ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ ରାଜ୍ୟରେ ଚିହ୍ନଟ ହେଲେ ଆଉ ୮୧ କୋଭିଡ୍ ପଜିଟିଭ୍, ୩୩୭୫୨୯ରେ ପହଞ୍ଚିଲା ଆକ୍ରାନ୍ତଙ୍କ... ଭୁବନେଶ୍ବର ୦୪।୦୩: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି... BY NewsLaxmi7 March 4, 2021 0 Comment
ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୯୭ ଜଣ କରୋନା ସଂକ୍ରମିତ... ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ପୁଣି ୯୭ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୫୮ ଜଣ ସଂଗରୋଧ କେନ୍ଦ୍ରରୁ ଚିହ୍ନଟ... BY NewsLaxmi7 March 3, 2021 0 Comment
ଦେଶ ବିଦେଶ ମନୋରଞ୍ଜନ ରାଜନୀତି ତୃଣମୂଳ କଂଗ୍ରେସରେ ଯୋଗ ଦେଲେ ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ସୟନ୍ତିକା ବାନାର୍ଜୀ କୋଲକାତା: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପୂର୍ବରୁ ତୃଣମୂଳ କଂଗ୍ରେସରେ ଯୋଗ ଦେଇଛନ୍ତି ଆଉ ଜଣେ ବଙ୍ଗୀୟ ଅଭିନେତ୍ରୀ। ଲୋକପ୍ରିୟ ବଙ୍ଗୀୟ ଅଭିନେତ୍ରୀ ସୟନ୍ତିକା ବାନାର୍ଜୀ ତୃଣମୂଳ କଂଗ୍ରେସରେ... BY NewsLaxmi7 March 3, 2021 0 Comment
ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ଚାଷୀ ଆନ୍ଦୋଳନକୁ ନେଇ ତିଆରି ହେବ ଚଳଚ୍ଚିତ୍ର! ନୂତନ କୃଷି ଆଇନକୁ ନେଇ ରାଜଧାନୀ ଦିଲ୍ଲୀରେ ଏବେ ଘମାଘୋଟ କୃଷକ ଆନ୍ଦୋଳନ ଚାଲିଛି। ତେବେ ଏହା ଉପରେ ବି-ଟାଉନ୍ର ଚଳଚ୍ଚିତ୍ର ନିର୍ମାତା ରାକେଶ ଓମ୍ପ୍ରକାଶ ମେହେରା... BY NewsLaxmi7 March 3, 2021 0 Comment
ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ଆଠଗଡର ସର୍ବ ପୁରାତନ ଗୋପବନ୍ଧୁ ମହାବିଦ୍ୟାଳୟ ଏବେ ଅବହେଳିତ, ୧୦ ଦଫା ଦାବିରେ... ଆଠଗଡ ୩।୩: ଆଠଗଡର ସର୍ବ ପୁରାତନ ଗୋପବନ୍ଧୁ ମହାବିଦ୍ୟାଳୟ ଏବେ ଅବହେଳିତ । ଫଳରେ କଲେଜର ଉନ୍ନତି ପାଇଁ ଛାତ୍ରଛାତ୍ରୀ ବହୁବାର ପ୍ରିନ୍ସିପାଲଙ୍କୁ ଅଭିଯୋଗ କଲା ପରେ... BY NewsLaxmi7 March 3, 2021 0 Comment
ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ ନର୍ସ ହୋଇ ଗରୀବଙ୍କ ସେବା କରିବାକୁ ଚାହୁଁଛନ୍ତି ୧୨ ବର୍ଷର ଝିଅ ପାଲିନୀ,... ଝାଡ଼ଖଣ୍ଡ ୦୩/୦୩: ନର୍ସ ହେବାକୁ ଚାହୁଁଥିବା ୧୨ବର୍ଷୀୟା ପାଲିନୀ କୁମାରୀ ନିଜର ସ୍ୱପ୍ନକୁ ସାକାର କରିବା ପାଇଁ ତାଙ୍କ ମାଙ୍କ ସହ ରାସ୍ତା କଡରେ ଚଣା ବିକ୍ରି... BY NewsLaxmi7 March 3, 2021 0 Comment
ଦେଶ ବିଦେଶ ମନୋରଞ୍ଜନ ହାପି ବାର୍ଥ ଡେ’ ଶ୍ରଦ୍ଧା କପୁର: ୧୬ ବର୍ଷ ବୟସରେ ସଲମାନ ଖାନଙ୍କ... ନୂଆଦିଲ୍ଲୀ ୦୩/୦୩: ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜି ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ଶ୍ରଦ୍ଧା ଅଭିନୟ ସହିତ ଭଲ ଗୀତ ମଧ୍ୟ... BY NewsLaxmi7 March 3, 2021 0 Comment
ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ ଅପେକ୍ଷାର ଅନ୍ତ: ମାର୍ଚ୍ଚରେ ସିନେମାହଲରେ ରିଲିଜ୍ ହେବ ଏହି ୪ଟି ଫିଲ୍ମ ମୁମ୍ବାଇ ୦୩/୦୩ : କରୋନା ମହାମାରୀ ଯୋଗୁଁ ସବୁ କାମ ଠପ୍ ହୋଇଯାଇଛି। ଗତ ବର୍ଷ ମାର୍ଚ୍ଚ ୨୫ ତାରିଖରୁ ଦେଶର ସବୁ ସିନେମାହଲ ବନ୍ଦ ରହିଛି।... BY NewsLaxmi7 March 3, 2021 0 Comment
ଖେଳ ଦେଶ ବିଦେଶ ବରୁଣ ଚକ୍ରବର୍ତ୍ତୀଙ୍କୁ ମିଳିବ ଆଉ ଏକ ସୁଯୋଗ, ପୁଣି ଥରେ ଦେବେ ଫିଟନେସ୍... ନୂଆଦିଲ୍ଲୀ, ୦୩/ ୦୩:ପୁଣି ଥରେ ଫିଟନେସ୍ ଟେଷ୍ଟ ଦେବେ ବରୁଣ ଚକ୍ରବର୍ତ୍ତୀ । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜ ପାଇଁ ଘୋଷିତ ଭାରତୀୟ ଦଳରେ ସ୍ଥାନ ପାଇଥିବା... BY NewsLaxmi7 March 3, 2021 0 Comment
ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ ରାଜ୍ୟରେ ଚିହ୍ନଟ ହେଲେ ଆଉ ୯୭ କୋଭିଡ୍ ପଜିଟିଭ୍, ୩୩୭୪୪୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ... ଭୁବନେଶ୍ବର ୩।୩: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା ଧିରେ ଧିରେ ବୃଦ୍ଧି ପାଉଛି... BY NewsLaxmi7 March 3, 2021 0 Comment