ମୋଦୀଙ୍କୁ ଜେଡିୟୁ ସଭାପତିଙ୍କ ସମାଲୋଚନା: ୨୦୨୪ରେ ଜିତିଲେ ସମ୍ବିଧାନ ନାଁ ବଦଳାଇଦେବେ ମୋଦୀ
ନୂଆଦିଲ୍ଲୀ : ଦେଶରେ ବିଭିନ୍ନ ଅନୁଷ୍ଠାନର ନାମ ପରିବର୍ତ୍ତନକୁ ନେଇ ଜେଡିୟୁ (ଜନତା ଦଳ-ୟୁନାଇଟେଡ୍) ସଭାପତି ଲଳନ ସିଂହ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିଛନ୍ତି।...









