ପ୍ରଥମ ସପ୍ତାହ ମୁଢ଼ି ଖାଇ ବଞ୍ଚିଥିଲୁ: ମହାପ୍ରଭୁ ଜଗନ୍ନାଥ ବଞ୍ଚାଇଦେବେ ବୋଲି ଭରସା...
ବାରିପଦା/କଳାବାଡ଼ିଆ/ରାଇରଙ୍ଗପୁର/ବାସୁଦେବପୁର: ୧୭ ଦିନର ଜୀବନ-ମୃତ୍ୟୁ ଲଢ଼େଇ ପରେ ଉତ୍ତରକାଶୀ ସିଲ୍କାରା ସୁଡ଼ଙ୍ଗରୁ ସୁରକ୍ଷିତ ଭାବେ ବାହାରିଛନ୍ତି ମୟୂରଭଞ୍ଜ ଜିଲ୍ଲା ବାଙ୍ଗିରିପୋଷି ବ୍ଳକ୍ ଯୋଗିବନ୍ଧ ଗାଁର ବିଶ୍ବେଶ୍ବର ନାଏକ,...









