ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଶେଷହେଲା ଜ୍ଞାନବାପି ମସ୍‌ଜିଦ୍‌ ସର୍ବେକ୍ଷଣ; କୂଅ ଭିତରୁ ମିଳିଲା ଶିବଲିଙ୍ଗ: ଓକିଲ

ନୂଆଦିଲ୍ଲୀ: ଅଦାଲତଙ୍କ ଆଦେଶକ୍ରମେ ଚାଲିଥିବା ଜ୍ଞାନବାପି ମସ୍‌ଜିଦ୍‌ର ସର୍ବେକ୍ଷଣ ଆଜି ତୃତୀୟ ଦିବସରେ ଶେଷ ହୋଇଛି ଏବଂ ସେଠାରେ ଥିବା ଗୋଟାଏ କୂଅରୁ ଏକ ଶିବଲିଙ୍ଗ ମିଳିଛି...
ଅପରାଧ ଦେଶ ବିଦେଶ

ଚିରା ଜିନ୍‌ସ୍‌ ପିନ୍ଧା ଆମ ସଂସ୍କୃତିରେ ନାହିଁ: ତୀରଥ ସିଂହ ରାୱତ୍‌

ନୂଆଦିଲ୍ଲୀ: ଚିରା ଜିନ୍‌ସ୍‌ ପିନ୍ଧିବା ଭାରତୀୟ ସଂସ୍କୃତିରେ ନାହିଁ ବୋଲି ଉତ୍ତରାଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ତୀରଥ ସିଂହ ରାୱତ୍ ଦେଇଥିବା ମନ୍ତବ୍ୟରେ ଅଟଳ ଅଛନ୍ତି। ଚିରା ଜିନ୍‌ସ୍‌...
ଅପରାଧ ଦେଶ ବିଦେଶ

ଦିଲ୍ଲୀ ଅଗ୍ନିକାଣ୍ଡ ଘଟଣା: ୨୯ ଜଣଙ୍କ ପତ୍ତା ମିଳୁନି, ୨୭ ମୃତକଙ୍କ ମଧ୍ୟରୁ...

ନୂଆଦିଲ୍ଲୀ : ଦିଲ୍ଲୀର ମୁଣ୍ଡକାରେ ଗତକାଲି ଘଟିଥିବା ଅଗ୍ନିକାଣ୍ଡ ଘଟଣାରେ ଏବେ ବି ୨୯ ଜଣ ନିଖୋଜ ଅଛନ୍ତି। ସେମାନଙ୍କର କିଛି ପତ୍ତା ମିଳୁନି। ୨୭ ଜଣଙ୍କ...
ଅପରାଧ ଦେଶ ବିଦେଶ ରାଜନୀତି

ମତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ଚାଲିଛି: ଇମ୍ରାନ୍‌ ଖାଁ

ଇସ୍‌ଲାମାବାଦ୍‌: ତାଙ୍କୁ ହତ୍ୟା କରିବା ଲାଗି ଷଡ଼ଯନ୍ତ୍ର ଚାଲିଛି। ତାଙ୍କ ସରକାରକୁ ହଟାଇବା ପାଇଁ ହୋଇଥିବା ଷଡ଼ଯନ୍ତ୍ରରେ ଜଡ଼ିତ ଥିବା ବ୍ୟକ୍ତିମାନଙ୍କର ନାମ ମଧ୍ୟ ସେ ଭିଡିଓ...
ଅପରାଧ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଚାଉଳ ଉଠାଣରେ କେନ୍ଦ୍ର ସରକାର ସରକାରଙ୍କ ପାତରଅନ୍ତର ନୀତି: ତେଲେଙ୍ଗାନାକୁ ହଁ, ଓଡ଼ିଶାକୁ...

ନୂଆଦିଲ୍ଲୀ : ବଳକା ଉଷୁନା ଚାଉଳ ଉଠାଣକୁ ନେଇ କେନ୍ଦ୍ର ସରକାର ଟାଳଟୁଳ ନୀତି ଆପଣାଇଛନ୍ତି। ଭିନ୍ନ ରାଜ୍ୟ ପାଇଁ ଭିନ୍ନ ନୀତି। ବାରମ୍ବାର ଦାବି ସତ୍ତ୍ବେ...
ଅପରାଧ ଦେଶ ବିଦେଶ

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ ଚେତାବନୀ: ତିନି କେନ୍ଦ୍ରୀୟ ସଂସ୍ଥା,...

ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଏମ୍‌ ଖାନୱିଲକରଙ୍କ ଅଧ୍ୟକ୍ଷତାରେ ଗଠିତ ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଶନିବାର ଦିନ ମାମଲାର ୨୭ତମ ଶୁଣାଣି...
ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଦ୍ବିତୀୟ ଥର କୋଭିଡ୍‌ ପଜିଟିଭ୍‌ ହେଲେ ଅଭିନେତା ଅକ୍ଷୟ କୁମାର; ‘କାନ୍‌ସ୍ ଫିଲ୍ମ...

ମୁମ୍ବାଇ: କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବାରୁ ଚଳିତ ବର୍ଷ ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେଇପାରିବେ ନାହିଁ ବୋଲି ଶନିବାର ଦିନ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କହିଛନ୍ତି।...
ଅପରାଧ ଦେଶ ବିଦେଶ

ଅଭିଯୁକ୍ତଙ୍କୁ ଗିରଫ କରିବାକୁ ଯାଇଥିଲା ପୋଲିସ, ୨ କର୍ମଚାରୀଙ୍କୁ ପିଟିଲେ ଗାଁ ଲୋକେ

ନୂଆଦିଲ୍ଲୀ ୧୪/୦୫: ଗାଁକୁ ନୋଟିସ ଦେବାକୁ ଯାଇଥିବା ପୋଲିସ ଟିମକୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ଲୋକେ । ୨ ପୋଲିସ କର୍ମୀ ଗୁରୁତର । ଏପରି ଘଟଣା...
ଖେଳ ଦେଶ ବିଦେଶ

ମ୍ୟାଚ୍‌ ଭିତରେ ଦିଶିଲା କଳା ବିରାଡ଼ି, ଟ୍ରୋଲ୍‌ ହେଲେ ବିରାଟ କୋହଲି

ମୁମ୍ବାଇ: ଆଇପିଏଲ୍‌ ମ୍ୟାଚ୍‌ ଚାଲିଥିବା ବେଳେ କ୍ରିକେଟର୍‌ ବିରାଟ କୋହଲିଙ୍କ ଭାଗ୍ୟ ଚଳିତବର୍ଷ ଆଦୌ ଭଲ ନାହିଁ ବୋଲି ଆପଣ କହିପାରନ୍ତି। ସେ ଶୁକ୍ରବାର ପଞ୍ଜାବ କିଙ୍ଗ୍‌ସ...
ଅପରାଧ ଦେଶ ବିଦେଶ

କାଶ୍ମୀର ପଣ୍ଡିତଙ୍କ ଆନ୍ଦୋଳନ ତେଜିଲା, ରାହୁଲ ଭଟ୍ଟଙ୍କ ହତ୍ୟା ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ

ଶ୍ରୀନଗର : ଜମ୍ମୁ କାଶ୍ମୀର ବଡ଼ଗାମ ଜିଲ୍ଲାରେ ଗତକାଲି ଜଣେ କାଶ୍ମୀର ପଣ୍ଡିତଙ୍କ ହତ୍ୟା ଘଟଣାକୁ ବିରୋଧ କରି ଆନ୍ଦୋଳନ ତେଜିବାରେ ଲାଗିଛି। ସରକାରୀ କର୍ମଚାରୀ ଏବଂ...