ଭାରତ ପାଇଁ ଆମେରିକାର ରାଷ୍ଟ୍ରଦୂତ ଭାବେ ଏରିକ୍ ଗାର୍ସେଟିଙ୍କୁ ପୁନଃମନୋନୀତ କଲେ ଜୋ’...
ୱାସିଂଟନ୍: ଲସ୍ ଏଞ୍ଜେଲ୍ସ୍ର ପୂର୍ବତନ ମେୟର୍ ଏରିକ୍ ଗାର୍ସେଟିଙ୍କୁ ମଙ୍ଗଳବାର ଦିନ ଆମେରିକାର ରାଷ୍ଟ୍ରପତି ଜୋ’ ବାଇଡେନ୍ ଭାରତ ପ୍ରତି ତାଙ୍କର ଦୂତ ଭାବେ ପୁନଃମନୋନୀତ କରିଛନ୍ତି।...









