ହାଇଦ୍ରାବାଦରେ ଚିକିତ୍ସାଧୀନ ବଣ୍ଡା ଦାଦନ ଶ୍ରମିକଙ୍କ ମୃତ୍ୟୁ, ୪ରେ ପହଞ୍ଚିଲା ମୃତକଙ୍କ ସଂଖ୍ୟା
ଖଇରପୁଟ: ରୋଜଗାର ସନ୍ଧାନରେ ଗାଁ ଛାଡ଼ି ହାଇଦ୍ରାବାଦ ଯାଇଥିବା ମାଲକାନଗିରି ଜିଲ୍ଲା ବଣ୍ଡାଘାଟିର ଆଉ ଜଣେ ଦାଦନର ମୃତ୍ୟୁ ହୋଇଛି। ହାଇଦ୍ରାବାଦରେ ଏକ ଘରୋଇ ଚିକିତ୍ସାଳୟରେ ଚିକିତ୍ସାଧିନ...









