‘୨୦୨୧ ଇଣ୍ଟର୍ନ୍ୟାସ୍ନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆର୍କାଇଭ୍ ସମ୍ମାନ’ ପାଇବେ ମେଗାଷ୍ଟାର୍ ଅମିତାଭ...
ନୂଆଦିଲ୍ଲୀ: ‘ଇଣ୍ଟର୍ ନ୍ୟାସ୍ନାଲ୍ ଫେଡେରେସନ୍ ଅଫ୍ ଫିଲ୍ମ ଆର୍କାଇଭ୍ସ୍’ ମେଗାଷ୍ଟର୍ ଅମିତାଭ ବଚ୍ଚନଙ୍କୁ ‘୨୦୨୧ ଏଫ୍ଆଇଏଏଫ୍’ ସମ୍ମାନରେ ଭୂଷିତ କରିବ। ଫିଲ୍ମ ଆର୍କାଇଭ୍ସ୍ ଏବଂ ମିଉଜିୟମ୍ର ଏହି...