମେତ...

ବୌଦ୍ଧ: ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଟ୍ରକ ଅନ୍ୟ ଗାଡ଼ି ପାଇଁ କାଳ ହେଉଛି। ରାସ୍ତାକଡ଼ରେ ଛଡ଼ା ହୋଇଥିବା ଏକ ଟ୍ରକକୁ ପଛପଟୁ ଇଆରଭି ଭ୍ୟାନ ଧକ୍କା ଦେଇ...
ରାଜ୍ୟ ସ୍ପେଶାଲ ରିପୋର୍ଟ

କଟକ- ଭୁବନେଶ୍ୱରରେ ପ୍ରାକ୍ ମୌସୁମୀ ବର୍ଷା: ଟୁଇନସିଟିବାସୀ ଆଶ୍ୱସ୍ତ

ଭୁବନେଶ୍ବର: ପ୍ରଚଣ୍ଡ ଖରା ସାଙ୍ଗକୁ ଗୁଳୁଗୁଳିରୁ ଟୁଇନସିଟିବାସୀଙ୍କୁ ମିଳିଛି ଆଶ୍ୱସ୍ତି। ଆଜି ସକାଳେ କଟକ ଓ ଭୁବନେଶ୍ବରରେ ପ୍ରଚଣ୍ଡ ତାତି ସହ ଗୁଳୁଗୁଳି ହେତୁ ଛଟପଟ ହେଉଥିଲେ...
ଅପରାଧ ରାଜ୍ୟ

ପୁଅକୁ ସ୍କୁଲରେ ଛାଡ଼ି ଘରକୁ ଫେରୁଥିଲେ ଯୁବକ: ବୋଲେରୋ ଧକ୍କାରେ ଚାଲିଗଲା ଜୀବନ

ଖଇରା: ବାଲେଶ୍ୱର ଜିଲ୍ଲା ଖଇରା ଥାନା ଅଧୀନ ଧୋବାଗଡ଼ିଆ-ରାଣୀତାଲ ରାସ୍ତାର ଭୀମନାଥପୁର ଛକ ନିକଟରେ ବୋଲେରୋ ଧକ୍କାରେ ସାଇକେଲ ଆରୋହୀଙ୍କ ମୃତ୍ୟୁ।ମୃତକ ହେଲେ ଖଇରା ଥାନା ଅଧୀନ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୁଷ୍କର୍ମ ଅଭିଯୋଗ ଆସିବାପରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଲା ମାଓ ସଙ୍ଗଠନ

ମାଲକାନଗିରି: ଦୁଷ୍କର୍ମ ଅଭିଯୋଗ ଆସିବାପରେ ସକ୍ରିୟ ସଦସ୍ୟଙ୍କୁ ମୃତ୍ୟୁଦଣ୍ଡ ଦେଲା ମାଓ ସଙ୍ଗଠନ। ମାଓ ନେତା ମାନୁ ଦୁଗାଙ୍କୁ ଗଳା କାଟି ହତ୍ୟା କରାଯାଇଛି। ଛତିଶଗଡ଼ କାଙ୍କେର...
ରାଜ୍ୟ

ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ: ପୁରୀରେ ପହଞ୍ଚିବେ ଏଏସଆଇର ୪ ଜଣିଆ...

ପୁରୀ: ଆଜିଠାରୁ ଶ୍ରୀମନ୍ଦିରରେ ଗର୍ଭଗୃହ ଯାଞ୍ଚ ଆରମ୍ଭ ହେବ ବୋଲି ଜଣାଯାଇଛି। ଏଥିପାଇଁ ଆଜି ଏଏସଆଇର ୪ ଜଣିଆ ବୈଷୟିକ ଟିମ ପୁରୀରେ ପହଞ୍ଚିବେ। ରଥଯାତ୍ରା ସମୟରେ...
ରାଜ୍ୟ

ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ୧୨ ଘଣ୍ଟିଆ ବଲାଙ୍ଗୀର ବନ୍ଦ ଡାକରା:...

ବଲାଙ୍ଗୀର: ବଲାଙ୍ଗୀର ସହରରେ ପଶ୍ଚିମ ଓଡ଼ିଶା ମହିଳା ସଂଗଠନ ପକ୍ଷରୁ ଗୁରୁବାର ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି। ଏଠରେ ବନ୍ଦର ପ୍ରଭାବ ପରିଲକ୍ଷିତ ହୋଇଛି। ସକାଳୁ...
ଅପରାଧ ରାଜ୍ୟ

ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ: ୧୧ଟି ସ୍ଥାନରେ ଏକକାଳୀନ...

ଭଦ୍ରକ: ଭିଜିଲାନ୍ସ ଜାଲରେ ଭଦ୍ରକର ପୂର୍ବତନ ଜିଲ୍ଲା ସମାଜମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରା। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଭୁବନେଶ୍ୱର, ବାଲେଶ୍ବର ଓ ଭଦ୍ରକର ୧୧ଟି ସ୍ଥାନରେ...