କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି: ସ୍ୱାସ୍ଥ୍ୟ ନିର୍ଦ୍ଦେଶକ

ଭୁବନେଶ୍ୱର: ପାର୍ବଣ ବେଳେ ଭିଡ଼ ହେଲେ ସଂକ୍ରମଣର ଆଶଙ୍କା ରହିଛି ବୋଲି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି। ସେ କହିଛନ୍ତି, ଖୋର୍ଦ୍ଧା ଜିଲାରେ ସଂକ୍ରମଣ କମୁଥିଲେ...
ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ବାଦ ପଡ଼ିବା ପ୍ରସଙ୍ଗ: ଚିଠି ଲେଖିଲେ...

ଭୁବନେଶ୍ୱର: ଝାଡ଼ଖଣ୍ଡରେ ଦ୍ଵିତୀୟ ଭାଷା ରୂପେ ଓଡ଼ିଆ ଭାଷା ବାଦ ପଡ଼ିବା ପ୍ରସଙ୍ଗରେ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ସମୀରରଂଜନ ଦାଶ ଝାଡ଼ଖଣ୍ଡର ଶିକ୍ଷାମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି।...
ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଲକ୍‌ଡାଉନ୍‌ ପରେ ବଢ଼ିଛି ନିଶା ଜନିତ ମାନସିକ ରୋଗ ଏମ୍ସରେ ରୋଗୀ ସଂଖ୍ୟା...

ଭୁବନେଶ୍ୱର : ଭାରି ଛାନିଆ ଲାଗୁଛି, ତେଣୁ ଏଥିରୁ ରକ୍ଷା ପାଇଁ କିଛି ଲୋକ ତମାଖୁ, ବ୍ରାଉନସୁଗର କିମ୍ବା ମଦ୍ୟପାନକୁ ଆପଣାଇ ନେଉଛନ୍ତି। ସାମୟିକ ଭାବରେ ଏଥିରୁ...
ଦେଶ ବିଦେଶ ମନୋରଞ୍ଜନ

‘ମାନିକେ ମାଗେ ହିଥେ’ ଗୀତ ଗାଇ …ଚର୍ଚ୍ଚାରେ ରାନୁ ମଣ୍ଡଳ : ଭାଇରାଲ୍...

ମୁମ୍ବାଇ ୩୦/୦୯ : ଦୁଇ ବର୍ଷ ପୂର୍ବେ ପଶ୍ଚିମବଙ୍ଗର ରାଣହାଟ ରେଳ ଷ୍ଟେସନରେ ରାନୁ ମଣ୍ଡଳ ଲତା ମଙ୍ଗେଶକରଙ୍କ ଆଇକନିକ ଗୀତ ‘ଏକ ପ୍ୟାର କା ନାଗମା...
ଦେଶ ବିଦେଶ ମନୋରଞ୍ଜନ

ସୋସିଆଲ୍ ମିଡିଆରେ ନୋରାଙ୍କ ନୂଆ ଗେଟ୍‌ଅପ୍, ୟୁଜର୍ କହିଲେ-ପରୀ ପରି ଲାଗୁଛ

ନୂଆଦିଲ୍ଲୀ ୩୦/୦୯: ବଲିଉଡର ସର୍ବୋତ୍ତମ ନୃତ୍ୟଶିଳ୍ପୀ ନୋରା ଏବେ ଚର୍ଚ୍ଚାରେ। ଏଥର କିନ୍ତୁ ତାଙ୍କ ଡ୍ୟାନ୍ସ ପାଇଁ ନୁହେଁ ବରଂ ତାଙ୍କ ଡ୍ରେସ୍‌କୁ ନେଇ । ନିକଟରେ,...
ଦେଶ ବିଦେଶ ମନୋରଞ୍ଜନ

ପୁଣି ସଲ୍ଲୁ-କ୍ୟାଟ୍ ଇଲୁ ଇଲୁ

ସଲମାନ୍ ଖାନ୍‌ଙ୍କ ‘ଟାଇଗର୍‌-୩’ ଚଳଚ୍ଚିତ୍ରରେ କ୍ୟାଟ୍ରିନା କୈଫ୍ ନାୟିକା ସାଜିଛନ୍ତି। ତୁର୍କୀରେ ସୁଟିଂ ହେଇଥିବା ଗୀତଦୃଶ୍ୟ ‘ଜିନେ କେ ହେଁ ଚାର ଦିନ୍’ର ଭିଡିଓକୁ ସେ ସୋସିଆଲ୍...
କଳା ଓ ସଂସ୍କୃତି ଦେଶ ବିଦେଶ ଧର୍ମ ରାଜ୍ୟ

ଅନାବିଳ ମାତୃତ୍ୱର ପ୍ରତୀକ ‘ପୁଅ ଜିଉଁତିଆ’ ପଶ୍ଚିମ ଓଡ଼ିଶାରେ ପାଳିତ

ସୁନ୍ଦରଗଡ଼/ବାଲିଶଙ୍କରା/ବୀରମହାରାଜପୁର: ପଶ୍ଚିମ ଓଡ଼ିଶାର ପୁଅ ଜିଉଁତିଆ ହେଉଛି ଏକ ସାମାଜିକ ସାଂସ୍କୃତିକ ଜୀବନର ନିଆରା ପରମ୍ପରା। ଏହା ଏହି ଅଂଚଳରେ ପାଳିତ ହୋଇଯାଇଛି। ପଶ୍ଚିମ ଓଡ଼ିଶାର ଅନ୍ୟସ୍ଥାନ...
ଖେଳ ଦେଶ ବିଦେଶ ରାଜ୍ୟ ସ୍ପେଶାଲ ରିପୋର୍ଟ

ମାରାଥନ୍, ଲମ୍ବା ଦୌଡ଼ରେ ଉଜ୍ଜ୍ବଳମୟ ସମ୍ଭାବନା: କୋଚ୍ ନାହାନ୍ତି କି ସାଧନ ନାହିଁ,...

ବାରିପଦା: କୋଚ୍ ନାହାନ୍ତି। ସାଧନ ମଧ୍ୟ ନାହିଁ। ଘରର ରୋଜଗାର ସମ୍ପୂର୍ଣ୍ଣ ଭାବେ ବାପାଙ୍କ ଉପରେ ନିର୍ଭରଶୀଳ। ଆଉ ଚାଷ କାମ କରୁଥିବାରୁ ନିଜ ପିତାଙ୍କଠାରୁ ଲମ୍ବା...
ଖେଳ ଦେଶ ବିଦେଶ

ମୁଷ୍ଟିଯୁଦ୍ଧ ଛାଡ଼ିଲେ ପାକ୍ବେ

ମାନିଲା: ଫିଲିପାଇନ୍ସର ରାଷ୍ଟ୍ରପତି ନିର୍ବାଚନ ଲଢ଼ିବା ଲାଗି ଏହି ଦେଶର କିଂବଦନ୍ତି କ୍ରୀଡ଼ା ତାରକା ମାନି ପାକ୍ବେ ବୁଧବାର ମୁଷ୍ଟିଯୁଦ୍ଧକୁ ଅଲବିଦା କହିଛନ୍ତି। ଫେସବୁକ୍‌ ଓ ଟ୍ବିଟରରେ...
ଖେଳ ଦେଶ ବିଦେଶ ରାଜ୍ୟ

କଳିଙ୍ଗରେ ଲାଇଫ୍‌ ଗାର୍ଡ, ପୁଲ୍‌ ଅପରେଟର ପାଠ୍ୟକ୍ରମ ଆରମ୍ଭ

ଭୁବନେଶ୍ବର: ଓଡ଼ିଶା କ୍ରୀଡ଼ା ଓ ଯୁବ ସେବା ବିଭାଗ ଏବଂ ଲାଇଫ୍‌ ସେଭିଂ ସୋସାଇଟି ଅଫ୍‌ ଇଣ୍ଡିଆର ମିଳିତ ଆନୁକୂଲ୍ୟରେ ଲାଇଫ୍‌ ଗାର୍ଡ ଓ ପୁଲ୍‌ ଅ‌ପରେଟର...