ଦେଶ ବିଦେଶ ମନୋରଞ୍ଜନ

ସାମ୍ବାଦିକଙ୍କୁ ଜନ୍ ଆବ୍ରାହମ୍ କହିଲେ ମୁର୍ଖ, ଫିଲ୍ମ ପ୍ରମୋଶନ ବେଳେ କାହିଁକି ରାଗିଗଲେ...

ନୂଆଦିଲ୍ଲୀ,୨୯/୦୩: ବଲିଉଡ୍ ଷ୍ଟାର୍ ଜନ୍ ଆବ୍ରାହମ୍ ଏବେ ନିଜ ପିଲ୍ମ ‘ଆଟାକ’ର ପ୍ରମୋଶନରେ ବ୍ୟସ୍ତ ରହୁଛନ୍ତି । ଯାହା ଏପ୍ରିଲ ୧ରେ ରିଲିଜ୍ ହେବ । ଏହାମଧ୍ୟରେ...
ଦେଶ ବିଦେଶ ମନୋରଞ୍ଜନ

ଓଡ଼ିଆଙ୍କୁ ହତୋତ୍ସାହିତ କରୁଛି ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍‌

ଭୁବନେଶ୍ବର: ପ୍ରଖ୍ୟାତ ନିର୍ଦ୍ଦେଶକ ଏସ୍‌ଏସ୍‌ ରାଜାମୌଲିଙ୍କ ଚଳଚ୍ଚିତ୍ର ‘ଆର୍‌ଆର୍‌ଆର୍’ ବକ୍ସ ଅଫିସ୍‌ରେ ରେକର୍ଡ ପରେ ରେକର୍ଡ କରି ଚାଲିଛି। ହେଲେ ଏହି ଚଳଚ୍ଚିତ୍ର ଓଡ଼ିଆଙ୍କ ଭାବାବେଗକୁ ଆଘାତ...
ଦେଶ ବିଦେଶ ମନୋରଞ୍ଜନ

କଙ୍ଗନାଙ୍କ ସହ ଯୁକ୍ତି କରିବା ସାଇଶାଙ୍କୁ ପଡିଲା ମହଙ୍ଗା, ଶୋ’ ଲକ୍‌ଅପ୍‌ରୁ ହେଲେ...

ନୂଆଦିଲ୍ଳୀ ୨୮।୦୩ : ଡିଜାଇନର୍ ତଥା ଟ୍ରାନ୍ସୱିମ୍ୟାନ୍ ସାଇଶା ସିନ୍ଦେଙ୍କୁ କଙ୍ଗନାଙ୍କ ସୋ ‘ଲକ୍ ଅପ୍’ରୁ ବାହାର କରାଯାଇଛି। ଶୋ’ରୁ ବାହାରିବା ପୂର୍ବରୁ ସାଇଶା ଏବଂ କଙ୍ଗନାଙ୍କ...
ଦେଶ ବିଦେଶ ମନୋରଞ୍ଜନ

ଓସ୍କାର ମଞ୍ଚ ଉପରେ ପତ୍ନୀଙ୍କୁ ଥଟ୍ଟା କରୁଥିଲେ ହୋଷ୍ଟ, ସହିପାରିଲେନି ୱିଲ୍ ସ୍ମିଥ୍,...

ନୂଆଦିଲ୍ଲୀ ୨୮/୦୩ : କଳା ଜଗତ ସହିତ ଜଡିତ ପ୍ରତ୍ୟେକ କଳାକାର ଏବଂ ବ୍ୟକ୍ତି ବିଶେଷ ସିନେମା ଜଗତର ସବୁଠାରୁ ବଡ ପର୍ବ ଓସ୍କାରର ଇଭେଣ୍ଟକୁ ଅପେକ୍ଷା...
ମନୋରଞ୍ଜନ ରାଜ୍ୟ

ନାଟକ ପାଇଁ ଭଲ ମଞ୍ଚର ଅଭାବ, ଏକମାତ୍ର ଭରସା ରବୀନ୍ଦ୍ର ମଣ୍ଡପ

ଭୁବନେଶ୍ବର,(ସସ୍ମିତା ସାହୁ): ନାଟକ ପରିବେଷଣ ପାଇଁ ଭଲ ମଞ୍ଚଟିଏ ଦରକାର। ମଞ୍ଚରେ ସବୁପ୍ରକାର ଅତ୍ୟାଧୁନିକ ଭିତ୍ତିଭୂମି ଥିଲେ ନିର୍ଦ୍ଦେଶକଙ୍କୁ ଏକ ଉନ୍ନତମାନର ନାଟକ ମଞ୍ଚସ୍ଥ କରାଇବାରେ ସୁବିଧା...
ଦେଶ ବିଦେଶ ମନୋରଞ୍ଜନ

କଲେଜ୍‌ରୁ ଆରମ୍ଭ ହୋଇଥିଲା ବନ୍ଧୁତା, ପରେ ସାଜିଲେ ଜୀବନସାଥୀ… ଜାଣନ୍ତୁ ରାମ ଚରଣ-ଉପସନାଙ୍କ...

ନୂଆଦିଲ୍ଳୀ ୨୭।୦୩ : ଆଜି ଦକ୍ଷିଣର ସୁପରଷ୍ଟାର ରାମ ଚରଣଙ୍କ ଜନ୍ମଦିନ । ୩୭ ବର୍ଷ ବୟସରେ ପଦାର୍ପଣ କରିଛନ୍ତି ରାମ। ରାମଚରଣ ତାଙ୍କ କ୍ୟାରିୟରରେ ଅନେକ...
ଦେଶ ବିଦେଶ ମନୋରଞ୍ଜନ

ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କଲେଣି ରଣବୀର-ଆଲିଆ, ଭାଇରାଲ୍‌ ହେଉଛି ଫଟୋ…

ନୂଆଦିଲ୍ଳୀ ୨୭।୦୩ : ଖୁବଶୀଘ୍ର ବାଜିବ ଅଭିନେତା ରଣବୀର କପୁର ଓ ଆଲିଆ ଭଟ୍ଟଙ୍କ ଶାହାନାଇ। ହାତକୁ ଦି ହାତ ହେବ ଏହି ଲଭ୍‌ ବାର୍ଡ। ଦୀର୍ଘ...
ଦେଶ ବିଦେଶ ମନୋରଞ୍ଜନ

ବଲିଉଡ୍ ଛାଡ଼ିବାକୁ ନିଷ୍ପତ୍ତି କରିଥିଲେ ଅମୀର ଖାନ; କାରଣ ଜାଣି କାନ୍ଦି ପକାଇଥିଲେ...

ମୁମ୍ବାଇ: ବେଳେ ବେଳେ ମଣିଷ ବ୍ୟସ୍ତତା ଜୀବନରେ ଧାଇଁ ଧାଇଁ ପଛରେ ଛାଡ଼ିଆସେ ଅନେକ ସ୍ମୃତି, ଭଲପାଇବା ଓ ଅନେକ ଚିହ୍ନା ମୁହଁ। ଆଉ ଥକିଗଲେ ଯେତେବେଳେ...
ଦେଶ ବିଦେଶ ମନୋରଞ୍ଜନ

ଶ୍ରଦ୍ଧାଙ୍କ ସହ ବ୍ରେକଅପ୍‌କୁ ନେଇ ମୁହଁ ଖୋଲିଲେ ରୋହନ୍‌, ରିଲେସନ୍‌ସିପ୍‌ ବିଷୟରେ କହିଲେ...

ମୁମ୍ବାଇ ୨୬।୦୩ : ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ବର୍ତ୍ତମାନ ଖୁବ୍‌ ଚର୍ଚ୍ଚାରେ । ତାହା ପୁଣି ଫିଲ୍ମ କି ନେଇ ନୁହଁ ବରଂ ଲଭ ଲାଇପ୍‌କୁ...
ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

କରୋନା ସଂକ୍ରମଣ ହେଲେ ଲାରା ଦତ୍ତା, ଅଭିନେତ୍ରୀଙ୍କ ଘରକୁ ସିଲ୍‌ କଲା ବିଏମସି

ମୁମ୍ବାଇ ୨୬।୦୩ : ବଲିଉଡର ଜଣାଶୁଣା ଅଭିନେତ୍ରୀ ତଥା ପୂର୍ବତନ ବ୍ରହ୍ମାଣ୍ଡ ସୁନ୍ଦରୀ ଲାରା ଦତ୍ତାଙ୍କ ସିଲ୍‌ ହେଲା ଘର। ବିଏମ୍‌ସି ତାଙ୍କ ପୂରା ବିଲ୍ଡିଂକୁ ସିଲ୍‌...