ରାଜନୀତି ରାଜ୍ୟ ତେଲକୋଇ ଦେଖିବ ନୂଆ ମୁହଁ! କେନ୍ଦୁଝର: ବିଜେଡି ଦଖଲରେ ରହିଥିବା କେନ୍ଦୁଝର ଜିଲ୍ଲା ତେଲକୋଇ ବିଧାନସଭା ନିର୍ବାଚନମଣ୍ଡଳୀରେ ପ୍ରାର୍ଥୀ ଚୟନକୁ ନେଇ ଛକାପଞ୍ଝା ଲାଗି ରହିଛି। ଦୁଇ ପ୍ରମୁଖ ଦଳ ବିଜେଡି ଓ... BY NewsLaxmi7 August 25, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ତିନିଭାଗ ହେବ ଗଞ୍ଜାମ! ଘୁମୁସର, ଋଷିକୁଲ୍ୟା, ବ୍ରହ୍ମପୁର ଜିଲ୍ଲା ଗଠନ ଦାବି ଜୋର୍ ବ୍ରହ୍ମପୁର: ବରଗଡ଼ ଜିଲ୍ଲାର ପଦ୍ମପୁର ଉପଖଣ୍ଡକୁ ଜିଲ୍ଲା ମାନ୍ୟତା ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ। ପଦ୍ମପୁର ଉପନିର୍ବାଚନ ବେଳେ ଏଭଳି ଘୋଷଣା କରି... BY NewsLaxmi7 August 25, 2023 0 Comment
ରାଜ୍ୟ ମହାପ୍ରଭୁ ପଛ, ଅନ୍ୟମାନେ ଆଗ: କାର୍ଯ୍ୟାନୁଷ୍ଠାନ ନେବାକୁ କୁନ୍ଥକୁନ୍ଥ, କାହା ଚାପରେ ସମସ୍ତେ... ପୁରୀ: ତିନି ରଥ ସିଂହଦ୍ବାରରୁ ଗୁଣ୍ଡିଚାମନ୍ଦିର ଯାଏ ପହଞ୍ଚିବାକୁ ଦୁଇ ଦିନ ଲାଗିଗଲା। ପହଣ୍ଡି, ନୀତି ଓ ବନକଲାଗି ବିଶୃଙ୍ଖଳା ସୀମା ଟପିଗଲା। ହେରାପଞ୍ଚମୀ ପରଦିନ ଯାଇ... BY NewsLaxmi7 August 25, 2023 0 Comment
ଅପରାଧ ରାଜ୍ୟ ସାମାନ୍ୟ ବଚସାରୁ ସାଙ୍ଗକୁ ପିଟିପିଟି ହତ୍ୟା ଜଗତସିଂହପୁର: ସାମାନ୍ୟ ବଚସାରୁ ଯୁବକଙ୍କୁ ପିଟିପିଟି ହତ୍ୟା। ଜଗତସିଂହପୁର ଥାନା ଅଧୀନ ଶାଳଜଙ୍ଗ ଚାରିବଟିଆ ଗାଁରେ ଗୁରୁବାର ଏହି ଆପରାଧିକ ଘଟଣା ଘଟିଛି। ମୃତକ ହେଲେ, ସାଗର... BY NewsLaxmi7 August 25, 2023 0 Comment
ଅପରାଧ ରାଜ୍ୟ ୨୦୧୩ରେ ୩ ନାବାଳିକାଙ୍କୁ ଦୁଷ୍କର୍ମ ମାମଲା: ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ ସମ୍ବଲପୁର: ୨୦୧୩ ମସିହାରେ ନକ୍ସାପାଲି ସ୍ଥିତ ବାବା ଦୀପ ବାଲଜ୍ୟୋତି ଶିଶୁ ଆଶ୍ରମରେ ରହୁଥିବା ୩ ଜଣ ନାବାଳିକା ଦୁଷ୍କର୍ମର ଶିକାର ହୋଇଥିଲେ। ଦୁଷ୍କର୍ମ ଅଭିଯୁକ୍ତ ସେହି... BY NewsLaxmi7 August 25, 2023 0 Comment
ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ ଏନ୍କାଉଣ୍ଟର୍ରେ ଦୁର୍ଦ୍ଦାନ୍ତ ପିନୁ ଗୁରୁତର, ପିସ୍ତଲ ଓ ଦୁଇଟି ଗୁଳି ଜବତ ପୁରୀ: ଆଜି ଅପରାହ୍ଣ ପ୍ରାୟ ସାଢ଼େ ୩ଟାରେ ପୁଲିସ ଏନ୍କାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ପିନାକୀ ବରାଳ ଓରଫ୍ ପିନୁ ଗୁରୁତର ଆହତ ହୋଇଛି। ତା’ ବାମ ଗୋଡ଼ରେ... BY NewsLaxmi7 August 25, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ଚନ୍ଦ୍ରଯାନ-୩ ସଫଳତାରେ ଦୁଇ ଓଡ଼ିଆ ବୈଜ୍ଞାନିକ ବ୍ରହ୍ମପୁର: ଚନ୍ଦ୍ରଯାନ-୩ର ସଫଳତାକୁ ନେଇ ସାରା ବିଶ୍ବ ଇସ୍ରୋ ବୈଜ୍ଞାନିକଙ୍କ ପ୍ରଶଂସାରେ ଶତମୁଖ। ଏହି ବୈଜ୍ଞାନିକଙ୍କ ମଧ୍ୟରେ ରହିଛନ୍ତି ବ୍ରହ୍ମପୁରର ଦୁଇ ଓଡ଼ିଆ ପୁଅ। ଜଣେ ହେଲେ... BY NewsLaxmi7 August 25, 2023 0 Comment
ଅପରାଧ ରାଜ୍ୟ କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ! ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ୩ ଅଟକ କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ଚାଞ୍ଚଲ୍ୟ! ବୃଦ୍ଧାଙ୍କୁ ଗଣଦୁଷ୍କର୍ମ ଅଭିଯୋଗରେ ଥାନାରେ ୩ ଅଟକ। କଣ୍ଟାବାଞ୍ଜି ଥାନା ଡ଼ୁମେରଚୁଆଁ ଅଞ୍ଚଳରେ ଜଣେ ୬୦ବର୍ଷୀୟା ବୃଦ୍ଧାଙ୍କୁ ଗଣ ଦୁଷ୍କର୍ମ... BY NewsLaxmi7 August 25, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର: ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡ଼ିଆ ଚଳଚ୍ଚିତ୍ର ଭୁବନେଶ୍ବର/ନୂଆଦିଲ୍ଲୀ: ଆଜି ‘୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର’ ଘୋଷଣା କରାଯାଇଛି। ଦିଲ୍ଲୀର ନ୍ୟାସନାଲ୍ ମିଡିଆ ସେଣ୍ଟର୍ରେ ଆଜି (ଗୁରୁବାର) ପୁରସ୍କାର ବିଜେତାମାନଙ୍କ ନାମ ଘୋଷିତ ହୋଇଛି। ‘ଗଙ୍ଗୁବାଇ... BY NewsLaxmi7 August 25, 2023 0 Comment
ରାଜ୍ୟ ସ୍ପେଶାଲ ରିପୋର୍ଟ ୧୯୬୪ କୋଟି ଠକିନେଲା ଭିସା ପାୱାର: ଭୁବନେଶ୍ବର ପିଏନ୍ବିକୁ ୩୯୪ କୋଟି ଟଙ୍କାର... ଭୁବନେଶ୍ବର: ଦେଶର ଆଉ ଏକ ବଡ଼ଧରଣର ବ୍ୟାଙ୍କ ଋଣ ଠକେଇ ସାମ୍ନାକୁ ଆସିଛି। ବ୍ୟାଙ୍କକୁ ୧୯୬୪ କୋଟି ଟଙ୍କାର ଚୂନ ଲଗାଇଛି ଭିସା ପାଵାର କମ୍ପାନି। ସଂସ୍ଥା... BY NewsLaxmi7 August 25, 2023 0 Comment