ଅପରାଧ ଦେଶ ବିଦେଶ

ମଧ୍ୟପ୍ରଦେଶରେ ୩ଜଣ ପୁଲିସଙ୍କୁ ଗୁଳି କରି ହତ୍ୟା କଲେ କୃଷ୍ଣସାର ମୃଗ ଶିକାରୀ

ଭୋପାଳ: ଶୁକ୍ରବାର ରାତିରେ ମଧ୍ୟପ୍ରଦେଶର ଗୁନା ଜିଲ୍ଲା ଅନ୍ତର୍ଗତ ସାଗା ବାର୍ଖେଡ଼ା ଗ୍ରାମରେ କୃଷ୍ଣସାର ମୃଗ ଶିକାରୀମାନେ ୩ଜଣ ପୁଲିସ କର୍ମଚାରୀଙ୍କୁ ଗୁଳି ମାରି ହତ୍ୟା କରିଛନ୍ତି।...
ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଦିଲ୍ଲୀ: ମେଟ୍ରୋ ଷ୍ଟେସନ୍‌ ନିକଟ କୋଠାରେ ଭୟାବହ ଅଗ୍ନିକାଣ୍ଡରେ ୨୬ ମୃତ, ଶୋକ...

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ନୂଆଦିଲ୍ଲୀର ମୁଣ୍ଡକା ମେଟ୍ରୋ ଷ୍ଟେସନ ନିକଟରେ ଥିବା ଏକ କୋଠାରେ ଆଜି ସନ୍ଧ୍ୟାରେ ଅଗ୍ନିକାଣ୍ଡ ଘଟିଛି। ରିପୋର୍ଟ ଲେଖାଯିବା ବେଳକୁ ୨୬ ଜଣଙ୍କର...
ଦେଶ ବିଦେଶ ମନୋରଞ୍ଜନ

ପୂଜା ହେଗଡେଙ୍କ ହାତରେ ସଲମାନଙ୍କ ଲକି ବ୍ରେସ୍‌ଲେଟ୍‌, ଫ୍ୟାନ୍ସ କହିଲେ- ଧମାକା କରିବ...

ନୂଆଦିଲ୍ଳୀ ୧୪।୦୫: ବଲିଉଡର ଲୋକପ୍ରିୟ ଅଭିନେତା ସଲମାନ ଖାନ ତାଙ୍କର ଫିଲ୍ମ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାନ୍ତି । ବର୍ତ୍ତମାନ ତାଙ୍କ ଫ୍ୟାନ୍ସଙ୍କ ପାଇଁ...
ଅପରାଧ ଦେଶ ବିଦେଶ

ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ୩୨.୫ କୋଟି ଟଙ୍କାର ସୁନା ଜବତ

ନୂଆଦିଲ୍ଲୀ : ଦିଲ୍ଲୀ ଏୟାର କାର୍ଗୋ କମ୍ପ୍ଲେକ୍ସରୁ ବୁଧବାର ୬୧.୫ କିଲୋଗ୍ରାମ ଓଜନର ସୁନା ଜବତ ହୋଇଛି। ଏହାର ଆନୁମାନିକ ବଜାର ମୂଲ୍ୟ ୩୨.୫ କୋଟି ଟଙ୍କା...
ଅପରାଧ ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଶିବାଜୀ ପ୍ରତିମୂର୍ତ୍ତିକୁ ନେଇ ମହାରାଷ୍ଟ୍ରରେ ସଂଘର୍ଷ; ୩୦ ପୁଲିସ ଆହତ, ୩୦୦ରୁ ଅଧିକ...

ମୁମ୍ବାଇ/ଜଲ୍‌ନା : ମହାରାଷ୍ଟ୍ରର ଜଲ୍‌ନାରେ ଛତ୍ରପତି ଶିବାଜୀ ମହାରାଜଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ ଏବଂ ପରେ ଏହାକୁ ହଟାଇବା ଘଟଣାକୁ ନେଇ ବଡ଼ ଧରଣର ସଂଘର୍ଷ ହୋଇଛି।...
ଅପରାଧ ଦେଶ ବିଦେଶ

ଆର୍‌ଜେଡି ନେତାଙ୍କୁ ଗୁଳି କରି ହତ୍ୟା

ପାଟନା : ଗୁରୁବାର ବିଳମ୍ବିତ ରାତିରେ ବିହାରର ଗୋପାଳଗଞ୍ଜରେ ଆର୍‌ଜେଡିର ଜଣେ ଛାତ୍ର ନେତାଙ୍କୁ ଗୁଳି କରି ହତ୍ୟା କରାଯାଇଛି। ବିରୋଧୀଦଳ ନେତା ତେଜସ୍ୱୀ ଯାଦବଙ୍କ ସହ...
ଦେଶ ବିଦେଶ ଶିକ୍ଷା ଓ ନିଯୁକ୍ତି ସ୍ପେଶାଲ ରିପୋର୍ଟ

ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ବିବାଦୀୟ ମନ୍ତବ୍ୟ: “ଗୁପଚୁପ ବିକାଳୀମାନେ ହିନ୍ଦୀ କହନ୍ତି….”

ଚେନ୍ନାଇ:ତାମିଲନାଡୁର ଉଚ୍ଚଶିକ୍ଷା ମନ୍ତ୍ରୀ କେ. ପନ୍ମୁଦି ଶୁକ୍ରବାର ଭରତିଆର ବିଶ୍ବବିଦ୍ୟାଳୟର ୩୭ତମ ସମାବର୍ତ୍ତନ ଉତ୍ସବରେ ହିନ୍ଦୀ ଭାଷାକୁ ସମାଲୋଚନା କରି ଏକ ବିବଦୀୟ ମନ୍ତବ୍ୟ ଦେଇଛନ୍ତି। ସେ...
ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ପୂର୍ବ ୟୁକ୍ରେନ୍‌ରେ ପ୍ରଚଣ୍ଡ ଆକ୍ରମଣ, ସ୍କୁଲ୍‌ରେ ବୋମା ବର୍ଷା ବନ୍ଦ ପାଇଁ ଜାତିସଂଘର...

କିବ୍‌/ନ୍ୟୁୟର୍କ : ଆଉ ୧୦ ଦିନ ପରେ ୟୁକ୍ରେନ୍‌ ଯୁଦ୍ଧକୁ ୩ ମାସ ପୂରିଯିବ। ୟୁକ୍ରେନ୍‌ ଯୁଦ୍ଧକୁ ୧୧ ସପ୍ତାହ ଚାଲିଥିବା ବେଳେ ରୁଷ୍‌ ଏବେ ରଣନୀତି...
ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ମହାନଦୀ ଜଳବିବାଦ ମାମଲାର ଶୁଣାଣି ଆଜି: ଛତିଶଗଡ଼ ଦାଖଲକଲା ପ୍ରଥମ ସାକ୍ଷୀଙ୍କ ସତ୍ୟପାଠ

ନୂଆଦିଲ୍ଲୀ : ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ମହାନଦୀ ଜଳ ବିବାଦ ସମାଧାନ ପାଇଁ ଗଠିତ ଟ୍ରିବ୍ୟୁନାଲ ଆଜି ୨୭ତମ ଶୁଣାଣି କରିବେ। ଭର୍ଚୁଆଲ୍‌ ମୋଡ୍‌ରେ ଏହି...
ଅପରାଧ ଦେଶ ବିଦେଶ ମନୋରଞ୍ଜନ ସ୍ପେଶାଲ ରିପୋର୍ଟ

ଘରୁ ମୃତାବସ୍ଥାରେ ମିଳିଲେ କେରଳୀ ମଡେଲ୍‌-ଅଭିନେତ୍ରୀ; ହାଜତରେ ସ୍ବାମୀ

କୋଝିକୋଡ଼: କେରଳର କୋଝିକୋଡ଼ ନଗରୀ ନିକଟ ଘରୁ ଜଣେ ୨୦ ବର୍ଷୀୟ ମଡେଲ୍‌ ତଥା ଅଭିନେତ୍ରୀଙ୍କୁ ମୃତାବସ୍ଥାରେ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ପୁଲିସ କହିବା ଅନୁସାରେ, ଶାହାନା...