ଗ୍ରୀଷ୍ମଲହରି ସ୍ଥିତି ନେଇ କେନ୍ଦ୍ର ସରକାରଙ୍କ ଉଚ୍ଚସ୍ତରୀୟ ବୈଠକ: ପ୍ରଭାବିତ ରାଜ୍ୟଗୁଡ଼ିକୁ କେନ୍ଦ୍ରୀୟ...
ନୂଆଦିଲ୍ଲୀ: ବିଭିନ୍ନ ରାଜ୍ୟରେ ଏବେ ଗ୍ରୀଷ୍ମଲହରି ଜାରି ରହିଛି। ଉତ୍ତରପ୍ରଦେଶ, ବିହାର ଭଳି ରାଜ୍ୟଗୁଡ଼ିକରେ ଗ୍ରୀଷ୍ମଲହରି ସ୍ଥିତି ଯୋଗୁଁ ମୃତ୍ୟୁ ଏବଂ ଅସୁସ୍ଥତା ବଢ଼ିବାରୁ କେନ୍ଦ୍ର ସରକାର...









