ହ୍ୟାକ୍ ହେଲା ଫର୍ହା ଖାନ୍ଙ୍କ ଟ୍ବିଟର୍ ଆକାଉଣ୍ଟ୍, ଇନ୍ଷ୍ଟା ପୋଷ୍ଟ୍ରେ ଦେଲେ ସୂଚନା
ମୁମ୍ବାଇ: ବଲିଉଡ୍ ସିନେ ନିର୍ମାତା ତଥା କୋରିଓଗ୍ରାଫର୍ ଫର୍ହା ଖାନ୍ଙ୍କ ଟ୍ବିଟର୍ ଆକାଉଣ୍ଟ୍ ହ୍ୟାକ୍ ହୋଇଛି। ଫର୍ହା ତାଙ୍କର ଏକ ଇନ୍ଷ୍ଟା ପୋଷ୍ଟ୍ ଜରିଆରେ ଟ୍ବିଟର୍ ଆକାଉଣ୍ଟ୍...