ରାଜ୍ୟ

ଶୀତଦିନେ ଶୁଖିଯାଉଛି କୁଲଡିହାର ୩ ଡ୍ୟାମ୍‌: ଆଉ ଶୁଭୁନି ବିଦେଶାଗତ ପକ୍ଷୀଙ୍କ କଳରବ

ନୀଳଗିରି: ବାଲେଶ୍ବର ଜିଲ୍ଲା ନୀଳଗିରି ଉପଖଣ୍ଡରେ ଥିବା ଋଷିଆ, ସାତଘାଟି ଓ ଖୁମକୁଟ୍‌ ଡ୍ୟାମର ବିସ୍ତୀର୍ଣ୍ଣ ଜଳରାଶି ଓ ଏହାର ବାତାବରଣରେ ଆକୃଷ୍ଟ ହୋଇ ପ୍ରତିବର୍ଷ ଶୀତଋତୁରେ...
ରାଜ୍ୟ

ଝାଡ଼ାବାନ୍ତିରେ ୩ ଦିନରେ ୩ ମୃତ: ଦଣ୍ଡସେନାଗୁଡାରେ ୭ ଜଣିଆ ଡାକ୍ତରୀ ଦଳ

ନବରଙ୍ଗପୁର/ନନ୍ଦାହାଣ୍ଡି: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ୍‌ ଝାଡ଼ବନ୍ଧଗୁଡ଼ା ପଞ୍ଚାୟତ ଅନ୍ତର୍ଗତ ଦଣ୍ଡସେନାଗୁଡା ଗାଁରେ ବ୍ୟାପିଲା ଝାଡ଼ାବାନ୍ତି। ୩ଦିନ ମଧ୍ୟରେ ୩ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।...
ରାଜ୍ୟ

ଓୟୁଏଟିର ‘ପ୍ରଥମା’କୁ ଉନ୍ମୋଚନ କଲେ ପ୍ରଧାନମନ୍ତ୍ରୀ: କ୍ଷୀର ଉତ୍ପାଦନ ବୃଦ୍ଧିରେ ସହାୟକ ହେବ

ସମ୍ବଲପୁର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ବିକଶିତ ଡାଲିଜାତୀୟ ଗୋ-ଖାଦ୍ୟ ଫସଲ ବିହନ ‘ପ୍ରଥମା’କୁ ପ୍ରଧାନମନ୍ତ୍ରୀ ଉନ୍ମୋଚନ କରିଛନ୍ତି। ଏହା ଦେଶରେ ‘ପିଲିପେସାର’ର ସର୍ବପ୍ରଥମ...
ରାଜ୍ୟ

ପଦ ହରାଇଲେ ଭବାନୀପାଟଣା ପୌରାଧ୍ୟକ୍ଷା: ବିରୋଧରେ ଭୋଟ୍‌ ଦେଲେ ସମସ୍ତ ୨୦ କାଉନସିଲର

ଭବାନୀପାଟଣା: କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ପୌର ପରିଷଦ ଅଧ୍ୟକ୍ଷା ସଂଯୁକ୍ତା ବେହେରା ପଦଚ୍ୟୁତ ହୋଇଛନ୍ତି। ସୋମବାର ଆଗତ ଅନାସ୍ଥା ପ୍ରସ୍ତାବ ଭୋଟିଂରେ ବିଜେଡିର ୧୮ ଜଣ, ବିଜେପିର...
ରାଜ୍ୟ

ରାଜନଗରରେ ଆତଙ୍କ: କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ଉଦ୍ଧାର

କେନ୍ଦ୍ରାପଡା: ବ୍ରାହ୍ମଣୀ ନଦୀରେ ଗତକାଲି କୁମ୍ଭୀର ଟାଣି ନେଇଥିବା ମହିଳାଙ୍କର ମୃତଦେହ ଆଜି ସକାଳେ ଉଦ୍ଧାର କରାଯାଇଛି। ରାଜନଗରରେ କୁମ୍ଭୀର ଆତଙ୍କ ଖେଳିଯାଇଛି। ସ୍ତାନୀୟ ଅଞ୍ଚଳରେ ଏହି...
ରାଜ୍ୟ

ନୂଆ ପ୍ରକଳ୍ପ ଦ୍ବାରା ରେଳ ଭିତ୍ତିଭୂମି ସୁଦୃଢ଼ ହେବ: ରେଳମନ୍ତ୍ରୀଙ୍କ ସହ ଭିଡିଓ...

ଭୁବନେଶ୍ବର/ନୂଆଦିଲ୍ଲୀ: କେନ୍ଦ୍ର ସରକାର ଓଡ଼ିଶାକୁ ୧୫ ହଜାର କୋଟି ଟଙ୍କାର ୬ଟି ଗୁରୁତ୍ୱପୂର୍ଣ୍ଣ ରେଳ ପ୍ରକଳ୍ପ ମଞ୍ଜୁର କରିଛନ୍ତି। ଏକାଥରେ ଏତେ ଟଙ୍କାର ମଞ୍ଜୁରୀ ମିଳିବା ପରେ...
ରାଜ୍ୟ

ଚର୍ଚ୍ଚାରେ ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା: ସକାଳେ ବଦଳି, ଅପରାହ୍ନରେ ବାତିଲ

ମାଲକାନଗିରି: ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସିକାଙ୍କ ବଦଳିକୁ ନେଇ ଜିଲ୍ଲାରେ ଏବେ ବେଶ ଚର୍ଚ୍ଚା। ସରକାର ଶୁକ୍ରବାର ମାଲକାନଗିରି ଆଇଟିଡିଏ ପ୍ରକଳ୍ପ ପ୍ରଶାସିକା ଜୟଶ୍ରୀଙ୍କୁ...
ରାଜ୍ୟ

ବାଂଲାଦେଶୀଙ୍କ ପାଇଁ ଏବେ ବିପଦରେ ଧାମରା: କଲାମ୍‌ ଦୀପ ଓ ବନ୍ଦର ସୁରକ୍ଷା...

ଧାମରା: ଏବେ ଭାରତ ମୁହାଁ ହୋଇଛନ୍ତି ବାଂଲାଦେଶୀ। ବିଶେଷକରି, ଓଡ଼ିଶାର ଉପକୂଳ ଦେଇ ଶହଶହ ବାଂଲାଦେଶୀ ପ୍ରବେଶ କରିବାପାଇଁ ଉଦ୍ୟମ କରୁଛନ୍ତି। ଯାହାକି, ଉପକୂଳ ଅଞ୍ଚଳର ସୁରକ୍ଷା...
ରାଜ୍ୟ

ଦଶପଲ୍ଲାର ଭିନ୍ନ ଏକ ନଗଡ଼ା: ଅପପୁଷ୍ଟିରେ ଶଢ଼ୁଛନ୍ତି, ଚିକିତ୍ସା ପାଇଁ ମୁହଁ ମୋଡ଼ୁଛନ୍ତି

ଦଶପଲ୍ଲା: ଫୁଙ୍ଗୁଳା ଦେହ ସାଙ୍ଗକୁ ନୁଖୁରା ମୁଣ୍ତ। ଆଖି କୋରଡ଼କୁ ପଶି ଯାଇଛି। କିଏ ବଣପାହାଡ଼ ବୁଲି ପାଚିଲା ତାଳ ଖାଉଛି ତ କାହା ହାତରେ ଲୁଣ...
ରାଜ୍ୟ

ଓଡ଼ିଶାକୁ ମିଳିଲା ୫ଟି ନୂଆ ରେଳ ପ୍ରକଳ୍ପ: ଧନ୍ୟବାଦ ଦେଲେ କେନ୍ଦ୍ର ଶିକ୍ଷା...

ଭୁବନେଶ୍ବର: କେନ୍ଦ୍ର କ୍ୟାବିନେଟ୍‌ରେ ଓଡ଼ିଶାକୁ ନୂଆ ରେଳ ଲାଇନ୍ ସହ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ସମ୍ପ୍ରସାରଣ ନେଇ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।...