ରାଜ୍ୟ

ବିଲକୁ ମଟର ଭରସା: କେନାଲ ତଳମୁଣ୍ଡକୁ ଯାଉନି ପାଣି

ବାଲିପାଟଣା: ଧାରା ଶ୍ରାବଣ ଅଧା ହୋଇଗଲାଣି। ଚିତାଲାଗି ଅମାବାସ୍ୟା ଗଲାଣି। ମାତ୍ର ବର୍ଷାର ନାଁ ନାହିଁ। ନିଅଣ୍ଟିଆ ବର୍ଷା ଚାଷୀଙ୍କ ନିଦ ହଜେଇ ଦେଲାଣି। ବିଲରେ ପାଣି...
ରାଜ୍ୟ

କଛପ ଗତିରେ କଲ୍ୟାଣ ମଣ୍ଡପ ନିର୍ମାଣ: ବିତିଲା ୫ ବର୍ଷ, ପଡ଼ିପାରିଲାନି ଗୋଟିଏ...

ବାଲିଅନ୍ତା ବଜାର: ୫ ବର୍ଷ ବିତିଗଲାଣି। କିନ୍ତୁ କଲ୍ୟାଣ ମଣ୍ଡପ ନିର୍ମାଣ କାମ ସରିବା ନାଁ ଧରୁନି। ମୁଖ୍ୟ କୋଠା ନିର୍ମାଣ ସରିଥିଲେ ବି ପାଚେରି ଓ...
ରାଜ୍ୟ

ରାଜଧାନୀରେ ପିଇବା ପାଣିରେ ଲୌହ ଉପାଦାନ: ପାଣିରେ ଜମୁଛି ମାଟିଆ ରଙ୍ଗର ଆସ୍ତରଣ

ଚନ୍ଦ୍ରଶେଖରପୁର: ବୋରୱେଲ୍‌ରୁ ବାହାରୁଛି ଗୋଳିଆ ପାଣି। ଖରା ହେଉ କି ବର୍ଷା, ସବୁ ସମୟରେ ଏଭଳି ସ୍ଥିତିର ସମ୍ମୁଖୀନ ହେଉଛନ୍ତି ଚନ୍ଦ୍ରଶେଖରପୁରବାସୀ। କେବଳ ଚନ୍ଦ୍ରଶେଖରପୁର ନୁହେଁ, ଭୂତଳ ଜଳସ୍ତର...
ରାଜ୍ୟ

ଶିଖରଚଣ୍ଡୀ ପାହାଡ଼ ଜୈବ ବିବିଧତା ନଷ୍ଟ ପ୍ରସଙ୍ଗ: ଘୁଞ୍ଚିଲା ଏନ୍‌ଜିଟି ଶୁଣାଣି

ଚନ୍ଦ୍ରଶେଖରପୁର: ଶିଖରଚଣ୍ଡୀ ପାହାଡ଼ରେ ହେବାକୁ ଥିବା ପାନୀୟ ଜଳ ସଂରକ୍ଷଣ ପ୍ରକଳ୍ପ ଭବିଷ୍ୟତ ପୁଣି ଝୁଲିଲା। ପାହାଡ଼ର ଜୈବ ବିବିଧତା ନଷ୍ଟ ପ୍ରସଙ୍ଗରେ ନ୍ୟାସନାଲ ଗ୍ରିନ୍‌ ଟ୍ରିବ୍ୟୁନାଲ(ଏନ୍‌ଜିଟି)ରେ...
ରାଜ୍ୟ

କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଡେଙ୍ଗୁ ଚାପ: ବାହାର ରୋଗୀଙ୍କୁ ମିଳୁନି ପ୍ଲେଟ୍‌ଲେଟ୍‌

ଭୁବନେଶ୍ବର: ରାଜଧାନୀରେ ଡେଙ୍ଗୁ ସଂକ୍ରମଣ ବଢ଼ୁଥିବା ବେଳେ ଏହାର ଚାପ ଏବେ ସିଧାସଳଖ କ୍ୟାପିଟାଲ୍ ହସ୍ପିଟାଲରେ ପଡ଼ୁଥିବା ଦେଖିବାକୁ ମିଳୁଛି। ଏହି ହସ୍ପିଟାଲରେ ଚିକିତ୍ସାଧୀନ ଡେଙ୍ଗୁ ରୋଗୀଙ୍କ...
ରାଜ୍ୟ

ଓଡ଼ିଶା‌ ଗସ୍ତର ଶେଷ ଦିନରେ ପାତ୍ରପଡ଼ାରେ ରାଷ୍ଟ୍ରପତି

ଖଣ୍ଡଗିରି: ଓଡ଼ିଶା‌ ଗସ୍ତର ଶେଷ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ପାତ୍ରପଡ଼ାସ୍ଥିତ ନିଜ ଘରକୁ ଯାଇଥିଲେ। ଏହି ଘରଟି ଏବେ ନୂଆ ରୂପ ନେଉଛି ଏବଂ...
ରାଜ୍ୟ

ନାଁ ପଛର କଥା: ମନ୍ଦିର ନାମରେ ମା’ ଟଙ୍କପାଣି ରୋଡ୍‌

ଭୁବନେଶ୍ବର: ବ୍ରିଟିସ ଅମଳର କଥା। ସେତେବେଳେ ଏତେ ଆଧୁନିକତା ବା ଚାକଚକ୍ୟର ପ୍ରାବଲ୍ୟ ନ ଥିଲା। ଥିଲା ଭଗବାନ ଓ ପରମ୍ପରା ଉପରେ ଆସ୍ଥା ଓ ବିଶ୍ବାସ।...
ରାଜ୍ୟ

ଯନ୍ତ୍ରପାତି କିଣା ବିବାଦ: ଆରମ୍ଭ ହୋଇପାରୁନି ଢେଙ୍କାନାଳ ସମନ୍ବିତ ଆୟୁଷ ହସ୍ପିଟାଲ

ଭୁବନେଶ୍ବର : ରାଜ୍ୟର ସରକାରୀ ଡାକ୍ତରଖାନା ପାଇଁ ଆବଶ୍ୟକ ଔଷଧ ଓ ଯନ୍ତ୍ରପାତି କିଣିବାର ନୋଡାଲ ଏଜେନ୍ସି ହେଉଛି ରାଜ୍ୟ ଔଷଧ ନିଗମ(ଓଏସ୍‌ଏମ୍‌ସିଏଲ୍‌)। ଏଲୋପ୍ୟାଥିକ ସମେତ ଆୟୁଷ,...
ରାଜନୀତି ରାଜ୍ୟ

କୋଟିଆରେ ଦୁଇ ରାଜ୍ୟ ମୁହାଁମୁହିଁ, ଦୁଇ ରାଜ୍ୟ ବାଣ୍ଟିଲେ ସରକାରୀ ସହାୟତା

ପଟାଙ୍ଗି : ସୀମା ବିବାଦର ସମାଧାନ ପାଇଁ ଆଜି ନନ୍ଦପୁର ବ୍ଲକ୍‌ର ଚାଟୁଆରେ ଦୁଇ ରାଜ୍ୟର ଅଧିକାରୀ ବୈଠକ କରୁଥିଲେ। ଅନ୍ୟପଟେ ପଟାଙ୍ଗି ବ୍ଲକ୍‌ର କୋଟିଆରେ ଅନୁପ୍ରବେଶ...
ଅପରାଧ ରାଜ୍ୟ

ଓଏସ୍‌ଏସ୍‌ସି ମାମଲା: ପ୍ରିଣ୍ଟିଂ ପ୍ରେସ୍‌ରୁ ପ୍ରଶ୍ନପତ୍ର ଲିକ୍

ବାଲେଶ୍ବର : ପୂରା ଯୋଜନାବଦ୍ଧ ଭାବେ ଚାଲିଥିଲା ପ୍ରଶ୍ନପତ୍ର ଦଲାଲି ରାକେଟ୍‌। ଓଡ଼ିଶା ଷ୍ଟାଫ୍‌ ସିଲେକ୍ସନ କମିସନ୍‌ (ଓଏସ୍‌ଏସ୍‌ସି) ଦ୍ବାରା ପରିଚାଳିତ କନିଷ୍ଠ ଯନ୍ତ୍ରୀ (ସିଭିଲ) ମେନ୍‌...