ରାଜ୍ୟ ସ୍ପେଶାଲ ରିପୋର୍ଟ ଲଘୁଚାପ ସକ୍ରିୟ : ୨୪ ଘଣ୍ଟା ମଧ୍ୟରେ ପ୍ରବଳ ବର୍ଷା; ୧୩ ଜିଲ୍ଲାକୁ... ଭୁବନେଶ୍ୱର: ଗତକାଲି (ଗୁରୁବାର)ର ସକ୍ରିୟ ଲଘୁଚାପ କ୍ଷେତ୍ର ଆଜି ଉତ୍ତର-ପଶ୍ଚିମ ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ ତତ-ସଂଲଗ୍ନ ଉତ୍ତର-ଓଡିଶା ଉପକୂଳ ଅଞ୍ଚଳରେ ସକ୍ରିୟ ରହିଛି ଏବଂ ଏହା ସହ ଜଡିତ... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ଡିମ୍ଡ ଜଙ୍ଗଲ ଗିଳିଦେବାକୁ ସରକାରୀ ଷଡ଼୍ଯନ୍ତ୍ର: କାହା ସ୍ବାର୍ଥ ପାଇଁ ଜଙ୍ଗଲ ବିଭାଗ... ଭୁବନେଶ୍ବର: ପାଞ୍ଚ କି ଦଶ ଏକର ନୁେହଁ, ପାଞ୍ଚ ହଜାର ବର୍ଗ କିଲୋମିଟର ଜଙ୍ଗଲକୁ ଉଡ଼ାଇଦେବାକୁ ସରକାରୀ ଷଡ଼୍ଯନ୍ତ୍ର। ଯେତେବେଳେ ଜଳବାୟୁ ପରିବର୍ତ୍ତନକୁ ନେଇ ଓଡ଼ିଶା ଭୀଷଣ... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ କୃଷିମନ୍ତ୍ରୀଙ୍କ ଜିଲ୍ଲାସ୍ତରୀୟ ସମୀକ୍ଷା: ଚାଷୀ ସମସ୍ୟାର ସମାଧାନକୁ ଗୁରୁତ୍ବ ଭବାନୀପାଟଣା: କୃଷି ଓ କୃଷକ ସଶକ୍ତୀକରଣ, ମତ୍ସ୍ୟ ଓ ପ୍ରାଣୀ ସଂପଦ ବିଭାଗ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ ଆଜି କଳାହାଣ୍ଡି ଜିଲ୍ଲାର ବିଭିନ୍ନ ଅଞ୍ଚଳ ଗସ୍ତ... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ୪ ବର୍ଷ ପରେ ବଢ଼ିଲା ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ଚାଷୀ ସଂଖ୍ୟା ଭୁବନେଶ୍ବର: ଲଗାତାର ୪ ବର୍ଷ ଧରି ପ୍ରଧାନମନ୍ତ୍ରୀ ଫସଲ ବୀମାଭୁକ୍ତ ଚାଷୀଙ୍କ ସଂଖ୍ୟା ହ୍ରାସ ପାଇବାରେ ଲାଗିଥିଲା। ଚଳିତ ବର୍ଷ ରାଜ୍ୟ ସରକାରଙ୍କ ପକ୍ଷରୁ ୨ ହେକ୍ଟର... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ମାଟିରେ ମିଶିଲା ମାଫିଆଙ୍କ ବିଳାସପୂର୍ଣ୍ଣ କୋଠା: ବୁଲିଲା ବୁଲ୍ଡୋଜର ସଇନ୍ତଳା: ଗଞ୍ଜେଇ ମାଫିଆ ବିରୋଧରେ ବଲାଙ୍ଗୀର ଜିଲ୍ଲା ପ୍ରଶାସନ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛି। ସଇନ୍ତଳା ବ୍ଲକ୍ ଫପସି ଛକସ୍ଥିତ ଗଞ୍ଜେଇ ମାଫିଆ ଘନଶ୍ୟାମ ଜେନାର ବିରାଟ... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ନାବାଳିକା ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ବିଚାର କରି ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ଆକାଂକ୍ଷିତ ମିଶ୍ର ଅଭିଯୁକ୍ତକୁ ୨୦ ବର୍ଷ... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ଲଘୁଚାପ: ଆଜି ୭ ଜିଲ୍ଲାରେ ପ୍ରବଳ ବର୍ଷା ଭୁବନେଶ୍ବର: ଗତକାଲିର ଘୂର୍ଣ୍ଣିବଳୟ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଅଞ୍ଚଳରେ ସକ୍ରିୟ ରହିଛି। ଏହା ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୭.୬ କିମି ଉଚ୍ଚତା ଯାଏ ବ୍ୟାପିଛି। ଏହି ଘୂର୍ଣ୍ଣିବଳୟ ପ୍ରଭାବରେ... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ସୁପ୍ରିମକୋର୍ଟ କଲେଜିୟମର ସୁପାରିସ: ଶିବଶଙ୍କର ମିଶ୍ର, ଆନନ୍ଦଚନ୍ଦ୍ର ବେହେରା ହେବେ ହାଇକୋର୍ଟର ନୂଆ... ନୂଆଦିଲ୍ଲୀ/କଟକ: ଓଡ଼ିଶା ହାଇକୋର୍ଟର ବିଚାରପତି ଭାବେ ବିଶିଷ୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଓ ବରିଷ୍ଠ ବିଚାରବିଭାଗୀୟ ଅଧିକାରୀ ଆନନ୍ଦ ଚନ୍ଦ୍ର ବେହେରାଙ୍କୁ ନିଯୁକ୍ତି ମିଳିବାକୁ ଯାଉଛି।... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ମାହାଙ୍ଗା ନାବାଳିକା ମୃତ୍ୟୁ ମାମଲା: ବିବାଦରେ ପୁଲିସ ଭୁବନେଶ୍ବର/ କଟକ: ବହୁଚର୍ଚ୍ଚିତ ମାହାଙ୍ଗା ନାବାଳିକା ଅନର କିଲିଂ ମାମଲାରେ ରୋଚକ ତଥ୍ୟ ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ହଇଚଇ ସୃଷ୍ଟି େହାଇଛି। ‘ସମ୍ବାଦ’ରେ ରିପୋର୍ଟ... BY NewsLaxmi7 August 18, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ଆମ ଘରର ହାଲଚାଲ: ଜନ୍ମଦିନର ଅନୁଚିନ୍ତା ସତୁରି ପରର ପ୍ରଥମ ବର୍ଷ ପୂର୍ତ୍ତି ଅବସରରେ ଆଜି ଅନେକ କଥା ମନକୁ ଆସୁଛି। ସର୍ବପ୍ରଥମେ ମୁଁ ଈଶ୍ବରଙ୍କୁ ସ୍ମରଣ କରି କୃତଜ୍ଞତା ଜଣାଉଛି। ଈଶ୍ବରଙ୍କ ମନୋନୀତ... BY NewsLaxmi7 August 18, 2023 0 Comment