ଆଜିଠାରୁ ଭାରତ-ଅଷ୍ଟ୍ରେଲିଆ ଗୋଲାପି ଲଢ଼େଇ ଭାରତୀୟ ଏକାଦଶରେ ସ’, ରିଦ୍ଧିମାନ, ଅଶ୍ବିନ୍, ଉମେଶ
ଆଡିଲେଡ୍: ଗୁରୁବାରଠାରୁ ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ୍ ଶୃଙ୍ଖଳା ଆରମ୍ଭ ହେବାକୁ ଯାଉଥିବା ବେଳେ କ୍ରିକେଟ୍ ପ୍ରେମୀଙ୍କ ମଧ୍ୟରେ ଉତ୍ସୁକତା ଦେଖାଦେଇଛି। ଭାରତୀୟ କ୍ରିକେଟ୍ର ଅମୂଲ୍ୟରତ୍ନ ଭାବେ ଉଭା...