ଏଥର ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍ହମ୍ରେ ବଡ଼ଦିନ ଗଛ ନାହିଁ, କି ଆନନ୍ଦ ଉତ୍ସବ...
ବେଥଲ୍ହମ୍: ଜେରୁଜେଲମ୍ର ଦକ୍ଷିଣ ପ୍ରାନ୍ତରେ ଅବସ୍ଥିତ ଯୀଶୁଖ୍ରୀଷ୍ଟଙ୍କ ଜନ୍ମସ୍ଥାନ ବେଥଲ୍ହମ୍ ଚଳିତ ବର୍ଷ ବଡ଼ଦିନ ଅବସରରେ ଉତ୍ସବମୁଖର ଦିଶୁନାହିଁ। ଇସ୍ରାଏଲ୍ ଅଧିକୃତ ପାଲେଷ୍ଟାଇନ୍ ନଗରୀ ୱେଷ୍ଟ୍ବ୍ୟାଙ୍କ୍ର ହୋଟେଲ୍,...









