ରାଜ୍ୟ ସ୍ପେଶାଲ ରିପୋର୍ଟ

ସ୍ଥିତି ଅସମ୍ଭାଳ କଲାଣି ନିଅଣ୍ଟିଆ ବର୍ଷା

ଭୁବନେଶ୍ବର: ଲଗାତାର ନିଅଣ୍ଟିଆ ବର୍ଷା ଜୁଲାଇର ସ୍ଥିତିକୁ ଅଧିକ ସାଂଘାତିକ କଲାଣି। ଗତ ୨୪ ଘଣ୍ଟାରେ ରାଜ୍ୟରେ ସର୍ବମୋଟ ୬.୧ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ...
ଅପରାଧ ରାଜ୍ୟ

ଖସିଯିବେ ଧଳସାମନ୍ତ! ନିଷ୍କ୍ରିୟ ପୁଲିସ: ପଛଘୁଞ୍ଚା ଦେଲେଣି ୨୦୦ ସାକ୍ଷୀ

କଟକ:୨୦୧୬ ଜାନୁଆରି ୨୯ରେ କମିସନରେଟ୍ ପୁଲିସ ଗ୍ୟାଙ୍ଗଷ୍ଟର ଭାଇ ସୁଶୀଲ ଓ ସୁଶାନ୍ତ ଧଳସାମନ୍ତଙ୍କୁ ଗିରଫ କରିବା ଓ ତା ପରବର୍ତ୍ତୀ ପର୍ଯ୍ୟାୟରେ ଅପରାଧ ଦମନରେ କଠୋର...
ରାଜ୍ୟ

କୁଆଖାଇରେ ଛାତ୍ର ବୁଡ଼ି ଘଟଣା: ମିଳିଲା ଆଉ ୨ ମୃତଦେହ

ବାଲିଅନ୍ତା ବଜାର: ମଙ୍ଗଳବାର ଅପରାହ୍ଣରେ ସ୍ଥାନୀୟ ବଇଁଚୁଆ ଧବଳାହାର ପଠାରେ କୁଆଖାଇ ନଦୀରେ ୪ ଏମ୍‌ବିଏ ଛାତ୍ର ବୁଡ଼ି ପ୍ରାଣ ହରାଇଥିଲେ। ଗତକାଲି ରାତି ୭ଟା ସୁଦ୍ଧା...
ରାଜ୍ୟ ଶିକ୍ଷା ଓ ନିଯୁକ୍ତି|ସ୍ପେଶାଲ ରିପୋର୍ଟ

ଦଶମରେ ପ୍ରଥମ, ଦ୍ବାଦଶରେ ଫେଲ୍‌: ନାମକରା କଲେଜରେ ବଢ଼ୁଛି ଫେଲ୍‌ ହାର

ଭୁବନେଶ୍ବର: ଦଶମ ବୋର୍ଡ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହେଉଛନ୍ତି। ୬୦%ରୁ ଅଧିକ ନମ୍ବର ରଖି ଭଲ ବିଦ୍ୟାଳୟରେ ପଢ଼ିବାକୁ ସିଟ୍‌ ପାଉଛନ୍ତି। ମାତ୍ର ଦୁଇବର୍ଷ ଧରି...
ରାଜ୍ୟ

କସ୍‌ମୋପଲିସ୍ ଛକରେ ଟ୍ରାଫିକ୍‌ କଟକଣା

ଖଣ୍ଡଗିରି: କସ୍‌ମୋପଲିସ୍ ଛକଠାରୁ ହୋଟେଲ ୱେଲ୍‌କମ୍‌ ପର୍ଯ୍ୟନ୍ତ ଅଣ୍ଡର ପାସ୍‌ ଓ ୟାମାହା ସୋ’ରୁମ୍‌ ଠାରୁ କସ୍‌ମୋପଲିସ୍ ଛକ ପର୍ଯ୍ୟନ୍ତ ଫ୍ଲାଏ ଓଭର ନିର୍ମାଣ ପାଇଁ କଟକଣା...
ଅପରାଧ ରାଜ୍ୟ

ହିତାହିତ ଜ୍ଞାନ ଭୁଲିଗଲେ: ମଦ ନିଶାରେ ମଣିଷ ଖାଇଲା ମଣିଷ ମାଂସ

ବାରିପଦା/ବଡ଼ସାହି: ମଦ ନିଶାରେ ଭୁଲିଗଲେ ମଣିଷପଣିଆ। ନିଜ ସମ୍ପର୍କୀୟଙ୍କ ଶବଦାହ କରିବାକୁ ଯାଇଥିବା ବେଳେ ଜୁଇରୁ ତାଙ୍କର ଦରପୋଡ଼ା ମାଂସ କାଢ଼ି ଆଣି ଭକ୍ଷଣ କଲେ। ଏହି...
ଅପରାଧ ରାଜ୍ୟ

ଷ୍ଟେସନ ମାଷ୍ଟରଙ୍କୁ ସିବିଆଇର ମାରାଥନ୍ ଜେରା: ଅବହେଳାର ପ୍ରମାଣ ଖୋଜୁଛି ତଦନ୍ତକାରୀ ଟିମ୍

ଭୁବନେଶ୍ବର: ବାଲେଶ୍ବର ଜିଲ୍ଲା ବାହାନଗା ଷ୍ଟେସନ ଟ୍ରେନ୍ ଦୁର୍ଘଟଣା ମାମଲାରେ ତଦନ୍ତକୁ ଜୋରଦାର୍ କରିଛି ସିବିଆଇର ସ୍ବତନ୍ତ୍ର ଟିମ୍। ଦ୍ବିତୀୟ ପର୍ଯ୍ୟାୟ ରିମାଣ୍ଡରେ ଥିବା ୩ ଅଭିଯୁକ୍ତଙ୍କ...
ରାଜ୍ୟ ସ୍ପେଶାଲ ରିପୋର୍ଟ

ବାପାପୁଅଙ୍କୁ ଏକାଠି କଲା ଆଧାରକାର୍ଡ

କେନ୍ଦୁଝର: ଆଧାରକାର୍ଡ ପାଲଟିଲା ମିଳନର ମାଧ୍ୟମ। ଆଧାରକାର୍ଡ ପାଇଁ ଭିନ୍ନକ୍ଷମ ପୁଅକୁ ୬ ବର୍ଷ ପରେ ନିଜ ପରିବାର ଫେରିପାଇବା ଚର୍ଚ୍ଚାର ବିଷୟ ହୋଇଛି। ୨୦୧୭ ଜୁନ୍‌...
ରାଜ୍ୟ

ରାଇପାହାଡ଼ରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗ: ବିନା ନିଷ୍କର୍ଷରେ ବୈଠକ ଶେଷ

କୋରାପୁଟ: ନନ୍ଦପୁର ବ୍ଲକ୍‌ ରାଇପାହାଡ଼ ଗାଁରେ ଆନ୍ଧ୍ରର ଅନୁପ୍ରବେଶ ପ୍ରସଙ୍ଗରେ ଦୁଇ ରାଜ୍ୟ ଅଧିକାରୀଙ୍କ ସମାଧାନ ବୈଠକ ଆଜି ବିନା ନିଷ୍କର୍ଷରେ ଶେଷ ହୋଇଛି। ରାଇପାହାଡ଼ ଗାଁରେ...
ରାଜ୍ୟ

ହାଇକୋର୍ଟଙ୍କ ଉଦ୍‌ବେଗ: ଭିନ୍ନ ରାଜ୍ୟର ପୁଲିସ ମଧ୍ୟରେ ରହୁନି ସମନ୍ବୟ

କଟକ: ଗୋଟିଏ ରାଜ୍ୟର ପୁଲିସ ସହିତ ଅନ୍ୟ ରାଜ୍ୟ ପୁଲିସର ସମନ୍ବୟ ଓ ସହଯୋଗ ରହୁ ନାହିଁ। ଅନ୍ୟ ରାଜ୍ୟର ପୁଲିସ ନିକଟରୁ ଜଣେ ଅଭିଯୁକ୍ତ ସଂପର୍କରେ...