ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୁଲିସ ଏତଲା ରୁଜୁ କଲାନି: ଆତ୍ମହତ୍ୟା କରିଦେଲେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଜଲୌନରେ ଜଣେ ବାପା ନିଜ ନାବାଳିକା ଝିଅକୁ ନ୍ୟାୟ ଦେଇ ନପାରିବାରୁ ଆତ୍ମହତ୍ୟା କରିଦେଇଛନ୍ତି। ଉକ୍ତ ବ୍ୟକ୍ତିଙ୍କ ୧୫ ବର୍ଷର ଝିଅ ୨ ମାସ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ସିଆଲଦାହ-ଅଜମେର ଏକ୍ସପ୍ରେସରେ ଅଗ୍ନିକାଣ୍ଡ

କୋଲକାତା: ସିଆଲଦାହ-ଅଜମେର ଏକ୍ସପ୍ରେସ ଟ୍ରେନ୍‌ରେ ଆଜି ଅଗ୍ନିକାଣ୍ଡ ହୋଇଛି। ସର୍ଟ ସର୍କିଟ୍‌ ଯୋଗୁ ଟ୍ରେନ୍‌ରେ ଅଗ୍ନିକାଣ୍ଡ ହୋଇଥିବା ଜଣାପଡ଼ିଛି। ପଶ୍ଚିମବଙ୍ଗର ସିଆଲଦାହରୁ ରାଜସ୍ଥାନର ଅଜମେରକୁ ଯାତ୍ରା କରୁଥିବା...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମଧ୍ୟପ୍ରଦେଶ ନିର୍ବାଚନ ୨୦୨୩: ବଜରଙ୍ଗ ସେନା ସହ ମେଣ୍ଟ କଲା କଂଗ୍ରେସ

ଭୋପାଳ: ଚଳିତବର୍ଷ ଆଗକୁ ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନ ଥିବା ବେଳେ ଦକ୍ଷିଣପନ୍ଥୀ ସଂଗଠନ ବଜରଙ୍ଗ ସେନା କଂଗ୍ରେସ ସହ ହାତ ମିଳାଇଥିବା ଜଣାପଡ଼ିଛି। କଂଗ୍ରେସର ମଧ୍ୟପ୍ରଦେଶ ଶାଖା...
ଦେଶ ବିଦେଶ

କର୍ଣ୍ଣାଟକ କଂଗ୍ରେସର ନିର୍ବାଚନ ପ୍ରତିଶ୍ରୁତି ପାଳନ ବିଳମ୍ବ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସମୟରେ କଂଗ୍ରେସ ଯେଉଁ ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲା ତାହା ପୂରଣ ହେବାରେ ବିଳମ୍ବ ହେଉଥିବାରୁ ଆଜି କର୍ଣ୍ଣାଟକରେ ବିଜେପି ବିଭାଗ ପକ୍ଷରୁ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ୟୁକ୍ରେନ: ବିସ୍ଫୋରଣ କରି ଡ୍ୟାମ୍‌ ଉଡ଼ାଇଦେଲେ

କିବ୍‌: ରୁଷ୍‌ ନିୟନ୍ତ୍ରଣାଧୀନ ୟୁକ୍ରେନର ଖେରସନ ଅଞ୍ଚଳ ଅଧୀନ ନୋଭା କାଖୋବକା ସହରରେ ଥିବା ଏକ ବଡ଼ ଡ୍ୟାମକୁ ବିସ୍ଫୋରଣରେ ଉଡ଼ାଇ ଦିଆଯାଇଛି। ଏଥିରେ କାଖୋବକା ଜଳବିଦ୍ୟୁତ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୋଲାଭରମ ପ୍ରକଳ୍ପ: ଆନ୍ଧ୍ରକୁ କେନ୍ଦ୍ର ଦେଲା ୧୨,୮୧୧. ୧୫ କୋଟି

ନୂଆଦିଲ୍ଲୀ : ବିବାଦୀୟ ପୋଲାଭରମ ଇନ୍ଦିରାସାଗର ବହୁମୁଖୀ ଜଳସେଚନ ପ୍ରକଳ୍ପ ପାଇଁ କେନ୍ଦ୍ର ଜଳଶକ୍ତି ମନ୍ତ୍ରାଳୟ ଆନ୍ଧ୍ର ପ୍ରଦେଶକୁ ୧୨,୮୧୧. ୧୫ କୋଟି ଟଙ୍କା ମଂଜୁର କରିଛି।...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

କୋର୍ଟରେ ପ୍ରମାଣ ରଖିଲେ ପ୍ରିନ୍ସ ହ୍ୟାରି, ଗଣମାଧ୍ୟମ ସଂସ୍ଥା ଉପରେ ବର୍ଷିଲେ

ଲଣ୍ଡନ: ବ୍ରିଟେନ ରାଜା ଚାଲର୍ସ ତୃତୀୟଙ୍କ ସାନ ପୁଅ ତଥା ସସେକ୍ସର ଡ୍ୟୁକ ଲଣ୍ଡନ ହାଇକୋର୍ଟରେ ମଙ୍ଗଳବାର ସାକ୍ଷ୍ୟ ପ୍ରମାଣ ଦେଇଛନ୍ତି। ବ୍ରିଟିସ ରାଜ ପରିବାରରେ ଏଭଳି...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମିରାଣ୍ଡ ହାଉସ କଲେଜର ସଫଳତା ପଛରେ ବିଜୟଲକ୍ଷ୍ମୀ

ନୂଆଦିଲ୍ଲୀ : କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ସଦ୍ୟ ପ୍ରକାଶିତ ନ୍ୟାସନାଲ ଇନଷ୍ଟିଚ୍ୟୁସନାଲ୍‌ ରାଙ୍କିଙ୍ଗ୍‌ ଫ୍ରେମୱାର୍କ (ଏନ୍‌ଆଇଆର୍‌ଏଫ୍)-୨୦୨୩ରେ ଦେଶରେ ଶ୍ରେଷ୍ଠ କଲେଜ ବର୍ଗରେ ଦିଲ୍ଲୀର ମିରାଣ୍ଡା ହାଉସ...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ରାଷ୍ଟ୍ରପତିଙ୍କୁ ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ, ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ସୁରିନାମର ସର୍ବୋଚ୍ଚ ନାଗରିକ ସମ୍ମାନ- ‘ଗ୍ରାଣ୍ଡ ଅର୍ଡର ଅଫ୍ ଦ ଚେନ୍ ଅଫ୍ ଦ ୟେଲୋ ଷ୍ଟାର’ ପାଇଥିବାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର...
ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଜଳବାୟୁ ସଚେତନତା ପାଇଁ ବୃଦ୍ଧଙ୍କ ୪,୨୫୦ କିମି ପଦଯାତ୍ରା

ଲଣ୍ଡନ : ଜଳବାୟୁ ପରିବର୍ତ୍ତନକୁ ରୋକିବା ନିମନ୍ତେ କାର୍ବନ-କ୍ୟାପ୍ଚର ଉପରେ ଜନସଚେତନତା ସୃଷ୍ଟି ପାଇଁ ଲଣ୍ଡନର ଜନୈକ ୬୦ ବର୍ଷୀୟ ବୃଦ୍ଧ ଲଣ୍ଡନରୁ ଇସ୍ତାନବୁଲ ପର୍ଯ୍ୟନ୍ତ ୪,୨୫୦...