ପ୍ରଥମ କରି ମାନବ ଶରୀରରେ ବ୍ରେନ୍-ଚିପ୍ ପ୍ରତିରୋପଣ କଲା ଏଲନ୍ ମସ୍କ୍ଙ୍କ ନ୍ୟୁରାଲିଙ୍କ୍
କାଲିଫର୍ଣ୍ଣିଆ: ରବିବାର ଦିନ ପ୍ରଥମ କରି ଯେଉଁ ରୋଗୀ ଶରୀରରେ ନ୍ୟୁରାଲିଙ୍କ୍ ଷ୍ଟାର୍ଟଅପ୍ର ବ୍ରେନ୍-ଚିପ୍ ପ୍ରତିରୋପଣ କରାଯାଇଥିଲା ସେ ସୁସ୍ଥ ହେଉଥିବା କଥା କମ୍ପାନିର ସଂସ୍ଥାପକ ଏଲନ୍...









